Daily Archives

March 22, 2023

କାଳିଆ ଶରଣରେ ମମତା। ମନ୍ଦିର ଯାଇ କଲେ ପୂଜାର୍ଚ୍ଚନା।

କନକ ବ୍ୟୁରୋ: ଆଗକୁ ୨୦୨୪ ଲୋକସଭା ନିର୍ବାଚନ । ଏହାପୂର୍ବରୁ ରାଜନୈତିକ ପାଣିପାଗ ମଧ୍ୟ ସରଗରମ ହୋଇଛି । କେନ୍ଦ୍ର ବିରୋଧରେ ଅନେକ ଆଞ୍ଚଳିକ ଦଳ ମେଳି କରିବାକୁ ପ୍ରସ୍ତୁତ ହେଉଛନ୍ତି । କେନ୍ଦ୍ରର ତଦନ୍ତକାରୀ ସଂସ୍ଥା ବିରୋଧରେ ମଧ୍ୟ ପ୍ରତିବାଦ କରିବେ ବୋଲି ମମତା ଘୋଷଣା କରିସାରିଛନ୍ତି ।…

ସୋରରେ ରାମନବମୀ ପୂର୍ବରୁ ପୋଲିସର ଫ୍ଲାଗମାର୍ଚ୍ଚ: ଏସପି ସାଗରିକା ନାଥଙ୍କ ସମେତ ଏସଡ଼ିପିଓ, ଆଇଆଇସି ଓ ରାପିଡ଼ ଆକ୍ସନ୍…

କନକ ବ୍ୟୁରୋ: ସୋରରେ ରାମନବମୀ ପାଇଁ ପୋଲିସର ଫ୍ଲାଗମାର୍ଚ୍ଚ । ଆସନ୍ତା ୩୦ ତାରିଖରେ ରାମନବମୀ ପାଳନକୁ ଦୃଷ୍ଟିରେ ରଖି ବାଲେଶ୍ୱର ଏସପି ସାଗରିକା ନାଥଙ୍କ ନେତୃତ୍ୱରେ ସହରରେ ଫ୍ଲାଗମାର୍ଚ୍ଚ କରାଯାଇଛି । ଫ୍ଲାଗମାର୍ଚ୍ଚ ସୋର ପୌରପାଳିକା ଅନ୍ତର୍ଗତ ଆଶ୍ରମ ଛକ ନିକଟରୁ ବାହାରି ମେଡ଼ିକାଲ ଛକ,…

ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଲା କୁଆପଥର ବର୍ଷା: ମାହାଙ୍ଗା ଅଞ୍ଚଳରେ ଉଜୁଡ଼ିଗଲା କୋବି ଫସଲ

କନକ ବ୍ୟୁରୋ: କୁଆ ପଥର ବର୍ଷାରେ ଭାଙ୍ଗିଲା ଘରଦ୍ୱାରା । ନଷ୍ଟ ହୋଇଗଲା ପରିବା ଫସଲ । କଟକ ମାହାଙ୍ଗା ଅଂଚଳରୁ ଅସିଥିବା ଏହି ଦୃଶ୍ୟକୁ ଭଲ ଭାବେ ଦେଖନ୍ତୁ । କୁଆପଥର ବର୍ଷାରେ କିଭଳି ଆଜବେଷ୍ଟସ୍ ଭାଙ୍ଗି ଚୁରମାର ହୋଇଯାଇଛି । ଅବସ୍ଥା ଏପରି ହୋଇଛି ଘର ଭିତରେ ଦିନବେଳେ ଖରା ଓ ରାତିବେଳେ ତାରା…

ବାପା ମା’ଙ୍କ କଳିରେ ବଳି ପଡ଼ିଲା ନାବାଳକ ପୁଅ: ବାଲେଶ୍ୱର ଦହିଷଡ଼ା ଛକରେ ପୁଅକୁ ଛାଡ଼ି ଅଲଗା ଚାଲିଗଲେ ମା’-ବାପା

କନକ ବ୍ୟୁରୋ: ବାପା ମା’ଙ୍କ କଳିରେ ବଳି ପଡ଼ିଲା ନାବାଳକ ପୁଅ । ନିଜର ଜନ୍ମକଲା ପୁଅକୁ ରାସ୍ତାରେ ଛାଡ଼ି ଫେରାର ହୋଇଗଲେ ବାପା-ମା’ । ପୁଅ ପ୍ରତିଥିବା ସେମାନଙ୍କ ଦାୟିତ୍ୱବୋଧତାକୁ ଭୁଲି ୮ ବର୍ଷର ପୁଅକୁ ରାସ୍ତା ଉପରେ ଛାଡ଼ି ଚାଲିଯାଇଛନ୍ତି । ବାଲେଶ୍ୱର ଜିଲ୍ଲା ସୋର ଥାନା ଦହିଷଡ଼ା ଛକରେ ଏଭଳି…

ଦ୍ରୁତ ଗାଡ଼ି ଚାଳନା ଶୂନ୍ୟ କରିଦେଲା ତିନି ତିନିଟି ମା’ର କୋଳ: ସ୍କୁଲରୁ ପରୀକ୍ଷା ସାରି ଘରୁ ଫେରିବା ବେଳେ ଦୁର୍ଘଟଣା…

କନକ ବ୍ୟୁରୋ: ଦୁର୍ଘଟଣା ନେଲା ୩ଜଣ ସ୍କୁଲ ଛାତ୍ରଙ୍କ ଜୀବନ । ଦ୍ରୁତ ଗାଡ଼ିଚାଳନା ଯୋଗୁଁ ଶୁନ୍ୟ ହୋଇଗଲା ତିନି ତିନିଟି ମା’ର କୋଳ । ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଳକ ସରଧାପାଲି ବିଦ୍ୟାଳୟ ନିକଟରେ ଏଭଳି ହୃଦୟ ବିଦାରକ ଘଟଣା ଘଟିଛି । ଏହି ଖବର ସ୍ଥାନୀୟ ଅଂଚଳରେ ଶୋକାକୁଳ ପରିବେଶ ସୃଷ୍ଟି…

ସାମ୍ନାକୁ ଆସିଲା ଯାଜପୁର ଜିଲ୍ଲାର ପୁଣି ଏକ ନଗଡ଼ା ଭଳି ଦୃଶ୍ୟ: ପିଲାଙ୍କୁ ଆହାର ଯୋଗାଇନପାରିବାରୁ ଅପପୁଷ୍ଟିର ଶିକାର…

କନକ ବ୍ୟୁରୋ: ୨୦୨୩ ମସିହାରେ ରାଜଧାନୀରେ ବସି ଆର୍ଟିଫିସିଆଲ ଇଂଟେଲିଜେନ୍ସର କଥା କହୁଥିବା ଜନତାଙ୍କୁ ଆଜି ଆମେ ନେଇଯିବୁ ରାଜଧାନୀ ଠାରୁ ୩ଘଂଟା ସମୟ ଲାଗୁଥିବା ସ୍ଥାନକୁ । ଯେଉଁଠାରେ ଛୋଟ ଶିଶୁ ଖାଇବାକୁ ନପାଇ କେମିତି ଅବସ୍ଥାରେ ଅଛନ୍ତି ସେହି ଘଟଣା ଆଜି ଆମେ ଆପଣଙ୍କୁ କହିବୁ । ନଗଡ଼ାର…