Daily Archives

April 25, 2023

କ୍ଷୀର ଦର ବୃଦ୍ଧିର ପ୍ରଭାବ: ଛେନା, ପନିର ଓ ଖୁଆର ଦର ବଢାଇଲା କଟକ ବ୍ୟବସାୟୀ ସଂଘ

କନକ ବ୍ୟୁରୋ: ମେ ପହିଲାରୁ କଟକରେ ବଢିବ ଦୁଗ୍ଧଜାତୀୟ ଦ୍ରବ୍ୟର ଦର । ଛେନା କିଲୋପ୍ରତି ୨୦ ଟଙ୍କା, ପନିର କିଲୋ ପ୍ରତି ୩୦ ଟଙ୍କା ଏବଂ ଖୁଆ କେଜି ପ୍ରତି ୬୦ ଟଙ୍କା ବଢିବ । ନିକଟରେ ଓମଫେଡ କ୍ଷୀର ଦର ବଢିଥିଲା । ଏହାକୁ ନଜରରେ ରଖି କଟକ ଜିଲ୍ଲା ଦୁଗ୍ଧ ବ୍ୟବସାୟୀ ସଂଘ ଏଭଳି ନିଷ୍ପତି ନେଇଛି…

ଭିଡିଓ ଦେଖୁଥିବାବେଳେ ହାତରେ ଫୁଟିଗଲା ମୋବାଇଲ: ଆଖି ବୁଜିଦେଲେ ତୃତୀୟ ଶ୍ରେଣୀର ଛାତ୍ରୀ

କନକ ବ୍ୟୁରୋ: ହାତରେ ଫୁଟିଲା ମୋବାଇଲ । ଆଖି ବୁଜିଦେଲେ ତୃତୀୟ ଶ୍ରେଣୀର ଛାତ୍ରୀ । ମୋବାଇଲରେ ଭିଡିଓ ଦେଖୁଥିବା ସମୟରେ ଅଚାନକ ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣରେ ଛାତ୍ରୀ ଜଣକ ଗୁରୁତର ଆହତ ହୋଇଥିଲେ । ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଥିଲା । ହେଲେ ଡାକ୍ତର ଝିଅର…

ମୋଦି ସାଙ୍ଗିଆ ମାମଲାରେ ଗୁଜରାଟ ହାଇକୋର୍ଟ ଗଲେ ରାହୁଲ ଗାନ୍ଧୀ: ତଳ କୋର୍ଟର ରାୟକୁ କଲେ ଚ୍ୟାଲେଞ୍ଜ

କନକ ବ୍ୟୁରୋ: ମୋଦୀ ସାଂଜ୍ଞା ବିବାଦ ମାମଲାରେ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ସୁରଟ୍ ସେନସନ୍ କୋର୍ଟ ରହିତାଦେଶ ଆବେଦନ ଖାରଜ କରିବା ପରେ ଗୁଜୁରାଟ ହାଇକୋର୍ଟ ଯାଇଛନ୍ତି ରାହୁଲ ଗାନ୍ଧୀ । ସୁରଟ ସେସନ୍ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ରାହୁଲ ଉଚ୍ଚ…

ପରଲୋକରେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲ: ୯୫ ବର୍ଷ ବୟସରେ ଆଖିବୁଜିଲେ ପ୍ରକାଶ

କନକ ବ୍ୟୁରୋ: ପରଲୋକରେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲ । ୯୫ ବର୍ଷ ବୟସରେ ଆଖିବୁଜିଲେ ପ୍ରକାଶ । ପଞ୍ଜାବର ୫ଥର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନିର୍ବାହ କରିଛନ୍ତି ପ୍ରକାଶ ସିଂ । ୧୯୭୦, ୧୯୭୭, ୧୯୯୭, ୨୦୦୭ ଓ ୨୦୧୨ରେ ସେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଥିଲେ । ଶିରୋମଣି ଅକାଳୀ…

ହ୍ୱାଟସଆପ ଆଣିଲା ନୂଆ ଫିଚର୍ସ। ଜାଣନ୍ତୁ କଣ ଆସିଛି ଅପଡେଟ୍

କନକ ବ୍ୟୁରୋ: ୟୁଜର୍ସଙ୍କ ସୁବିଧାକୁ ଦୃଷ୍ଟିରେ ରଖି ହ୍ୱାଟସଆପ ନୂଆ ନୂଆ ଫିଚର୍ସ ଏବଂ ଅପଡେଟ୍ ଆଣିଛି । ମଙ୍ଗଳବାର ମେଟାର ସିଇଓ ମାର୍କ ଜୁକରବର୍ଗ ନୂଆ ଫିଚର୍ସ ବାବଦରେ ଘୋଷଣା କରିଛନ୍ତି । ବର୍ତ୍ତମାନ ୟୁଜର୍ସ ଏକାସାଥିରେ ହ୍ୱାଟସଆପ ଆକାଉଣ୍ଟକୁ ୪ଟି ସ୍ମାର୍ଟଫୋନରେ ଲଗଅନ କରିପାରିବେ ।…

ପୁଣି ନିର୍ବାଚନ ଲଢିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଉପରାଷ୍ଟ୍ରପତି କମଲା ହ୍ୟାରିସ: ଟୁଇଟ କରି ସୂଚନା ଦେଲେ…

କନକ ବ୍ୟୁରୋ: ପୁଣି ନିର୍ବାଚନ ଲଢିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଉପରାଷ୍ଟ୍ରପତି କମଲା ହାରିସ୍ । ଏନେଇ ମଙ୍ଗଳବାର ଉଭୟେ ଘୋଷଣା କରିଛନ୍ତି । ତାଙ୍କ ଘୋଷଣା ପରେ ଏହା ସ୍ପଷ୍ଟ ହୋଇଛି ବାଇଡେନ ପୁଣିଥରେ ନିର୍ବାଚନ ଲଢିବାକୁ ଯାଉଛନ୍ତି । ୨୦୨୦ରେ ଡ୍ରୋନାଲ୍ଡ ଟ୍ରମ୍ପଙ୍କୁ ପରାଜିତ କରି…