Daily Archives

April 10, 2023

ଚର୍ଚ୍ଚାରେ ବର୍ଷାଙ୍କ ବୟାନ । ରମାଦେବୀ ବିଶ୍ୱବିଦ୍ୟାଳୟର ବସନ୍ତ ଉତ୍ସବରେ ଏମିତି କହିଲେ ଓଲିଉଡ୍ ଅଭିନେତ୍ରୀ…

କନକ ବ୍ୟୁରୋ: ଚର୍ଚ୍ଚାରେ ବର୍ଷାଙ୍କ ବୟାନ । ଦୀର୍ଘଦିନ ପରେ ଖୋଲା ମଞ୍ଚରେ ବୟାନ ରଖିଛନ୍ତି ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । କହିଛନ୍ତି, ତାଙ୍କ ଜୀବନରେ ଝଡ ଆସିଛି । ରମାଦେବୀ ବିଶ୍ୱବିଦ୍ୟାଳୟର ବସନ୍ତ ଉତ୍ସବରେ ଅତିଥି ଭାବରେ ଯୋଗଦେଇ ଓଲିଉଡ ଅଭିନେତ୍ରୀ ଏଭଳି ବଡ ବୟାନ…

ଇଭି ଗାଡି ଗ୍ରାହକଙ୍କ ପାଇଁ ଖୁସି ଖବର । ୬ ହଜାର ଟଙ୍କା ଦାମ୍ କମିଲା ପିଓର ଇଭି ଗାଡି ।

କନକ ବ୍ୟୁରୋ: ଇଭି ଗାଡି ଗ୍ରାହକଙ୍କ ପାଇଁ ଖୁସି ଖବର । ୬ ହଜାର ଟଙ୍କା ଦାମ୍ କମିଲା ପିଓର ଇଭି ଗାଡି । ଦିନକୁ ଦିନ ଇଭି ଗାଡିର ଚାହିଦା ବଢୁଥିବା ବେଳେ ଏବେ ପିଓର ଇଭି କମ୍ପାନୀ ପକ୍ଷରୁ ଗାଡିର ଦାମ୍ ୬ ହଜାର ଟଙ୍କା କମ୍ କରାଯାଇଛି । ୭୬,୯୯୯ ଟଙ୍କାରୁ ଆରମ୍ଭ ହେଉଥିବା ପିଓର ଇଭି ଗାଡିର…

ଜି-୨୦ ଅବସରରେ ସି ଭି ରମଣ ଗ୍ଲୋବାଲ୍ ୟୁନିଭରସିଟିରେ “ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ” କର୍ମଶାଳା

କନକ ବ୍ୟୁରୋ:  ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ଦ୍ୱାରା ଏକ ଆଙ୍କର୍ ପ୍ରତିଷ୍ଠାନ ଭାବରେ ପରିଚିତ ଭୁବନେଶ୍ୱରର ସି ଭି ରମଣ ଗ୍ଲୋବାଲ ୟୁନିଭରସିଟି, ଢେଙ୍କାନାଳ ଏବଂ ବାଲେଶ୍ବର ଜିଲ୍ଲାରେ ଭାରତର ଜି-୨୦ ପ୍ରେସିଡେନ୍ସି ସହିତ ଅଂଶଗ୍ରହଣ ଏବଂ ମାଲିକାନା ସମ୍ବନ୍ଧୀୟ ଜନସଚେତନତା…

କର୍ଣ୍ଣାଟକରେ ତେଜିଲା କ୍ଷୀର ଲଢେଇ । ଅମୁଲ ବ୍ରାଣ୍ଡର ପ୍ରବେଶକୁ ନେଇ ଶାସକ ବିଜେପି-ବିରୋଧୀ କଂଗ୍ରେସ ମୁହାଁମୁହିଁ

କନକ ବ୍ୟୁରୋ: କର୍ଣ୍ଣାଟକରେ କ୍ଷୀର ଲଢେଇ ଚରମ ସୀମାରେ ପହଞ୍ଚିଛି । ରାଜ୍ୟ ବିଧାନସଭା ନିର୍ବାଚନ ପୂର୍ବରୁ ଏହି ବିବାଦ ରାଜନୈତିକ ରୂପ ନେଇଛି । ଦୁଇଟି ବଡ କ୍ଷୀର ବ୍ରାଣ୍ଡ ଅମୁଲ ଓ ନନ୍ଦିନୀ ମୁହାଁମୁହିଁ ହୋଇଛନ୍ତି । ଅମୁଲ ମିଲ୍କ ଓ ନନ୍ଦିନୀ କ୍ଷୀରକୁ ନେଇ କଂଗ୍ରେସ ଓ ବିଜେପି ମଧ୍ୟରେ…

ଆମ୍ ଆଦମୀ ପାର୍ଟି ହେଲା ଜାତୀୟ ଦଳ । ଏନସିପି, ଟିଏମସି ଏବଂ ସିପିଆଇ ଦଳର ଜାତୀୟ ମାନ୍ୟତା ଫେରାଇନେଲେ ନିର୍ବାଚନ ଆୟୋଗ…

କନକ ବ୍ୟୁରୋ: ଅରବିନ୍ଦ କେଜରିୱାଲଙ୍କ ଦଳ ଆମ୍ ଆଦମୀ ପାର୍ଟିକୁ ମିଳିଲା ଜାତୀୟ ଦଳର ମାନ୍ୟତା । ନିର୍ବାଚନ୍ ଆୟୋଗ ଆପକୁ ଜାତୀୟ ଦଳର ମାନ୍ୟତା ପ୍ରଦାନ କରିଛନ୍ତି । ଅନ୍ୟପଟେ ପୂର୍ବରୁ ଜାତୀୟ ଦଳର ମାନ୍ୟତା ପାଇଥିବା ୩ଟି ପାର୍ଟିର ଜାତୀୟ ଦଳ ମାନ୍ୟତାକୁ ଫେରାଇ ନେଇଛନ୍ତି ନିର୍ବାଚନ ଆୟୋଗ ।…

ଏବେ ବି ହୋମିଓପାଥି ବିଶ୍ୱର ଦ୍ୱିତୀୟ ଜନାଦୃତ ଚିକିତ୍ସା! ରାଜ୍ୟରେ ୬୦ ଲକ୍ଷ ରୋଗୀଙ୍କ ଭରସା ହୋମିଓପାଥି

କନକ ବ୍ୟୁରୋ: ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳର ୫୧ ବର୍ଷିୟ ସୁକାନ୍ତ କୁମାର ଦାସ । ବହୁଦିନ ଧରି ଚର୍ମରୋଗରେ ଆକ୍ରାନ୍ତ ଥିଲେ । ପ୍ରାୟ ୧୫ ବର୍ଷ ହେବ ହୋମିଓପାଥି ଔଷଧ ଖାଇ ସୁସ୍ଥ ଅଛନ୍ତି । ସେହିଭଳି ଭୁବନେଶ୍ୱର ବାସିନ୍ଦା ଅଶୋକ କୁମାର ଶତପଥୀ ଦୀର୍ଘଦିନ ଧରି ଆଣ୍ଠୁବିନ୍ଧା ଯନ୍ତ୍ରଣା…