Daily Archives

April 18, 2023

ହତ୍ୟାର କାରଣ ଏବଂ ଅସଲ ଷଡଯନ୍ତ୍ରର ଖୁଲାସା ହିଁ ଦିବଙ୍ଗତ ନବ ଦାସଙ୍କ ପ୍ରତି ଶେଷ୍ଠ ଶ୍ରଦ୍ଧାଞ୍ଜଳୀ ହେବ: ବିଜେପି

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ଏବଂ ବିଜୁ ଜନତା ଦଳର ଅତ୍ୟନ୍ତ ପ୍ରିୟ ଇଣ୍ଡିଆ ଟୁଡେ ପତ୍ରିକାର ଗତ ମାସର ସଂସ୍କରଣରେ ‘ମର୍ଡର ଆଣ୍ଡ ଦି ଫାର୍ଷ୍ଟ ଫ୍ୟାମିଲି’ ଶୀର୍ଷକ ଲେଖା ପ୍ରକାଶ ପାଇଛି । ଆଶା କରୁଛୁ ସେ ନିଶ୍ଚିତ ଭାବେ ଏହି ଲେଖାଟିକୁ ପଢିଥିବେ । ବିଭିନ୍ନ ସରକାରୀ କଳ ଓ ତନ୍ତ୍ରର ଚାପକୁ…

ବିଧବା ମହିଳାଙ୍କୁ ନେଇ ବମ୍ବେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ସ୍ୱାମୀଙ୍କ ମୃତ୍ୟୁ ପରେ ଶାଶୂ ଶ୍ୱଶୂରଙ୍କ…

କନକ ବ୍ୟୁରୋ: ଶାଶୁ ଶ୍ୱଶୁରଙ୍କୁ ଦେଖାଶୁଣା କରିବାକୁ ବାଧ୍ୟ ନୁହନ୍ତି ବିଧବା ବୋହୂ । ଏକ ମାମଲାର ଶୁଣାଣୀ କରି ଏହି ରାୟ ଶୁଣାଇଛନ୍ତି ବମ୍ବେ ହାଇକୋର୍ଟ । ବମ୍ବେ ହାଇକୋର୍ଟର ଔରଙ୍ଗବାଦ ଖଣ୍ଡପୀଠ ରାୟ ଶୁଣାଇ କହିଛନ୍ତି, ସ୍ୱାମୀର ମୃତ୍ୟୁ ପରେ ବିଧବା ବୋହୂ, ତାଙ୍କୁ ଶାଶୁ ଶଶୁରଙ୍କୁ ଚଳିବା…

୯ରାଜ୍ୟ ପାଇଁ ହିଟୱେଭ ଚେତାବନୀ ଜାରି କଲା ଆଇଏମଡି: ଏହି ସବୁ ରାଜ୍ୟ ପାଇଁ ଜାରି ହେଲା ଆଲର୍ଟ

କନକ ବ୍ୟୁରୋ: ତାତିରୁ ମିଳୁନି ତାହ୍ରିି । ପ୍ରଚଣ୍ଡ ଖରାରେ କଲବଲ ହେଉଛନ୍ତି ଦେଶବାସୀ । ଦେଶର ୯ ରାଜ୍ୟରେ ହିଟ୍ ୱେବକୁ ନେଇ ସର୍ତକ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ଯେଉଁ ସବୁ ରାଜ୍ୟ ପାଇଁ ହିଟ୍ ୱେବ ଜାରି ହୋଇଛି, ସବୁ ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ପାଖାପାଖି ୪୫…

ଭାରତ ଆଖିରେ ଧୂଳି ଦେଇ ଚାଲ ଖେଳୁଛି ଚୀନ: ଏଲଏସି ନିକଟରେ ସେନା ପାଇଁ ସ୍ୱତନ୍ତ୍ର ତାଲିମ ‘ଫେସ ଅଫ ଡ୍ରିଲ’ ଆରମ୍ଭ…

କନକ ବ୍ୟୁରୋ: ଏଲଏସିରେ ନିକଟରେ ନିଜର ସେନାକୁ ସ୍ୱତନ୍ତ୍ର ତାଲିମ ଦେଉଛି ଡ୍ରାଗନ । ପ୍ରତିରକ୍ଷା ବିଗ୍ରେଡରର ସୈନ୍ୟମାନଙ୍କୁ ସ୍ୱତନ୍ତ୍ର ଫେସ ଅଫ ଡ୍ରିଲ ତାଲିମ ଦିଆଯାଉଥିବା ଜଣାପଡଛି । ଦୁଇଟି ପର୍ଯ୍ୟାରେ ପ୍ରାୟ ୧୮ଶହ ସୈନିକ ତାଲିମ ନେଉଛନ୍ତି । ୭ଦିନ ପୂର୍ବରୁ ଏହି ତାଲିମ ଶିବିର ଆରମ୍ଭ…

ହଜଗିଲା ଶ୍ରୀମନ୍ଦିର ପ୍ରଶାସନ ଫାଇଲ: ଦୁଇଟି ଫାଇଲ ପାଉନାହିଁ ରାଜ୍ୟ ଆଇନ ବିଭାଗ

କନକ ବ୍ୟୁରୋ: ଜଗନ୍ନାଥ ମନ୍ଦିର ପ୍ରଶାସନ, ଜେଟିଏର ଫାଇଲ ହଜାଇଦେଇଛି ଆଇନ ବିଭାଗ । ଜେଟିଏର ଦୁଇଟି ଫାଇଲ ପାଉନାହିଁ ରାଜ୍ୟ ଆଇନ ବିଭାଗ । ଆଉ ହଜିଯାଇଥିବା ଫାଇଲକୁ ତୁରନ୍ତ ଖୋଜିବାକୁ ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି । ହଜି ଯାଇଥିବା ଫାଇଲକୁ ଖୋଜି ବାହାର କରିବାକୁ ବିଭାଗର ସମସ୍ତ…

ରାଜ୍ୟରେ ୨ ଦିନ ବନ୍ଦ ରହିବ ସ୍କୁଲ: ଗ୍ରୀଷ୍ମ ପ୍ରବହାକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେଲେ ରାଜ୍ୟ ସରକାର

କନକ ବ୍ୟୁରୋ: ରାଜ୍ୟରେ ୧୯ ଓ ୨୦ ତାରିଖରେ ବନ୍ଦ ରହିବ ସ୍କୁଲ ଓ ଅଙ୍ଗନବାଡି । ରାଜ୍ୟର ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରହିବ । ଗ୍ରୀଷ୍ମ ପ୍ରବହାକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେଲେ ରାଜ୍ୟ ସରକାର । ରାଜ୍ୟରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଫଳରେ ଜନଜୀବନ…