Daily Archives

March 14, 2023

ବେଙ୍ଗାଲୁରୁରରେ ଏୟାରହଷ୍ଟେସଙ୍କ ରହସ୍ୟଜନକ ମୃତ୍ୟୁ: ପୁରୁଷ ବନ୍ଧୁ ଆଦିଶଙ୍କୁ ଗିରଫ କଲା କର୍ଣ୍ଣାଟକ ପୋଲିସ

କନକ ବ୍ୟୁରୋ: ବେଙ୍ଗାଲୁରୁରରେ ଏୟାରହଷ୍ଟେସ୍ଙ୍କ ରହସ୍ୟଜନକ ମୃତ୍ୟୁ । ଏକ ଆପାର୍ଟମେଂଟ୍ର ୪ର୍ଥ ମହଲାରୁ ପଡି ୨୮ ବର୍ଷୀୟ ମଡେଲ ତଥା ଏୟାର ହଷ୍ଟେସ୍ ଅର୍ଚ୍ଚନା ଧିମାନଙ୍କ ମୃତ୍ୟୁ ହୋଇଛି । ଏକ ଅନ୍ତର୍ଜାତୀୟ ଏୟାରଲାଇନ୍ସ କମ୍ପାନୀରେ କାମ କରୁଥିବା ଅର୍ଚ୍ଚନାଙ୍କ ମୃତ୍ୟୁକୁ ନେଇ ଏବେ ନୂଆ…

ସମୁଦ୍ରରେ ଲୀନ ହୋଇଯିବ ସ୍ୱର୍ଗଦ୍ୱାର! ବୁଡ଼ିଯିବ ଗାଁ, ନିଶ୍ଚିହ୍ନ ହୋଇଯିବ ଚିଲିକା!

କନକ ବ୍ୟୁରୋ: ସମୁଦ୍ର ଯେଉଁ ଭଳି ଢଙ୍ଗରେ ଉପକୂଳକୁ ମାଡ଼ି ଆସୁଛି, ଏହି ଧାରା ବଜୟ ରହିଲେ, ସମୁଦ୍ରରେ ଲୀନ ହୋଇଯିବ ପୁରୀ ସ୍ୱର୍ଗଦ୍ୱାର । ପୁରୀ ସହରର ସମୁଦ୍ରକୂଳରେ ଗଢ଼ି ଉଠୁଥିବା ମାଳ ମାଳ ହୋଟେଲ ସମେତ ସ୍ୱର୍ଗଦ୍ୱାରକୁ ସମୁଦ୍ରର ଆଁରୁ ରକ୍ଷା କରିବା ଏକ ଆହ୍ୱାନ ହୋଇଯିବ । ୨୦୫୦ ସୁଦ୍ଧା…

ବେଙ୍ଗାଲୁରରେ ଶବ, ଓଡିଶାରେ ଧାରଣା ଦେଇଛନ୍ତି ବାପା ମା । ଅର୍ଥ ଅଭାବରୁ ଆଣିପାରୁନାହାନ୍ତି ଝିଅର ମୃତଦେହ

କନକ ବ୍ୟୁରୋ: ବେଙ୍ଗାଲୁରରେ ଶବ, ଓଡିଶାରେ ଧାରଣା ଦେଇଛନ୍ତି ବାପା ମା । ଅର୍ଥ ଅଭାବରୁ ଝିଅର ଶବକୁ ଫେରାଇ ଆଣି ପାରୁନଥିବାରୁ ଲୋୟର ପିଏମଜିରେ ଧାରଣା ଦେଇଛନ୍ତି ବାପା ମାଆ । ୨୦୨୧ରେ ପୁରୀ ଜିଲ୍ଲା ବେଣାଗାଁର ସୁମିତ୍ରା ହରିଚନ୍ଦନ ନାମକ ନାବାଳିକାଙ୍କୁ ଚନ୍ଦନ ପାଇକରାୟ ନାମକ ଯୁବକ ପ୍ରେମ…

ଜଳୁଛି ଜଙ୍ଗଲ, ଆକ୍ସନରେ ବନବିଭାଗ । କେତେ ଲିଭିଛି ଜଙ୍ଗଲ ନିଆଁ ? ଜଙ୍ଗଲ ନିଆଁକୁ ନେଇ ବିଧାନସଭାରେ ଉଦବେଗ

କନକ ବ୍ୟୁରୋ: ଓଡିଶାରେ ଜଙ୍ଗଲ ଭୟଙ୍କର ଭାବେ ଜଳୁଛି ବୋଲି ଫରେଷ୍ଟ ସର୍ଭେ ଅଫ ଇଣ୍ଡିଆ କହିବା ପରେ ତତ୍ପରତା ପ୍ରକାଶ କରିଛି ବନବିଭାଗ । ବନବିଭାଗ ଦ୍ୱାରା ଦାବି କରାଯାଇଛି ଯେ, ବର୍ତ୍ତମାନ ସୁଦ୍ଧା ଜଙ୍ଗଲରେ ଲାଗିଥିବା ନିଆଁର ୯୫ପ୍ରତିଶତ ଲିଭାଯାଇସାରିିଛି । ୧୩ ତାରିଖ ସନ୍ଧ୍ୟାରେ ଜାରି…

ହିରୋ କରିବା ପାଇଁ ଓଡିଆ ଅଭିନେତାଙ୍କୁ ଟଙ୍କା ମାଗି ଫସିଲେ ପ୍ରଯୋଜକ: ପୋଲିସ ଡାକି ସୁଟିଂ ବନ୍ଦ କଲେ ଅଭିନେତା

କନକ ବ୍ୟୁରୋ: ଏହା କୌଣସି ଫିଲ୍ମର ସୁଟିଂ ନୁହେଁ । ବରଂ ସୁଟିଂ ସେଟରେ ଚାଲିଛି ହଙ୍ଗାମା । ମଙ୍ଗଳବାର ସକାଳେ ଏକ ମ୍ୟୁଜିକ ଭିଡିଓର ସୁଟିଂ ନେଇ ଭୁବନେଶ୍ୱରର ଜୟଦେବ ବାଟିକାରେ ହାଇଡ୍ରାମା ଦେଖିବାକୁ ମିଳିଛି । ଅଭିଯୋଗ ଅନୁସାରେ, ମୁମ୍ବାଇ ଅଭିନେତ୍ରୀ ଆକାଂକ୍ଷା ଶର୍ମାଙ୍କ ସହ ଏକ ମ୍ୟୁଜିକ…

ବିପଦଜନକ ରିଲ୍ସ ନକରିବାକୁ ସତର୍କ କଲା ଓଡିଶା ପୋଲିସ: ଶସ୍ତା ଲୋକପ୍ରିୟତା ପାଇଁ ଷ୍ଟଣ୍ଟ ନକରିବାକୁ ଦେଲା ପରାମର୍ଶ

କନକ ବ୍ୟୁରୋ: ଦିନକୁ ଦିନ ଲୋକଙ୍କ ଭିତରେ ବଢ଼ୁଛି ରିଲ୍ସ ଭିଡିଓ କରିବାର ନିଶା । ସୋସିଆଲ ମିଡିଆରେ ଲୋକପ୍ରିୟତା ପାଇବା ପାଇଁ ଏହା ଏକ ପ୍ରକାର ନିଶାରେ ପରିଣତ ହୋଇଛି । ତେବେ ବିଭିନ୍ନ ସ୍ଥାନରୁ ବିପଜ୍ଜନକ ଭାବେ ରିଲ୍ସ କରାଯାଉଥିବା ସାମନାକୁ ଆସିବା ପରେ ସତର୍କ କରିଛି ଓଡିଶା ପୋଲିସ । ଶସ୍ତା…