Daily Archives

April 3, 2023

କ୍ୟାପଟେନ୍ ଆହତ ହେବା ପରେ, କେକେଆରକୁ ଆଉ ଏକ ଝଟକା । ଆଇପିଏଲରୁ ବାଦ୍ ପଡିଲେ ଏହି ଅଲରାଉଣ୍ଡର ।

କନକ ବ୍ୟୁରୋ: କୋଲକାତା ନାଇଟ୍ ରାଇଡର୍ସ ପାଇଁ ଚଳିତ ଆଇପିଏଲ୍ ସିଜିନ୍ ଏଯାବତ୍ ସେତେ ଖାସ୍ ଯାଇନି । ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ଦଳର କ୍ୟାପଟେନ୍ ଶ୍ରେୟାସ ଆୟାର ଆହତ ହୋଇ ଦଳରୁ ବାଦ୍ ପଡିଥିବାବେଳେ, ଏବେ ଦଳର ଆଉ ଜଣେ ଖେଳାଳି ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଛନ୍ତି । ବାଂଲାଦେଶର…

ସଙ୍କଟରେ ଆମେରିକା-ୟୁରୋପ ବ୍ୟାଙ୍କ: ଚାଲିଯିବ ୩୬ହଜାର ଚାକିରି, ଭାରତ ଉପରେ କି ପ୍ରଭାବ ପଡିବ?

କନକ ବ୍ୟୁରୋ: ଆମେରିକା ଓ ୟୁରୋପରେ ଜଟିଳ ହେଉଛି ବ୍ୟାଙ୍କ ସେକ୍ଟରରେ ଦେଖାଯାଇଥିବା ସଙ୍କଟ । ଆର୍ଥିକ ସଙ୍କଟ ଦେଇ ଗତି କରୁଛି ଆମେରିକା ଓ ୟୁରୋପ ଅନେକ ବଡ ବ୍ୟାଙ୍କ । ତେବେ ଏହାର ପ୍ରଭାବ ଆଗକୁ କଣ ପଡିବ ଏନେଇ ଚିତ୍ର ସ୍ପଷ୍ଟ ହୋଇନଥିବାବେଳେ ଏବେ ସ୍ୱିଜରଲ୍ୟାରଣ୍ଡର ସବୁଠୁ ବଡ ବ୍ୟାଙ୍କ…

ଜାତିସଂଘ ସୁରକ୍ଷା ପରିଷଦରେ ଅଧ୍ୟକ୍ଷତା କରିବ ରୁଷିଆ: ୟୁକ୍ରେନ କ୍ଷୁବ୍ଧ, ଯୁଦ୍ଧ ଅପରାଧୀ ଅଭିଯୁକ୍ତ କହି ଉଠାଇଲା…

କନକ ବ୍ୟୁରୋ: ୧୫ମାସ ପରେ ପୁଣି ଥରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଅଧ୍ୟକ୍ଷତା ଗ୍ରହଣ କରିଛି ରୁଷିଆ । ଯାହାକୁ ବିରୋଧ କରିବା ସହ ପ୍ରଶ୍ନ ଉଠାଇଛି ୟୁକ୍ରେନ । ୟୁକ୍ରେନ କହିଛ ଜଣେ ଯୁଦ୍ଧ ଅପରାଧୀ ଅଭିଯୁକ୍ତକୁ ଅଧ୍ୟକ୍ଷତା ପାଇଁ କାହିଁକି ମିଳିଲା ସୁଯୋଗ ? ୧୫ ସଦସ୍ୟ ବିଶିଷ୍ଟ ଜାତିସଂଘ…

କମାଲ କରୁଛି ଆଟିଫିସିଆଲ ଇଣ୍ଟେଲିଜେନ୍ସି: ଚାଟ୍-ଜିପିଟି ବ୍ୟବହାର କରି ଟଙ୍କା ଫେରି ପାଇଲେ କାଲିପଣ୍ଣିଆର ‘ଡୁ-ନଟ୍ ପେ’…

କନକ ବ୍ୟୁରୋ: ଘରେ ବସିବେ ଓ ଆପଣଙ୍କ ପାଖକୁ ଆସିବ ଟଙ୍କା । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିପାରେ କିନ୍ତୁ ଏକଥା ସତ ପ୍ରମାଣିତ ହୋଇସାରିଛି । ଏହି କଳ୍ପନାକୁ ସତ କରି ଦେଖେଇଛି ଆଟିଫିସିଆଲ ଇଂଟେଲେଜନସି ଆପ୍ଲିକେସନ ଚାଟ୍ଜିପିଟି । ‘ଡୁନଟ୍ ପେ’ କମ୍ପାନୀର ସିଇଓ ଜୋସୁଆ ବ୍ରାଉଡର ଏନେଇ ନିଜର…

ମହଙ୍ଗା ଦର ଭିତରେ ସାଧାରଣ ଉପଭୋକ୍ତାଙ୍କ ପାଇଁ ଆସିଲା ଖୁସି ଖବର: ୬.୭୩% କମିଲା ୬୫୧ ଅତ୍ୟାବଶକୀୟ ଔଷଧର ଦାମ୍

କନକ ବ୍ୟୁରୋ: ସାଧାରଣ ଲୋକଙ୍କ ପାଇଁ ଖୁସି ଖବର । କମିଲା ଅତ୍ୟାବଶ୍ୟକ ଔଷଧର ଦର । ୬୫୧ଟି ଜରୁରୀ ଔଷଧର ଦାମକୁ ଏପ୍ରିଲ ମାସରୁ କମାଇ ଦିଆଯାଇଛି । ସରକାର ଏହି ଔଷଧମାନଙ୍କ ଦାମ୍ ଧାର୍ଯ୍ୟ କରିଦେଇଛନ୍ତି । ବର୍ତମାନ ଏହି ଔଷଧ ଗୁଡିକର ଦାମ୍ ୬.୭୩ ପ୍ରତିଶତ କମାଇ ଦିଆଯାଇଛି । ଦେଶରେ ମେଡିସିନ୍…

ଡୋନାଲ୍ଡ ଟ୍ରମ୍ପଙ୍କୁ ଘାରିଛି ଗିରଫ ଭୟ । ଏପ୍ରିଲ ୪ ସୁଦ୍ଧା କୋର୍ଟରେ ଆତ୍ମସମପର୍ଣ କରିପାରନ୍ତି ଟ୍ରମ୍ପ ।

କନକ ବ୍ୟୁରୋ: ପୁଣିଥରେ ଚର୍ଚ୍ଚାରେ ରହିଛି ଆମେରିକା ରାଜନୀତି । କାରଣ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ହସ ମନି ବା ମୁହଁ ବନ୍ଦ କରିବାକୁ ଦିଆଯାଇଥିବା ଲାଞ୍ଚ ଅଭିଯୋଗକୁ ନେଇ ଅପରାଧିକ ମାମଲା ଚାଲିବ । ସେପଟେ ଏପ୍ରିଲ ୪ ସୁଦ୍ଧା ଯଦି ଟ୍ରମ୍ପ ଆତ୍ମସମର୍ପଣ ନକରନ୍ତି ତେବେ…