Daily Archives

March 15, 2023

ପାକିସ୍ତାନରେ ଗୃହଯୁଦ୍ଧ ସ୍ଥିତି। ସଂଘର୍ଷର ନିଆଁରେ ଜଳୁଛି ପାକିସ୍ତାନ

କନକ ବ୍ୟୁରୋ: କେଉଁଠି ବୋମାମାଡ ହେଉଛି ତ ପୁଣି କେଉଁଠି ଫୁଟୁଛି ଗୁଳି । କିଏ ପୁଲିସ ଉପରକୁ ପଥରମାଡ କରୁଛି ତ କେଉଠି ପ୍ରଦର୍ଶନକାରୀଙ୍କୁ ପାଲଟା ଜବାବ ଦେଇ ଗୋଡେଇ ଗୋଡେଇ ଲାଠିମାଡ କରୁଛି ପୁଲିସ । ଲୁହବୁହା ଗ୍ୟାସରେ ସାରା ଅଞ୍ଚଳ ଧୂଆଁମୟ ହୋଇପଡିଛି । କିଛି ଘଣ୍ଟା ମଧ୍ୟରେ ଲାହୋର ପାଲଟିଛି…

ସଂସଦ ଭବନରୁ ଇଡି ଅଫିସ। ଆଦାନୀ ମାମଲାରେ ବିରୋଧୀଙ୍କ ପଦଯାତ୍ରା।

କନକ ବ୍ୟୁରୋ: ବୁଧବାର ଦିଲ୍ଲୀରେ ଦେଖିବାକୁ ମିଳିଛି ସରକାରଙ୍କ ବିରୋଧରେ ବିରୋଧୀଙ୍କ ହାଲ୍ଲାବୋଲ । ହାତରେ ପ୍ଲାକାର୍ଡ, ମୁହଁରେ ଆଦାନୀ ବିରୋଧୀ ନାରାବାଜୀ । ଆଦାନୀ ମାମଲାରେ ଜେପିସି ଗଠନ, ଗୃହରେ ଚର୍ଚ୍ଚା ଓ ମାମଲା ଉପରେ ତୁରନ୍ତ ଯାଞ୍ଚ ଦାବି ନେଇ ସଂସଦଭବନରୁ ଇଡି ଅଫିସ ପର୍ଯନ୍ତ…

କାହିଁକି ଭିଡ ନିୟନ୍ତ୍ରଣ କରିପାରୁନି ପ୍ରଶାସନ? ଯନ୍ତ୍ରଣା ବଢାଉଛି ବ୍ୟାରିକେଡ ଭିତରର ଅପେକ୍ଷା

କନକ ବ୍ୟୁରୋ: ସଂକ୍ରାନ୍ତିରେ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ପଶ୍ଚିମଦ୍ୱାରରେ ପ୍ରବଳ ଭିଡ । ଭିଡ ଏଭଳି ହୋଇଛି ଯେ, ଠେଲାପେଲା ଭଳି ସ୍ଥିତି ଉପୁଜିଛି । ମଙ୍ଗଳଆଳିତ ସମୟରେ ପଶ୍ଚିମ ଦ୍ୱାର ପଟେ ଥିବା ବ୍ୟାରିକେଡରେ ଭକ୍ତ ଘଂଟା ଘଂଟା ଧରି ଅପେକ୍ଷା କରିଥିବାବେଳେ ଠେଲାପେଲା ହୋଇଥିଲା । ଏଥିରେ ଜଣେ…

ବିଧାୟକ ବଢ଼ାଇବେ ନିଜ ଦରମା: ଦିଲ୍ଲୀ ଭଳି ଦରମା ବଢାଇବାକୁ ପୁଣି ଗୃହରେ ଉଠିଲା ଦାବି

କନକ ବ୍ୟୁରୋ: ଦିଲ୍ଲୀ ବିଧାୟକଙ୍କ ଦରମା ବୃଦ୍ଧି ଘୋଷଣା ପରେ ଓଡିଶା ବିଧାନସଭାରେ ଏହାର ପ୍ରତିଫଳନ ଦେଖିବାକୁ ମିଳିଛି । ଗୃହରେ ଶୂନ୍ୟକାଳରେ ବିଧାୟକଙ୍କ ଦରମା ଓ ପୂର୍ବତନ ବିଧାୟକଙ୍କ ପେନସନ ବୃଦ୍ଧି ପ୍ରସଙ୍ଗ ଉଠାଇ ଉଦବେଗ ପ୍ରକାଶ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।…

ଶିଶୁଙ୍କ ପାଇଁ ଘାତକ ଏଚ୩ଏନ୨! ପୁଡୁଚେରୀରେ ସ୍କୁଲ ବନ୍ଦ ପାଇଁ ଘୋଷଣା

କନକ ବ୍ୟୁରୋ: ଥଣ୍ଡା, ଜ୍ୱର, କାଶକୁ ନେଇ ଚିନ୍ତା ଭିତରେ ଏକ ଭୟ ବଢ଼ାଇବା ଭଳି ଖବର ସାମ୍ନାକୁ ଆସିଛି । ଏଚ୩ଏନ୨ ଅଧିକ ଶିଶୁ ସ୍ରଂକମିତ ହୋଇ ହସ୍ପିଟାଲରେ ଭର୍ତି ହେବା ଖବର ଆସିବା ପରେ, ସ୍କୁଲ ବନ୍ଦ କରିବାକୁ ଘୋଷଣା କରିଛନ୍ତି ପୁଡୁଚେରୀ ସରକାର । ପ୍ରଥମ ପର୍ଯ୍ୟାୟରେ ପ୍ରଥମରୁ ଅଷ୍ଟମ…

ସ୍ୱାମୀ କରୁଥିଲା ଦୁଷ୍କର୍ମ, ସ୍ତ୍ରୀ କରୁଥିଲା ସୁଟିଂ: ପ୍ରତିଶୋଧ ପାଇଁ ଦୁଷ୍କର୍ମ ଅଭିଯୋଗ, ୫ ମାସର ଗର୍ଭବତୀ…

କନକ ବ୍ୟୁରୋ: ନବରଙ୍ଗପୁର ଜିଲ୍ଲାରୁ ଆସିଥିବା ଏହି କାହାଣୀର ଚିତ୍ର ଏତେ ଭୟଙ୍କର ଯେ, ଯାହାର ଚିତ୍ର ସାମ୍ବାଦିକ ଭାବେ ଆମେ ଦେଖାଇପାରିବୁ ନା’ ସଭ୍ୟ ସମାଜ ଏହାକୁ ଗ୍ରହଣ କରିପାରିବ । ଅଭିଯୋଗ ଅନୁସାରେ- ୫ ମାସର ଗର୍ଭବତୀ ମହିଳାଙ୍କୁ ଦୁଷ୍କର୍ମ କରୁଥିଲା ସ୍ୱାମୀ, ଆଉ ଏହି ଘୃଣ୍ୟ ମୁହୁର୍ତକୁ…