Daily Archives

March 26, 2023

ଦିବ୍ୟାଙ୍ଗ ଯୁବକଙ୍କ ନିଆରା ଉଦ୍ୟମ: ଗାଁରେ ଆରମ୍ଭ କରିଛନ୍ତି କତା କାରଖାନା ଭଳି କ୍ଷୁଦ୍ର ଉଦ୍ୟୋଗ

କନକ ବ୍ୟୁରୋ: ଭିନ୍ନକ୍ଷମ ହୋଇ ମଧ୍ୟ ସକ୍ଷମ । ସେ ସିନା ନିଜ ଗୋଡରେ ଛିଡାଇ ପାରୁନହାନ୍ତି କିନ୍ତୁ ଅନ୍ୟ କୁ ରୋଜଗାରକ୍ଷମ କରିବା ପାଇଁ ଅଂଟା ଭିଡିଛନ୍ତି । ନିଜ ଗ୍ରାମରେ କତା ଦଉଡି ଓ ପାପୋଛ ତିଆରି ଛୋଟ ଉଦ୍ୟଗ କରି ୧୦ ରୁ ୧୨ ଜଣ ମହିଳାଙ୍କୁ ପ୍ରଶିକ୍ଷଣ ଦେଇ ନିଜେ ହୋଇ ପରିଛନ୍ତି ରୋଜଗାର…

ପଶ୍ଚିମାଝଡ଼ ଆଣିଦେଲା ଦୁଃଖ। ଉଜାଡିଦେଲା ବାରିପଦା ଅଞ୍ଚଳର ଚାଷୀଙ୍କ ତରଭୁଜ ଫସଲ ।

କନକ ବ୍ୟୁରୋ: ବିଲରେ ପଡିଛି ଶହ ଶହ ତରଭୁଜ । ଅମଳ ହେବା ସମୟରେ ପଶ୍ଚିମାଝଡ ଯୋଗୁଁ ଉଜୁଡିଯାଇଛି ଫସଲ । ମୟୁରଭଂଜ ଜିଲ୍ଲା ବେତନଟୀ ବ୍ଲକର ବିଭିନ୍ନ ଅଞ୍ଚଳରୁ ଏଭଳି ଦୃଶ୍ୟସାମ୍ନାକୁ ଆସିଛି । କୁଆପଥର ମାଡ ସାଙ୍ଗକୁ ବର୍ଷାରେ ଉଜୁଡିଯାଇଛି ତରଭୁଜ ଫସଲ । ଆଉ ୭ ଦିନ ପରେ ଅମଳ ହୋଇଥାନ୍ତା, ହେଲେ…

କେନ୍ଦୁଝରରେ ମହାବଳ, ଝାସରୁଗୁଡାରେ ହାତୀ, ନୂଆପଡାରେ ବାଘ ଆତଙ୍କ। ଜନବସତି ମୁହାଁ ଜଙ୍ଗଲୀ ଜନ୍ତୁ।

କନକ ବ୍ୟୁରୋ: କେନ୍ଦୁଝରରେ ମହାବଳ, ଝାସରୁଗୁଡାରେ ହାତୀ, ନୂଆପଡାରେ ବାଘ । ରାଜ୍ୟର ତିନିଟି ସହରରେ ଏବେ ଜଙ୍ଗଲୀ ଜନ୍ତୁଙ୍କୁ ନେଇ ଆତଙ୍କର ବାତାବରଣ । କେଉଁଠି ଜନବସତି ଆଡକୁ ଜଙ୍ଗଲୀ ଜନ୍ତୁ ଚାଲିଆସୁଛି ତ ଆଉ କେଉଁଠି ଜଙ୍ଗଲକୁ ଯାଇ ମଣିଷ ଜଙ୍ଗଲି ଜନ୍ତୁଙ୍କୁ ହାବୁଡରେ ପଡୁଛି । କେନ୍ଦୁଝର…

ପତିତ କରିପାରିବେନି ପତିତପାବନ ଦର୍ଶନ! ବାଟ ଓଗାଳିବ ଶ୍ରୀମନ୍ଦିର ପ୍ରକଳ୍ପ !

କନକ ବ୍ୟୁରୋ: ଶ୍ରୀମନ୍ଦିର ଭିତରକୁ ଯାଇପାରୁନଥିବା ଭକ୍ତ ଅରୁଣସ୍ତମ୍ଭ ନିକଟରୁ ପତିତପାବନଙ୍କୁ ଦର୍ଶନ କରି ଜୀବନକୁ ଧନ୍ୟ କରିଥାନ୍ତି । କିନ୍ତୁ ଏବେ ସୌନ୍ଦର୍ଯ୍ୟକରଣ ଆଳରେ ପତିତମାନଙ୍କ ଏହି ଅଧିକାରକୁ ଛଡାଇନିଆଯିବା ଭଳି ଗୁରୁତର ଅଭିଯୋଗ ଆସିଛି । ଏବେ ଅରୁଣସ୍ତମ୍ଭ ନୁହେଁ, ଦୋଳମଣ୍ଡପସାହି…

ଓୟୋ ରୁମରେ ଚାଲିଥିଲା ବାଥ୍ ଡେ’ ପାର୍ଟି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲେ ପ୍ରେମିକ।

କନକ ବ୍ୟୁରୋ: ଦୁର୍ଗା ପ୍ରସାଦ ମିଶ୍ର । ତାଙ୍କ ମୃତଦେହ ଭୁବନେଶ୍ୱର ଜାଗମରା ଅଞ୍ଚଳର ଏକ ଓୟୋ ରୁମରୁ ଉଦ୍ଧାର ହୋଇଛି । ସୂଚନା ଅନୁସାରେ, ଦୁର୍ଗା ପ୍ରସାଦ ନିଜ ପ୍ରେମିକା ଏବଂ କିଛି ସାଙ୍ଗଙ୍କ ସହ ଓୟୋ ରୁମକୁ ବାଥ୍ ଡେ’ ପାଳନ ପାଇଁ ଯାଇଥିଲେ । କୁହାଯାଉଛି- ଓୟୋ ରୁମରେ ଥିବା ସମୟରେ ଦୁର୍ଗା…

କଂଗ୍ରେସର ଋଣହୁଙ୍କାର। ଦେଶବ୍ୟାପୀ ସଂକଳ୍ପ ସତ୍ୟାଗ୍ରହ।

କନକ ବ୍ୟୁରୋ: ଲୋକସଭା ସଭ୍ୟ ପଦରୁ ରାହୁଲ ଗାନ୍ଧୀଙ୍କୁ ଅଯୋଗ୍ୟ ଘୋଷଣା ପରେ ଚିହିଁକି ଉଠିଛି କଂଗ୍ରେସ । ଦେଶର ବିଭିନ୍ନ ସ୍ଥାନରେ ଦଳ ପକ୍ଷରୁ କରାଯାଇଛି ସଂକଳ୍ପ ସମାବେଶ । ମହାତ୍ମା ଗାନ୍ଧୀ ମେମୋରିଆଲରେ ସତ୍ୟାଗ୍ରହ ପାଇଁ ଦିଲ୍ଲୀ ପୁଲିସ ଅନୁମତି ନଦେବା ପରେ ରାଜଘାଟରେ ଆୟୋଜିତ…