Daily Archives

April 19, 2023

ପ୍ରଚଣ୍ଡ ରୌଦ୍ରତାପରେ ସିଝୁଛି ଏସିଆର ବିଭିନ୍ନ ଦେଶ: ଭାରତ, ଚୀନ, ଥାଇଲ୍ୟାଣ୍ଡରେ ରେକର୍ଡ ସ୍ତରରେ ଗରମ ଅନୁଭୂତ

କନକ ବ୍ୟୁରୋ: ଏସିଆର ଅଧିକାଂଶ ଦେଶରେ ଏବେ ଅନୁଭୁତ ହେଉଛି ପ୍ରଚଣ୍ଡ ତାତି । ଭାରତ, ଚୀନ, ଥାଇଲ୍ୟାଣ୍ଡ, ବାଙ୍ଗଲାଦେରେ ସବୁଠୁ ଅଧିକ ରୌଦ୍ରତାପ ଜାରି ରହିଛି । ଏପ୍ରିଲମାସର ହିଟୱେଭ ପୂର୍ବ ସମସ୍ତ ରେକର୍ଡ ଭାଙ୍ଗିଛି । ଏସିଆ ମହାଦେଶ ଇତିହାସରେ ଏହା ସବୁଠୁ ଅଧିକ ତଥା ରେକର୍ଡସ୍ତର ତାପମାତ୍ରା…

ପୁଣି ଷ୍ଟାଡିୟମରୁ ଶୁଣାଗଲା ତେନ୍ଦୁଲକର ନାଁ: ହାଇଦ୍ରାବାଦ ବିପକ୍ଷରେ ମନ ଜଣିଲେ ଅର୍ଜୁନ ତେନ୍ଦୁଲକର

କନକ ବ୍ୟୁରୋ: ପୁଣି ଶୁଭିଲା ତେନ୍ଦୁଲକର ନାଁ । ମନ ଜିଣିଲେ ସଚିନଙ୍କ ପୁଅ ଅର୍ଜୁନ ତେନ୍ଦୁଲକର । ମଙ୍ଗଳବାର ଆଇପିଏଲର ଏକ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁୁ ଖେଳିଥିଲେ ଅର୍ଜୁନ । ରୋମାଚଂକର ମ୍ୟାଚରେ ୧୪ ରନରେ ବିଜୟୀ ହୋଇଥିଲା ମୁମ୍ବାଇ । ଆଉ ସବୁଠୁ…

ଆମେରିକାର ରାଷ୍ଟ୍ରପତି ବାଇଡେନଙ୍କ ଆୟ କେତେ? ଟ୍ୟାକ୍ସ ଦାଖଲ ରିପୋର୍ଟରୁ ସାମ୍ନାକୁ ଆସିଲା ତଥ୍ୟ

କନକ ବ୍ୟୁରୋ: ବାଇଡେନଙ୍କ ଆୟ କେତେ । ବିଶ୍ୱର ସବୁଠୁ ଧନୀ ରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଥିବା ଜୋ ବାଇଡେନଙ୍କ ଆୟ କେତେ ତାହା ଜାଣିବାକୁ ସମସ୍ତଙ୍କ ମନରେ ଉତ୍କଣ୍ଠା ରହିଥାଏ । ତେବେ ଜୋ ବାଇଡେନ ଓ ତାଙ୍କ ପତ୍ନୀ ତଥା ଆମେରିକାର ପ୍ରଥମ ଦମ୍ପତିଙ୍କ ଆୟକୁ ନେଇ ଏକ ରିପୋର୍ଟ ସାମ୍ନାକୁ…

ଅତିକ-ଅସରଫର ଭୟ ଶେଷ: ମାଫିଆ ମରିବା ପରେ ଖୁସିରେ ପ୍ରୟାଗରାଜ!

କନକ ବ୍ୟୁରୋ: ଏବେ ଘରୁ ବାହାରିବା ପୂର୍ବରୁ ପ୍ରୟାଗରାଜବାସୀଙ୍କ ମନରେ ନା ସେହି ଡର ରହିଛି ନା କୌଣସି ଆଶଙ୍କା । ନା ଅଛି ବୋମା ଫୁଟିବାର ଭୟ ନା ଆକ୍ରମଣ ଶିକାର ହେବା ଡର । ଦୀର୍ଘବର୍ଷ ଧରି ଯେଉଁ ଭୟ ଭିତରେ ପ୍ରୟାଗରାଜବାସୀ ବଂଚୁଥିଲେ ସେ ଏବେ ପ୍ରାୟତ ଶେଷ ହୋଇଛି । ପ୍ରୟାଗରାଜରେ ଜଙ୍ଗଲରାଜ…

କଳା ପଲିଥିନ ହଟିଲା, ବରପୁତ୍ର ନବକୃଷ୍ଣ ଚୌଧୁରୀଙ୍କ କୁଟୀରରେ ଆରମ୍ଭ ହେଲା ନୂଆ ଚାଳ ଛପର । ଖୁବଶୀଘ୍ର ନୂଆ ରୂପ ପାଇବ…

କନକ ବ୍ୟୁରୋ: ଚାଳିଆରୁ ହଟିଲା କଳା ପଲିଥିନ୍ । ମାଟି କୁଟୀରରେ ଆରମ୍ଭ ହେଲା ନୂଆ ଚାଳ ଛପର । ବର୍ଷା ଦିନ ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ କୁଟୀର ସଜଡାଯାଉଛି । ଝାଟିମାଟିର ଏହି କୁଟୀର ସ୍ୱାଧୀନତା ସଂଗ୍ରାମ ସହ ଜଡିତ ଥିବାବେଳେ ଏଥିରେ ଲାଗପଡିଛନ୍ତି ପ୍ରାୟ ୫ରୁ ୭ଜଣ…

ଡିଗ୍ରୀ ମାଳ ମାଳ, ହେଲେ ମିଳୁନି ଚାକିରି । ପ୍ରକାଶ ପାଇଲା ହ୍ୱିବକ୍ସର ରିପୋର୍ଟ । ନିଯୁକ୍ତି ନପାଇ ବେକାର ହେବେ ଅଧା…

କନକ ବ୍ୟୁରୋ: ଛାତ୍ରଛାତ୍ରୀଙ୍କ ପାଖରେ ଏବେ ଅଛି ମାଳମାଳ ଡିଗ୍ରୀ ଚାକିରି ପାଇଁ ଆଶାୟୀ ଯୁବପିଢ଼ୀଙ୍କୁ ଚାକିରି ମିଳିବା କଷ୍ଟକର ହୋଇପଡ଼ୁଛି । ଏହାରି ଭିତରେ ହ୍ୱିବକ୍ସ ନାମକ ସଂସ୍ଥା ଭାରତରେ ସ୍ନାତକ ଡିଗ୍ରୀଧାରୀଙ୍କୁ ନେଇ ବଡ଼ ଆକଳନ କରିଛି । ନିଯୁକ୍ତି ପାଇବା ଲାଗି ଡିଗ୍ରୀଧାରୀଙ୍କୁ ସକ୍ଷମ…