Daily Archives

April 13, 2023

ଚୁକ୍ତିଭିତିକ ଶିକ୍ଷକଙ୍କ ପାଇଁ ଖୁସି ଖବର। ନିୟମିତ ହେବେ ଶିକ୍ଷକ।

କନକ ବ୍ୟୁରୋ: ନିୟମିତ ହେବେ ଚୁକ୍ତିଭିତିକ ଶିକ୍ଷକ । ୬ ମାସ ପରେ ନିଷ୍ପତି ନେଲା ଗଣଶିକ୍ଷା ବିଭାଗ । ଉପକୃତ ହେବେ ୧୮ ହଜାରରୁ ଅଧିକ ଶିକ୍ଷକ । ନିୟମିତ ଦାବିରେ ୧୩ ଦିନ ଧରି ଧାରଣାରେ ବସିଥିଲେ ଚୁକ୍ତିଭିତିକ ଶିକ୍ଷକ ସଂଘ ।

ୟୁକ୍ରେନରୁ ଫେରିଥିବା ଭାରତୀୟ ମେଡିକାଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର: ଏଣିକି ପରିକ୍ଷାର୍ଥୀ ନିଜ ଦେଶରେ ରହି…

କନକ ବ୍ୟୁରୋ: ୟୁକ୍ରେନ ଫେରନ୍ତା ଭାରତୀୟ ମେଡିକାଲ ଛାତ୍ର ଏବେ ଭାରତରେ ଦେଇପାରିବେ ପରୀକ୍ଷା । ରୁଷ-ୟୁକ୍ରେନ ଯୁୂଦ୍ଧ ପାଇଁ ୟୁକ୍ରେନରୁ ପଳାଇ ଆସିଥିବା ଭାରତୀୟ ମେଡିକାଲ ଛାତ୍ର ଏବେ ସେମାନଙ୍କ ଶେଷ ପରୀକ୍ଷାକୁ ନେଇ ଦ୍ୱନ୍ଦ ରହିଥିବା ବେଳେ ଏନେଇ ୟୁକ୍ରେନ ପକ୍ଷରୁ ସଷ୍ଟ କରିଦିଯାଇଛି ।…

ଇତିହାସ ରଚିଲା କୋଲକାତା ମେଟ୍ରୋ: ନିର୍ମାଣ କଲା ନଦୀ ତଳେ ପ୍ରଥମ ମେଟ୍ରୋ ଟ୍ରେନ୍

କନକ ବ୍ୟୁରୋ: ଇତିହାସ ରଚିଲା କୋଲକାତା ମେଟ୍ରୋ । ଦେଶର ପ୍ରଥମଥର ଅଣ୍ଡରୱାଟର ମେଟ୍ରୋ ଟ୍ରେନ ଭାବେ ନଦୀ ତଳେ ଗତି କରି ରେକର୍ଡ କଲା କୋଲକତା ମେଟ୍ରୋ । ବୁଧବାର ଏହାର ପ୍ରଥମ ପରୀକ୍ଷଣ ସଫଳତା ସହ ଶେଷ ହୋଇଛି । କୋଲକତା ହୁଗୁଳି ନଦୀର ଏକ ଅଣ୍ଡର ୱାଟର ଟନେଲ ଦେଇ କେନ୍ଦ୍ରୀୟ କୋଲକତାର…