Daily Archives

March 12, 2023

ସାମ୍ନାକୁ ଆସିଲା ସତୀଶ କୌଶିକଙ୍କ ଶେଷକଥା । ମ୍ୟାନେଜରଙ୍କୁ କହିଥିଲେ, ମରିବାକୁ ଚାହାଁନ୍ତି ନାହିଁ, ଝିଅ ପାଇଁ…

କନକ ବ୍ୟୁରୋ: ବିଶିଷ୍ଟ ବଲିଉଡ୍ ଅଭିନେତା ସତୀଶ କୌଶିକଙ୍କ ପରଲୋକକୁ ନେଇ ବଲିଉଡ ଶୋକର ଛାୟାରେ ବୁଡି଼ଯାଇଥିବା ବେଳେ ସାମ୍ନାକୁ ଆସିଛି ସତୀଶଙ୍କ ଶେଷକଥା । ଅନ୍ତିମ ମୁହୂର୍ତ୍ତରେ ସେ ମ୍ୟାନେଜରଙ୍କୁ କହିଥିଲେ, ମରିବାକୁ ଚାହୁଁନି, ବରଂ ଝିଅ ପାଇଁ ବଞ୍ଚିବାକୁ ଚାହେଁ । ସେହି ମୃତ୍ୟୁର ରାତିରେ…

କଳାହାଣ୍ଡି ଜିଲ୍ଲାର ଅର୍ଥକାରୀ ଫସଲ ଆଖୁ ଚାଷ। ଗୋଲାମୁଣ୍ଡା ଓ ଜୁନାଗଡ଼ ବ୍ଲକରେ ୨୦ ହଜାର ହେକ୍ଟର ଜମିରେ ଆଖୁ ଚାଷ…

କନକ ବ୍ୟୁରୋ: କଳାହାଣ୍ଡି ଜିଲ୍ଲାର ଅର୍ଥକାରୀ ଫସଲ ଆଖୁ ଚାଷ । ଧର୍ମଗଡ଼ ଉପଖଣ୍ଡର କାକେଁରି, କନାଗାଁ, ଟିପିଗୁଡ଼ା, ବୋକରାକଟାରେ ପ୍ରଚୁର ପରିମାଣର ଆଖୁ ଚାଷ କରିଛନ୍ତି ଚାଷୀ । ସେହିପରି ଗୋଲାମୁଣ୍ଡା ବ୍ଲକର କୁମ୍ଭାରି, ଚିଚିଆ, ଟେମାରି ଓ ଜୁନାଗଡ଼ ବ୍ଲକର ତଲମଲା, ସାହାଜକନା ଅଦି ଅଞ୍ଚଳର ପ୍ରୟ…

ଜୈବିକ ପଦ୍ଧତିରେ ଫୁଲକୋବି ଚାଷ କରି ଲାଭବାନ ହେଉଛନ୍ତି ସୁନ୍ଦରଗଡ଼ର ଚାଷୀ। ଆଇଟିଡିଏ ପକ୍ଷରୁ ମିଳୁଛି ପ୍ରୋତ୍ସାହନ।

କନକ ବ୍ୟୁରୋ: ଜୈବିକ ପଦ୍ଧତିରେ ଫୁଲକୋବି ଚାଷକରି ଲାଭବାନ ହେଉଛନ୍ତି ସୁନ୍ଦରଗଡ଼ ଜିଲ୍ଲାର ଚାଷୀ । ବାଲିଶଙ୍କରା, କୁତ୍ରା ଓ ହେମଗିରି ବ୍ଲକରେ ପାଖାପାଖି ୨୫୦ ଏକର ଜମିରେ ୩୧୫ ଜଣ ଚାଷୀ ଏହି ଚାଷ କରିଛନ୍ତି । ତେବେ ସୁନ୍ଦରଗଡ଼ ଆଇଟିଡିଏ ପକ୍ଷରୁ ସେମାନଙ୍କୁ ମାଗଣା ବିହନ ଓ ଜୈବିକ ସାର…

ଖଜୁରୀ ପତ୍ରରେ ସୁନ୍ଦର ସୁନ୍ଦର କଳାକୃତୀ। ଘରସଜା ଜିନିଷ ତିଆରି କରୁଛନ୍ତି କୁଚିଣ୍ଡା ଡିମିରିମୁଣ୍ଡାର ୭୩ ବର୍ଷୀୟ…

କନକ ବ୍ୟୁରୋ: ଖଜୁରୀପତ୍ରରେ ସୂକ୍ଷ୍ମ କାରିଗରୀ । ଫୁଲଦାନୀ, ଫୁଲତୋଡା, ମୁକୁଟ ଓ ବ୍ୟାଚ୍ ଭଳି ସୁନ୍ଦର ସୁନ୍ଦର ଘରସଜା ଜିନିଷ ନିଜ ହାତରେ ତିଆରି କରୁଛନ୍ତି ମହିଳା । ଖଜୁରୀ ପତ୍ରକୁ ଫୁଲର ରୂପ ଦେଉଛନ୍ତି ଏମାନେ । ସବୁଠାରୁ ବଡ଼ କଥା ହେଉଛି ଏଭଳି ଚମକ୍ରାର କାରିଗରୀ କରୁଛନ୍ତି ସମ୍ବଲପୁର…

କେ. କବିତାଙ୍କ ମହିଳା ସଂରକ୍ଷଣ ବିଲ୍ ପାରିତ ଦାବିକୁ ସମର୍ଥନ କଲେ ୧୮ ବିରୋଧୀ ଦଳ । ହେଲେ ଏପର୍ଯ୍ୟନ୍ତ ବିଜୁ ଜନତା ଦଳ…

କନକ ବ୍ୟୁରୋ: କବିତାଙ୍କ ସାଙ୍ଗରେ ନାହିଁ ବିଜେଡି । ମହିଳା ସଂରକ୍ଷଣ ସପକ୍ଷରେ ସବୁବେଳେ କହି ଆସୁଥିବା ବିଜେଡି ବିଆରଏସ୍ ନେତ୍ରୀ କେ.କବିତାଙ୍କ ଆନ୍ଦୋଳନରୁ ଦୂରେଇ ରହିବା ଚର୍ଚ୍ଚା ସୃଷ୍ଟି କରିଛି । ମହିଳା ସଂରକ୍ଷଣ ବିଲ୍ ତୁରନ୍ତ ସଂସଦରେ ପାରିତ କରାଇବା ଦାବିରେ ଦିଲ୍ଲୀରେ ଧାରଣ ଦେଇଛନ୍ତି…

ଚିରଞ୍ଜୀବୀ ବିଶ୍ୱାଳଙ୍କ ମାନଭଞ୍ଜନ ପାଇଁ ବିଜୟ ପଟ୍ଟନାୟକଙ୍କ ପ୍ରୟାସ । ଦଳ ଛାଡ଼ିବା ଚର୍ଚ୍ଚାକୁ ଖଣ୍ଡନ କଲେ ଚିରଞ୍ଜୀବୀ…

କନକ ବ୍ୟୁରୋ: ଚିରଞ୍ଜୀବୀଙ୍କ ମାନଭଞ୍ଜନ । କଂଗ୍ରେସ ଭବନ କିମ୍ବା ଦଳୀୟ ସମାବଶ କି ବିକ୍ଷୋଭ ପ୍ରତିବାଦରୁ ଦୂରେଇ ରହୁଥିବା ଚିରଞ୍ଜୀବୀ ବିଶ୍ୱାଳଙ୍କୁ ସଦ୍ୟ କଂଗ୍ରେସର ନେତା ହୋଇଥିବା ବିଜୟ ପଟ୍ଟନାୟକ ଭେଟିବା ଚର୍ଚ୍ଚା ବଢ଼ାଇଦେଇଛି । ଏହି ସାକ୍ଷାତକୁ ଚିରଞ୍ଜୀବୀ ସୌଜନ୍ୟମୂଳକ ବୋଲି କହିଥିବା…