Daily Archives

March 22, 2023

ବେଶ ସହ ଠିକଣା ବଦଳାଉଛି ମୋଷ୍ଟ ୱାଣ୍ଟେଡ ଅମ୍ରିତପାଲ ସିଂ । ଅପରାଧୀକୁ ଧରିବା ପାଇଁ ୭ଟି ଫଟୋ ଜାରି କଲା ପଞ୍ଜାବ ପୁଲିସ

କନକ ବ୍ୟୁରୋ : ବେଶ ବଦଳାଉଛି ସମସ୍ତଙ୍କୁ ଚକମା ଦେଉଛି । କେବେ ସାଧାସିଧା ପୋଷାକରେ ତ ପୁଣି କେବେ ଦାଢ଼ିରେ । ୭ଟି ଭିନ୍ନ ଭିନ୍ନ ରୁପରେ ନଜର ଆସିଛି ଅମ୍ରିତପାଲ । କେବେ ପଞ୍ଜାବୀ ବେଶଭୁଷାରେ ବୁଲୁଛି ତ ପୁଣି କେବେ ବିନା ପଗଡ଼ି ବେଶରେ ଲୁଚି ରହିଛି । କିଛି ଫଟୋରେ କ୍ଲିନସେଭ ଓ ପୂରା ମଡେଲ…

ଭୟ ବଢ଼ାଇଲା କୁଆପଥର ବର୍ଷା। ଆକାଶରୁ ଖସୁଛି ବଡ଼ ବଡ଼ କୁଆପଥର।

କନକ ବ୍ୟୁରୋ: ପଶ୍ଚିମାଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅଦିନିଆ ଝଡ଼ ବର୍ଷା ଯେତିକି ଭୟ ବଢ଼ାଇଛି, ଅଧିକ କ୍ଷତି କରୁଛି କୁଆପଥର ବର୍ଷା । ଖରାଦିନିଆ ବର୍ଷାରେ କୁଆପଥର ମାଡ଼ ହୋଇଥାଏ, କିନ୍ତୁ ଏଥର ଆକାଶରୁ ଖସୁଛି ବଡ଼ ବଡ଼ କୁଆପଥର । ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଏହି ଚିତ୍ର…

ଦୂଷିତ ଜଳ ନେଉଛି ଶିଶୁଙ୍କ ଜୀବନ। ପ୍ରତିଦିନ ପ୍ରାଣ ହରାଉଛନ୍ତି ହଜାରେ ଶିଶୁ।

କନକ ବ୍ୟୁରୋ: ପାଣି ଜୀବନ ବଞ୍ଚାଏ । କିନ୍ତୁ ଏହି ପାଣି ଆପଣଙ୍କ ଜୀବନ ବି ନେଇପାରେ ଏଭଳି କେବେ କଳ୍ପନା କରିଛନ୍ତି କି । କିନ୍ତୁ ଏହାହିଁ ସତ । ଅପରିଷ୍କାର ପାଣି ଯୋଗୁଁ ପ୍ରତ୍ୟେକ ଦିନ ହଜାର ହଜାର ଶିଶୁଙ୍କର ଜୀବନ ଯାଉଛି । ୟୁନିସେଫର ତଥ୍ୟ ଅନୁଯାୟୀ ବିଶୁଦ୍ଧ ଜଳ ଓ ସ୍ୱଚ୍ଛତା ଏବଂ ପରିମଳ…

ରାଜଧାନୀରେ କୁକୁର ପୋଷିଲେ ମାନିବେ ନିୟମ। ରାସ୍ତାକଡରେ ମଳତ୍ୟାଗ ମନା, ଗଣିବେ ୧୦ ହଜାର।

କନକ ବ୍ୟୁରୋ: ପୋଷା କୁକୁରଙ୍କ ପାଇଁ ଏବେ ନୂଆ ମାର୍ଗଦର୍ଶିକା ଆଣିବ ଭୁବନେଶ୍ୱର ମହାନଗର ନିଗମ । ଏନେଇ ମାର୍ଗଦର୍ଶିକା ବୈଠକରେ ଆଲୋଚନା ହୋଇଛି । ଆପତ୍ତି ଓ ପରାମର୍ଶ ପରେ ଚିଠାପ୍ରସ୍ତାବ ଚୂଡାନ୍ତ ହୋଇଛି । ନୂଆ ମାର୍ଗଦର୍ଶିକା ଅନୁସାରେ, -ବିନା ଟ୍ୟାଗରେ ମାଲିକ କୁକୁରଙ୍କୁ ବାହାରକୁ…

ଡିଜେ ଆଜେକ୍ସ ମୃତ୍ୟୁ ରହସ୍ୟରେ ଆସିଲା ବଡ ଟ୍ୱିଷ୍ଟ। ମୃତ୍ୟୁ ପୂର୍ବରୁ କରିଥିଲେ ଇମେଲ ଓ ଅଡିଓ ଭଏସ। 

କନକ ବ୍ୟୁରୋ: ଓଡିଆ ଡିଜେ ଆଜେକ୍ସଙ୍କ ମୃତ୍ୟୁ ରହସ୍ୟର ତଦନ୍ତ ପୁଲିସ କରୁଥିବାବେଳେ ଏବେ ଏଥିରେ ଆସିଛି ନୂଆ ଟ୍ୱିଷ୍ଟ । ସାମ୍ନାକୁ ଆସିଛି ଆଜେକ୍ସଙ୍କ ଇମେଲ । ଆତ୍ମହତ୍ୟା ପୂର୍ବରୁ ଏଥିରେ ସେ ନିଜ ପ୍ରେମିକାକୁ ଲେଖିଛନ୍ତି, କହିଥିଲ ନା ଭୂତ ହୋଇଯାଅ ଓ ଗାଏବ ହୋଇଯାଏ, ଦେଖ ଭୂତ ହୋଇଗଲି ।…

ବିଧାନସଭାରେ ଉଠିଲା ମହାନଦୀ ପ୍ରସଙ୍ଗ। ଶାସକ-ବିରୋଧୀ ଦୋଷ ଲଦାଲଦି ।

କନକ ବ୍ୟୁରୋ: ମହାନଦୀ ପ୍ରସଙ୍ଗକୁ ନେଇ ବେଶ୍ କିଛି ଦିନର ନୀରବତା ପରେ, ପୁଣି ଥରେ ଉଠାଇଛି ଶାସକଦଳ । ବିଧାନସଭାରେ ଶୂନ୍ୟକାଳରେ ଶାସକ ଦଳ ବିଧାୟକ ଦେବୀ ମିଶ୍ର ମହାନଦୀ ପ୍ରସଙ୍ଗ ଉଠାଇ ଉଭୟ ବିଜେଡି ଓ କଂଗ୍ରେସ ଉପରେ ବର୍ଷିଛନ୍ତି । କହିଛନ୍ତି, ମହାନଦୀର ଜଳ ଉପରେ ଅଢ଼େଇ କୋଟିରୁ ଅଧିକ ଲୋକ…