ଜୀ-ସାର୍ଥକରେ ଆରମ୍ଭ ହୋଇଛି “ଦେଖିବା ନିତି, ହେବା ଲକ୍ଷପତି” ମେଗା ପ୍ରତିଯୋଗିତା
କନକ ବ୍ୟୁରୋ: ଲୋକପ୍ରିୟ ଓଡିଆ ମନୋରଞ୍ଜନ ଚ୍ୟାନେଲ ଜୀ-ସାର୍ଥକରେ ଆରମ୍ଭ ହୋଇ ଯାଇଛି ମେଗା ପ୍ରତିଯୋଗିତା "ଦେଖିବା ନିତି ହେବା ଲକ୍ଷପତି" । ଏପ୍ରିଲ ୩ରୁ ଏହି ପ୍ରତିଯୋଗିତା ମେ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରତିଦିନ ସନ୍ଧ୍ୟା ୭ ଟା ରୁ ରାତି ୯:୩୦ ମଧ୍ୟରେ ପ୍ରସାରିତ ହେଉଥିବା…