Daily Archives

April 20, 2023

ଜନସଂଖ୍ୟା ବଢୁଛି, ଆୟ ବଢୁନି। ବିକାଶରେ ଚୀନଠୁ ପଛରେ ଭାରତ।

କନକ ବ୍ୟୁରୋ: ଚୀନକୁ ପଛରେ ପକାଇ ବିଶ୍ୱର ସବୁଠୁ ଜନବହୁଳ ଦେଶରେ ପରିଣତ ହୋଇଛି ଭାରତ । କିନ୍ତୁ ଯେଉଁ ଅନୁପାତରେ ଭାରତର ଜନସଂଖ୍ୟା ବଢୁଛି, ସେହି ଅନୁପାତରେ ଲୋକଙ୍କ ମୁଣ୍ଡ ପିଛା ଆୟ ବଢୁନି କିମ୍ବା ଦେଶର ବିକାଶ ହେଉନି । ଯାହା ଭାରତ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ବିଶ୍ୱ ଅର୍ଥନୀତି…

ବଢ଼ିଲା ରାହୁଲ ଗାନ୍ଧୀଙ୍କ ଅଡ଼ୁଆ, ଆବେଦନ ଖାରଜ କଲେ ସୁରଟ ସେସନ୍ କୋର୍ଟ

କନକ ବ୍ୟୁରୋ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଅଡ଼ୁଆ ଥମିବାର ନାଁ ନେଉନାହିଁ । ମୋଦୀ ସାଙ୍ଗିଆ ମାନହାନୀ ମାମଲାରେ ରାହୁଲ ଗାନ୍ଧୀଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି ସୁରଟ ସେସନ୍ସ କୋର୍ଟ । ମାନହାନୀ ମାମଲାରେ ମାଜିଷ୍ଟ୍ରେଟ୍ କୋର୍ଟଙ୍କ ନିଷ୍ପତିକୁ ଚ୍ୟାଲେଞ୍ଜ କରିଥିଲେ କଂଗ୍ରେସର ପୂର୍ବତନ…

ସମଲିଙ୍ଗୀ ବିବାହ ସପକ୍ଷରେ ସୁପ୍ରିମକୋର୍ଟ! ‘ଯୌନଗତ ଇଛା ପାଇଁ ପାତର ଅନ୍ତର ଅନୁଚିତ୍’

କନକ ବ୍ୟୁରୋ: ସମଲିଙ୍ଗୀ ବିବାହକୁ ନେଇ ଏବେ ସବୁଠି ଚର୍ଚ୍ଚା । ସମଲିଙ୍ଗୀ ବିବାହକୁ ଆଇନଗତ ସ୍ୱୀକୃତି ମିଳିବ କି ନାହିଁ ତାକୁ ନେଇ ସମସ୍ତଙ୍କ ମନରେ ଉତ୍କଣ୍ଠା ପ୍ରକାଶ ପାଇଛି । ଲଗାତର ତିନି ଦିନ ହେଲା ସୁପ୍ରିମକୋର୍ଟରେ ଏହି ମାମଲାର ବିଚାର ଜାରି ରହିଛି । ଯଦିଓ କେନ୍ଦ୍ର ସରକାର ଏହା…

କେମିତି ହୋଇଥିଲା ଅତିକ-ଅଶରଫର ହତ୍ୟା? ଘଟଣାସ୍ଥଳରେ ହେଲା ସିନ୍ ରିକ୍ରିଏସନ୍

କନକ ବ୍ୟୁରୋ: ଉତ୍ତର ପ୍ରଦେଶର ପ୍ରୟାଗରରେ ଗତ ଏପ୍ରିଲ ୧୫ ତାରିଖ, ରାତି ପ୍ରାୟ ସାଢ଼େ ୧୦ଟା ବେଳେ କୁଖ୍ୟାତ ମାଫିଆ ଅତିକ ଅହମ୍ମଦ ଓ ଅଶରଫକୁ ଗୁଳି କରି ହତ୍ୟା କରାଯାଇଥିଲା । ପ୍ରୟାଗରାଜର କଲୱିନ ହସ୍ପିଟାଲକୁ ଅତିକ-ଅଶରଫକୁ ମେଡିକାଲ ଯାଞ୍ଚ ପାଇଁ ଅଣାଯାଇଥିଲା । ଆଉ ସେହି ସ୍ଥାନରେ ଉଭୟଙ୍କ…

ମହାନଦୀ ଉତ୍ପତ୍ତିସ୍ଥଳରେ ଟ୍ରିବ୍ୟୁନାଲ ଟିମ୍। କ୍ଷେତ୍ର ପରିଦର୍ଶନ କଲେ, ସ୍ଥିତି ପରଖିଲେ

କନକ ବ୍ୟୁରୋ: ମହାନଦୀ ଟ୍ରିବ୍ୟୁନାଲର ସଦସ୍ୟ ମହାନଦୀ ଉତ୍ପତିସ୍ଥଳରେ ସ୍ଥିତି ପରଖିଛନ୍ତି । ଏଥିରେ ରହିଛନ୍ତି ପାଟନା ଓ ଦିଲ୍ଲୀ ହାଇକୋର୍ଟ ବିଚାରପତି । ଟିମ୍ ଛତିଶଗଡ ଧମତରୀର ଫାର୍ସିଆରେ ପହଞ୍ଚିଛନ୍ତି । ଟିମ୍ ରାୟପୁରରୁ ବାହାରି ଧମତରୀ ପହଞ୍ଚିବା ପରେ ମାଣ୍ଡମସିଲ୍ଲୀ ଜଳାଶୟକୁ ଯାଇ…

ସମ୍ବଲପୁରରେ ଇଣ୍ଟରନେଟ୍ ଫେଲ। ବରଗଡ଼ରେ ହୋଟେଲ ଫୁଲ୍।

କନକ ବ୍ୟୁରୋ: ସମ୍ବଲପୁରରେ କର୍ଫ୍ୟୁ ବଳବତ୍ତର ରହିବା ଓ ଇଂଟରନେଟ ସେବା ବନ୍ଦ ରହିବାର ପାଶ୍ୱର୍ ପ୍ରଭାବ ଦେଖିବାକୁ ମିଳିଛି । ୭ ଦିନ ହେବ ସହରରେ ଇଂଟରନେଟ୍ ସେବା ବନ୍ଦ ଥିବାରୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଲୋକେ । ବିଶେଷକରି ଯେଉଁମାନେ ଅନଲାଇନରେ କାମ କରନ୍ତି, ସେମାନେ…