Daily Archives

March 26, 2023

ନବୀନଙ୍କ ଠାରୁ ଭଲ ମୁଖ୍ୟମନ୍ତ୍ରୀ ହୋଇପାରିବା ଲୋକ ଅଛନ୍ତି, ଓଡିଶାକୁ ୧୦୦ ବର୍ଷ ପଛକୁ ନେଇଯାଇଛନ୍ତି ନବୀନ ।

କନକ ବ୍ୟୁରୋ: ବିଜେପି ରାଜ୍ୟ ସଭାପତି ଭାବେ ଦାୟିତ୍ୱ ନେବା ପରେ ଆକ୍ରମଣାତ୍ମକ ଢଙ୍ଗରେ ଟାର୍ଗେଟ କରିଛନ୍ତି ମନମୋହନ ସାମଲ । ସେ କହିଛନ୍ତି ନବୀନଙ୍କ ଠାରୁ ଭଲ ମୁଖ୍ୟମନ୍ତ୍ରୀ ହୋଇପାରିବା ଲୋକ ଅଛନ୍ତି, ଓଡିଶାକୁ ୧୦୦ ବର୍ଷ ପଛକୁ ନେଇଯାଇଛନ୍ତି ନବୀନ । ସେ ଅଭିଯୋଗ କରିଛନ୍ତି ରାଜ୍ୟରେ ଯେଉଁ…

ଓଡିଶାରେ ସବୁ କିଛି ଅଛି କିନ୍ତୁ ବିକାଶ ନାହିଁ, ନବୀନ ବାବୁ କେବଳ ଇସ୍ୟୁ ଡାଇଭର୍ଟ କରିବା ଜାଣିଛନ୍ତି।

କନକ ବ୍ୟୁରୋ: ସମ୍ବର୍ଦ୍ଧନା ସଭାରୁ ନବୀନଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ସେ କହିଛନ୍ତି, ଓଡିଶାରେ ସବୁ କିଛି ଅଛି କିନ୍ତୁ ବିକାଶ ନାହିଁ । ମନ୍ତ୍ରୀମାନଙ୍କୁ ସେ ଆହ୍ୱାନ ଦେଇ କହିଛନ୍ତି ଯେ କେତେଦିନ ଆଉ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଏମିତି ରହିବେ ।…

ଆମେ ଶପଥ ନେଇଛୁ ବିଜେଡି ସରକାର ହଟାଇବୁ, ଆଗାମୀ ନିର୍ବାଚନ ଭଲରେ ଲଢିବୁ: ମନମୋହନ ସାମଲ

କନକ ବ୍ୟୁରୋ: ବିଜେପିର ନବନିଯୁକ୍ତ ସଭାପତି ମନମୋହନ ସାମଲଙ୍କୁ ବିଜେପି କାର୍ଯ୍ୟାଳୟରେ ସମ୍ବର୍ଦ୍ଧିତ କରାଯାଇଛି । ସମ୍ବର୍ଦ୍ଧନା ପରେ ରାଜ୍ୟ ସରକାରଙ୍କ ଶାଣିତ ଢଙ୍ଗରେ ଟାର୍ଗେଟ କରିଛନ୍ତି ମନମୋହନ । ସେ କହିଛନ୍ତି ଗୋଟିଏ ଦିନ ଥିଲା ଯେତେବେଳେ ବିଜୁ ପଟ୍ଟନାୟକ ଦଳକୁ ସାଇନବୋର୍ଡ ଦଳ…

ଆମ ଲୋକ ସାହାଯ୍ୟ ମାଗୁଛନ୍ତି. ଅନ୍ୟ ଦେଶର ଲୋକେ ହସ୍ତକ୍ଷେପ କରୁଛନ୍ତି… ରାହୁଲଙ୍କୁ ଟାର୍ଗେଟ କଲେ ଜୟଶଙ୍କର

କନକ ବ୍ୟୁରୋ: ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଦେଶର ରାଜନୀତି ବାବଦରେ ବିଦେଶୀ ହସ୍ତକ୍ଷେପ ଉପରେ ମତ ରଖିଛନ୍ତି । ଶୁକ୍ରବାର ଭାରତୀୟ ଜନତା ଯୁବ ମୋର୍ଚ୍ଚାର ଏକ କାର୍ଯ୍ୟକ୍ରମକୁ ସମ୍ବୋଧନ ବେଳେ ସେ ନିଜର ମତ ରଖିଛନ୍ତି । ଏଠାରେ ସେ ଇସାରା ଇସାରରେ ରାହୁଲ ଗାନ୍ଧୀଙ୍କ ଉପରେ ଟାର୍ଗେଟ…

କଅଁଳ ବୟସରେ ପରିବାର ବୋଝ: ଅସହାୟ ଅବସ୍ଥାରେ ଜୀବନ ଜୀଉଁଛନ୍ତ କୋରେଇ ଜଳନ୍ଦାର ଦୁଇ ନିଷ୍ପାପ ପିଲା

କନକ ବ୍ୟୁରୋ: ଦୁନିଆଁ କଣ ଜାଣିନାହାନ୍ତି । ହେଲେ ଏହି କଅଁଳ ବୟସରେ ଦୁଃଖର ପାହାଡ । ଅସହାୟ ଅବସ୍ଥାରେ ଜୀବନ ଜୀଉଁଛନ୍ତି ଦୁଇ ନିଷ୍ପାପ ପିଲା । କୋରେଇ ଜଳନ୍ଦାରେ ବୃଦ୍ଧ ଜେଜେବାପାଙ୍କ ସହ ରହୁଛନ୍ତି ଏହି ଦୁଇ କୁନି ଝିଅ । ଯୌତୁକ ହତ୍ୟା ମାମଲାରେ ବାପା ଓ ଜେଜେମା ଜେଲରେ ଅଛନ୍ତି । ଘରେ…

ହଜିବାକୁ ବସିଛି କୌଳିକ ବୃତ୍ତି: କଂସା କାରିଗରୀରେ ଅଭାବ କଞ୍ଚାମାଲ, ନାହିଁ ବଜାର ବ୍ୟବସ୍ଥା

କନକ ବ୍ୟୁରୋ: କଂଚା ମାଲ ଅଭାବ ଯୋଗୁ ସଙ୍କଟରେ କାରିଗର । ହଜି ଯିବାକୁ ବସିଛି କୌଳିକ ବୃତି । ହାତ ବାନ୍ଧି ବସିଛନ୍ତି କଂସା ବାସନ ତିଆରି କରୁଥିବା କାରିଗର ମାନେ । ଆଜି କାଲି ଯୁଗ ବଦଳିବା ସହିତ ପ୍ଲାଷ୍ଟିକ ତିଆରି ଜିନିଷର ଚାହିଦା ବଢିବାରେ ଲାଗିଛି । ଯାହାଫଳରେ କଂସାରେ ତିଆରି ଜିନିଷ…