Daily Archives

May 10, 2024

ରାଜଧାନୀରେ ସରିଲା ମୋଦୀଙ୍କ ରୋଡ୍ ସୋ, ରାଜଭବନରେ ମୋଦୀ କରିବେ ରାତ୍ରୀ ଯାପନ, ସକାଳେ ନିର୍ବାଚନୀ ପ୍ରଚାର

କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରୋଡ ସୋ ଶେଷ ହୋଇଛି । ରୋଡ ସୋ ସାରି ପ୍ରଧାନମନ୍ତ୍ରୀ ରାତ୍ରୀଯାପନ ପାଇଁ ରାଜଭବନ ଫେରିଛନ୍ତି । ଏହାସହ ଆସନ୍ତା କାଲି ପ୍ରଧାନମନ୍ତ୍ରୀ ୩ଟି ସ୍ଥାନରେ ନିର୍ବାଚନ ପ୍ରଚାର କରିବେ ପ୍ରଧାନମନ୍ତ୍ରୀ । ରାଜ୍ୟ…

ମା’ଙ୍କ ସାମ୍ନାରେ ସବୁବେଳେ ନିର୍ଦ୍ଦୋଷ ପିଲା । ଘରକୁ ଫେରିବା ପରେ କେଜ୍ରିୱାଲଙ୍କୁ କୋଳେଇନେଲେ ମା’

କନକ ବ୍ୟୁରୋ : ସେ ମା’ କିଛି ନକହି ବି ଅନେକ କଥା ତାର ବ୍ୟବହାରରେ ପରିପ୍ରକାଶ କରିପାରେ । ଜାହାର ଜଳ୍ୱନ୍ତ ଉଦାହରଣ ଦେଖିବାକୁ ମିଳିଛି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ । ଦୀର୍ଘଦିନ ଜେଲରେ ରହି ଫେରିବା ପରେ କେଜ୍ରିୱାଲଙ୍କୁ ପାଛୋଟି ନେଇଛନ୍ତି ତାଙ୍କ ମା ।…

ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀଙ୍କ ମେଗା ରୋଡ ସୋ । ସାମିଲ ହେଲେ ହଜାର ହଜାର ସମର୍ଥକ

କନକ ବ୍ୟୁରୋ : ନିର୍ବାଚନ ପ୍ରଚାରରେ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ୱରରେ ଏକ ମେଗା ରୋଡ ସୋ କରିଛନ୍ତି । ମାଷ୍ଟରକ୍ୟାଣ୍ଟିନ ଛକରୁ ଏହି ରୋଡ ସୋ ଆରମ୍ଭ ହୋଇଛି । ରୋଡ ସୋ ଦୀର୍ଘ ଦେଢ ଘଣ୍ଟା ଧରି ଚାଲିବ । ମାଷ୍ଟର କ୍ୟାଣ୍ଟିନରୁ ଆରମ୍ଭ ହୋଇଥିବା ରୋଡ ସୋ ବାଣୀବିହାର…

ଖୋଲିଲା କେଦାରନାଥଙ୍କ କବାଟ । ପ୍ରଥମ ଦିନରେ ଭକ୍ତଙ୍କ ସମାଗନ, ଦର୍ଶନ କଲେ ଉତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ

କନକ ବ୍ୟୁରୋ : ଅକ୍ଷୟ ତୃତୀୟା ଦିନରୁ ପ୍ରତିକ୍ଷିତ ଚାରିଧାମ ଯାତ୍ରା ଆରମ୍ଭ ହେବା ସହ ଭକ୍ତଙ୍କ ପାଇଁ ଖୋଲଛି ଉତର ଭାରତର ଅନ୍ୟତମ ଜ୍ୟୋର୍ତିଲିଙ୍ଗ ଉତରାଖଣ୍ଡର ବାବା କେଦାରନାଥଙ୍କ ମନ୍ଦିର   । ବେଦ, ମନ୍ତ୍ର ଉଚ୍ଚାରଣ, ବେଦପାଠ ଓ ବିଧି ବିଧାନ ଅନୁଯାୟୀ ସକାଳ ୭ଟାରୁ ବାବା କେଦାରନାଥଙ୍କ…

ବଦଳିପାରନ୍ତି ଭାରତୀୟ କ୍ରିକେଟର ମୁଖ୍ୟ କୋଚ । ବିସିସିଆଇ ସମ୍ପାଦକ ସୂଚନା ପରେ ବଢ଼ିଲା ଆଶଙ୍କା, କୋଚ ପଦ ପାଇଁ ଖୁବ…

କନକ ବ୍ୟୁରୋ : ଟି-୨୦ ବିଶ୍ୱକପ ପରେ ଟିମ୍ ଇଣ୍ଡିଆକୁ ମିଳିପାରେ ନୁଆ ମୁଖ୍ୟ କୋଚ୍ । ଜୁନରେ ବର୍ତମାନର ମୁଖ୍ୟ କୋଚ୍ ଥିବା ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ଏହା ପୂର୍ବରୁ ବିସିସିଆଇ ନୂଆ ମୁଖ୍ୟ କୋଚ୍ ଖୋଜିବା ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ଖୁବଶୀଘ୍ର ଏନେଇ…

ଜୟପୁର କଲେଜ ଅଫ ନର୍ସିଂ ପକ୍ଷରୁ ଆନ୍ତର୍ଜାତୀୟ ନର୍ସ ଦିବସ ପାଳିତ । ମୁଖ୍ୟ ଅତିଥି ଭାବେ ବରିଷ୍ଠ ଆଇନଜୀବି ହରି ନାରାୟଣ…

କନକବ୍ୟୁରୋ: ଜୟପୁର କଲେଜ ଅଫ ନର୍ସିଂ ପରିସରରେ ୨୦୪ ତମ ଆନ୍ତର୍ଜାତୀୟ ନର୍ସ ଦିବସ ପାଳିତ ହୋଇଯାଇଅଛି। ଏହି କାର୍ୟ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ହରି ନାରାୟଣ ବେହେରା ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବାବେଳେ ଶିବ କିଶୋର ସଭାପତି ଏବଂ କଲେଜର ପରିଚାଳନା ନିର୍ଦ୍ଦେଶକ ସୁକାନ୍ତ ଶତପଥୀ…