Daily Archives

April 27, 2023

ଆସନ୍ତାକାଲି ଓଡିଶାରେ ହେବ ବନ୍ଦେ ଭାରତ ଟ୍ରେନର ଟ୍ରାଏଲ ରନ୍ । ହାୱାଡାରୁ ବାହାରି ପୁରୀରେ ପହଞ୍ଚିବ ବନ୍ଦେ ଭାରତ…

କନକ ବ୍ୟୁରୋ: ଆସନ୍ତାକାଲି ଓଡିଶାରେ ହେବ ବନ୍ଦେ ଭାରତ ଟ୍ରେନର ଟ୍ରାଏଲ ରନ । ହାୱାଡାରୁ ବାହାରି ପୁରୀରେ ପହଞ୍ଚିବ ବନ୍ଦେ ଭାରତ ଟ୍ରେନ । ସକାଳ ୬ଟା୧୦ ମିନିଟରେ ହାୱାଡାରୁ ବାହାରିବ ଟ୍ରେନ । ଦିନ ୧୧ଟା ୨୨ରେ ଭୁବନେଶ୍ୱର ରେଳ ଷ୍ଟେସନରେ ପହଞ୍ଚିିବ । ୨ ମିନିଟର ରହଣୀ ପରେ ଟ୍ରେନ ପୁରୀ…

ବଳଦେବଜୀଉ, ଦଧିବାମନ ମନ୍ଦିର ଓ ରାମଚଣ୍ଡୀ ମନ୍ଦିରର ହେବ ସୌନ୍ଦର୍ଯ୍ୟକରଣ । ମହାକାଳପଡାରେ ପ୍ରସ୍ତାବିତ ଷ୍ଟିଲ…

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ. ପାଣ୍ଡିଆନ ଆଜି କେନ୍ଦ୍ରାପଡା ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାମ ଅନୁଧ୍ୟାନ କରିବା ସହିତ ଏହାର ଅଗ୍ରଗତି ପାଇଁ ପଦକ୍ଷେପ ନେବାକୁ ଆବଶ୍ୟକ ପରାମର୍ଶ ଓ ନିର୍ଦ୍ଦେଶ ଦେଇଛନ୍ତି…

ଚୋର ନେଇଗଲା ବନ୍ଦାଣ ସୁନା । ଭୁବନେଶ୍ୱର କିଶନନଗର ଅଞ୍ଚଳରେ ନବବିବାହିତ ଦମ୍ପତିଙ୍କ ଘରେ କଳାକନା ବୁଲାଇଲେ ଲୁଟେରା

କନକ ବ୍ୟୁରୋ: ରାଜଧାନୀରେ ଡର ଲାଗୁଛି । ପୁଲିସର ପାଟ୍ରୋଲିଂ ସତ୍ତ୍ୱେ ଚୋରମାନେ ବେଧଡକ ରାତି ଅଧରେ ଝରକା ତାଡି ଲୁଟ କରୁଛନ୍ତି । ଭୁବନେଶ୍ୱରର ମଞ୍ଚେଶ୍ୱର ଅଞ୍ଚଳରୁ ଏଭଳି ଘଟଣା ସାମ୍ନାକୁ ଆସିଛି, ଯାହା ସିସିଟିଭିରେ କଏଦ ହୋଇଛି । ଚୋରି କରିବା ପରେ ଲୁଟେରାମାନେ ଆରାମରେ ସ୍କୁଟିରେ ବସି…

ନିର୍ବାଚନ ପୂର୍ବରୁ କର୍ଣ୍ଣାଟକ ରାଜନୀତିରେ ହାଇଡ୍ରାମା, ଗୃହମନ୍ତ୍ରୀ ଅମିତ ଶାହାଙ୍କ ଭାଷଣକୁ ବିରୋଧ କରି ଥାନାରେ…

କନକ ବ୍ୟୁରୋ : ଗୃହମନ୍ତ୍ରୀ ଅମିତ ଶାହାଙ୍କ ନାଁରେ ଏତଲା । କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ ଡି.କେ ଶିବକୁମାର ଗୁରୁବାର ଶାହାଙ୍କ ବିରୋଧରେ ବେଙ୍ଗାଲୁରର ହାଇ ଗ୍ରାଉଣ୍ଡ ଥାନାରେ ଏତଲା ଦେଇଛନ୍ତି । ଉସୁକାଇବା ଭଲି ଭାଷଣ ହେବା, ଶତ୍ରତା ବଢାଇବା, ଘୃଣା ଭାଷଣ ନେଇ ଥାନାରେ ଅଭିଯୋଗ କରିଛନ୍ତି ।…

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପରେ ବିରୋଧରେ ଦୁସ୍କର୍ମ ଅଭିଯୋଗ । କୋର୍ଟରେ ଦୁୂସ୍କର୍ମ ପିଡିତା…

କନକ ବ୍ୟୁରୋ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପରେ ବିରୋଧରେ ଦୁସ୍କର୍ମ ଅଭିଯୋଗ । ଜଣେ ମହିଳା ସାମ୍ବାଦିକ ଟ୍ରମ୍ପଙ୍କ ବିରୋଧରେ ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ୩୦ ବର୍ଷ ପୂର୍ବରୁ ଟ୍ରମ୍ପ ତାଙ୍କୁ ଦୁର୍ସ୍କମ କରିବା ସହ ଘଟଣାକୁ ଚାପି ଦେଇଥିଲେ । ଟ୍ରମ୍ପ ଏଥର…

ସମଲିଙ୍ଗୀ ବିବାହକୁ ନେଇ ଥମୁନି ବିବାଦ । ସମଲିଙ୍ଗୀମାନେ କିପରି ପାଇବେ ସାମାଜିୟ ନ୍ୟାୟ, କେନ୍ଦ୍ରକୁ ପକ୍ଷ ରଖିବାକୁ…

କନକ ବ୍ୟୁରୋ : ସମଲିଙ୍ଗୀ ସମ୍ପକକୁ ନେଇ ବିବାବ ବଢୁଥିବା ବେଳେ କେନ୍ଦ୍ରକୁ ପକ୍ଷ ରଖିବାକୁ କହିଛନ୍ତି ସୁପ୍ରିମକୋର୍ଟ । ବିବାହ ନ କରି କିପରି ସେମାନେ ସାମାଜିକ ସୁବିଧା ଏବଂ ନ୍ୟାୟ ପାଇପାରିବେ ତାହା ଉପରେ ଜଣାଇବାକୁ କହିଛନ୍ତି ସର୍ବୋଚ କୋର୍ଟ । ମିଳିତ ବ୍ୟାଙ୍କ ଆକାଉଂଟ, ଇନସ୍ୟୁରାନ୍ସ…