Daily Archives

March 15, 2023

‘କୌରବ’ ଉପାଖ୍ୟାନକୁ ନେଇ ତେଜିଲା ରାଜନୀତି। ଧର୍ମେନ୍ଦ୍ରଙ୍କ ବୟାନକୁ ଦୋହରାଇଲେ ଜୟନାରାୟଣ

କନକ ବ୍ୟୁରୋ: ମଞ୍ଚ ଥିଲା ଦିଲ୍ଲୀର ପ୍ରେସ ବ୍ଲକ୍, ଅବସର ଥିଲା ପୁସ୍ତକ ଉନ୍ମଚୋନ । ଗୋଟିଏ ମଞ୍ଚରେ ଉପସ୍ଥିତ ଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଜେଡି ସାଂସଦ ଭର୍ତୃହରି ମହତାବ । ସଭାମଞ୍ଚରେ ଭାଷଣ ଦେଉ ଦେଉ- ମହାଭାରତର ‘କୌରବ’ ଉପାଖ୍ୟାନର ପେଡ଼ି ଖୋଲିଥିଲେ…

ସାରା ରାଜ୍ୟରେ ତେଜିଲା ଡ୍ରାଇଭର ସଂଘର ଷ୍ଟ୍ରିଅରିଂ ଛାଡ଼ ଆନ୍ଦୋଳନ, ଯାତ୍ରୀ ହନ୍ତସନ୍ତ ।

କନକ ବ୍ୟୁରୋ: ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ ହଇରାଣ ହୋଇଛନ୍ତି ତୀର୍ଥଯାତ୍ରୀ । ବାଲିଗୁଡା ବୈପାରୀଗୁଡାରେ ଏକ ଭିନ୍ନ ଚିତ୍ର ଦେଖିବାକୁ ମିଳିଥିଲା । ଆନ୍ଦୋଳନରେ ସାମିଲ ହେବା ପାଇଁ ଅଧା ରାସ୍ତାରେ ତୀର୍ଥଯାତ୍ରୀଙ୍କୁ ଛାଡି ଦେଇଥିଲେ ବସ୍ ଡ୍ରାଇଭର । ଆଉ ଅଧାବାଟରେ ଅଟକି ରହିଥିଲେ ୪୦…

ରାଜଧାନୀରେ ଆନ୍ଦୋଳନ ପାଇଁ ଡ୍ରାଇଭର ଓ ଶିକ୍ଷକଙ୍କୁ ନା। ୧୩ ଦଫା ଦାବି ନେଇ ଭୁବନେଶ୍ୱରରେ ଆଶାକର୍ମୀଙ୍କ ବିଶାଳ ରାଲି।

କନକ ବ୍ୟୁରୋ: ଡ୍ରାଇଭର ଓ ଶିକ୍ଷକଙ୍କୁ ନା’ । ରାଜଧାନୀରେ ଦେଖିବାକୁ ମିଳିଥିଲା ଆନ୍ଦୋଳନର ଭିନ୍ନ ଦୃଶ୍ୟ । ଡ୍ରାଇଭର ସଂଘ ଓ ପ୍ରାଥମିକ ଶିକ୍ଷକ ମହାସଂଘ ଓ ଆଶାକର୍ମୀଙ୍କ ଆନ୍ଦୋଳନ । ବିଭିନ୍ନ ଦାବି ନେଇ ରାଜଧାନୀ ରାଜରାସ୍ତାରେ ପ୍ରତିବାଦ କରିବାକୁ ଯୋଜନା କରିଥିଲେ ତିନିଟି ସଂଘ । କିନ୍ତୁ…

ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡରେ ଗଲା ଆଉ ଏକ ହାତୀ ଜୀବନ: ଜଙ୍ଗଲ ନିକଟ ଗାଁ ନିକଟରୁ ହାତୀ ମୃତଦେହ ଉଦ୍ଧାର

କନକ ବ୍ୟୁରୋ: ପୁଣି ଆଉ ଏକ ହାତୀ ମୃତ୍ୟୁ । ୨୪ ଘଂଟା ମଧ୍ୟରେ ଆଉ ଗୋଟିଏ ହାତୀର ଜୀବନ ଯାଇଛି । ହାତୀ ମଧ୍ୟରେ ଲଢେଇ ଯୋଗୁ ଏହି ମୃତ୍ୟୁ ଘଟିଥିବା ଅନୁମାନ କରାଯାଇଛି । ଭଂଜନଗର ଉତର ଘୁମୁସର ବନଖଣ୍ଡ ମୁଜାଗଡ ରେଂଜର ତିଲକି ଗାଁ ନିକଟରେ ହାତୀର ମୃତ ଦେହ ଉଦ୍ଧାର କରାଯାଇଛି । ଗତକାଲି…

ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି ହଜାର ହଜାର ବର୍ଷ ତଳର ପୁରୁଣା କୀର୍ତ୍ତିରାଜୀ: ରକ୍ଷଣାବେକ୍ଷଣ ଅଭାବରୁ ବିଲୁପ୍ତ ପଥରେ…

କନକ ବ୍ୟୁରୋ: ଖୋଲା ଆକାଶ ତଳେ, ଗଛମୂଳେ କାହିଁ କେଉଁ ବର୍ଷରୁ ପରିତ୍ୟକ୍ତ ଅବସ୍ତାରେ ପଡିରହିଛି ହଜାର ହଜାର ବର୍ଷ ତଳର ପୁରୁଣା କୀର୍ତିରାଜୀ । ରକ୍ଷଣବେକ୍ଷଣ ଅଭାବରୁ ଅନେକ ଉଭାନ୍ ହବା ସହ ଆଉ କିଛି ବିଲୁପ୍ତ ଅବସ୍ତାରେ ରହିଛି । କୁହାଯାଉଛି ଇଏ ହେଉଛି ପଚଂମ ଶତାଦ୍ଧୀର ଜୈନ କୀର୍ତିରାଜୀ ।…

କର୍ଣ୍ଣାଟକରେ ବାଲେଶ୍ୱରର ବାପି ହାଁସଦାଙ୍କ କମାଲ: ୪ଶହ ମିଟର ଦୌଡ଼କୁଦ ପ୍ରତିଯୋଗିତାରେ ପ୍ରଥମ ହୋଇ ଜିତିଲେ ସ୍ୱର୍ଣ୍ଣ…

କନକ ବ୍ୟୁରୋ: କର୍ଣ୍ଣାଟକରେ ଚାଲିଥିବା ଦୌଡ଼କୁଦ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତିଲେ ବସ୍ତାର ବାପି ହାଁସଦା । ଉଡ଼ୁପି ଠାରେ ଚାଲିଥିବା ୧୮ ତମ ଜାତୀୟ ଯୁବ ଦୌଡ଼କୁଦ ପ୍ରତିଯୋଗିତା ୪ଶହ ମିଟରରେ କମାଲ ଦେଖାଇଛନ୍ତି ବାଲେଶ୍ୱର ବସ୍ତା ବ୍ଲକ ଝିଙ୍କିରିଆ ଗାଁର ଯୁବ ପ୍ରତିଭା ଶ୍ରୀମାନ ବାପି…