Daily Archives

March 12, 2023

ତେରେଛା ବାଣ ମାରିଲେ ଭର୍ତ୍ତୃହରି ମହତାବ । ଭୁବନେଶ୍ୱରରେ ବିଜେପିର ଆନ୍ଦୋଳନ ବେଳେ ପୋଲିସର କାର୍ଯ୍ୟାନୁଷ୍ଠାନକୁ କଲେ…

କନକ ବ୍ୟୁରୋ: ଭର୍ତ୍ତୃହରିଙ୍କ ତେରଛା ବାଣ । ନିଜ ମାଲିକାନାରେ ଥିବା ଦୈନିକ ଖବର କାଗଜ ପ୍ରଜାତନ୍ତ୍ରରେ ଗତ ୫ ତାରିଖରେ ଭର୍ତ୍ତୃହରିଙ୍କ ଆଲେଖ୍ୟ ଏବେ ରାଜନୈତିକ ମହଲରେ ଆଲୋଚନାକୁ ଖୋରାକ ଯୋଗାଇଛି । ରାଜ୍ୟ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ନେଇ ବିଜେପି ଲଗାତର ଭାବେ ପ୍ରଶ୍ନ ଉଠାଇ…

ହତ୍ୟାର ଗୋଟିଏ ଦିନ ପୂର୍ବରୁ ଦୀପାଳିଙ୍କୁ ଏମିତି କଥା କହିଥିଲେ ନବ ଦାସ । ମହିଳା ସମାବେଶରେ ବାପାଙ୍କ କଥା ମନେ ପକାଇଲେ…

କନକ ବ୍ୟୁରୋ: ଦୀପାଳି କହିଲେ ବାପାଙ୍କ ଶେଷ କଲର କଥା । ହତ୍ୟାର ଗୋଟିଏ ଦିନ ପୂର୍ବରୁ ନବ ଦାସ ଝିଅ ଦୀପାଳିଙ୍କୁ ତରବରିଆ ଭାବେ ଫୋନ କରି କହିଥିଲେ, ଝିଅ ଶୀଘ୍ର ଘରକୁ ଚାଲି ଆ’, ମୋର ଅର୍ଜେଣ୍ଟ କଥା ହେବାର ଅଛି । ନବଙ୍କ ହତ୍ୟାକାଣ୍ଡକୁ ୪୦ ଦିନ ପରେ ସଭାରେ ଝିଅଙ୍କ ଏପରି କଥା ଅନେକ ପ୍ରଶ୍ନ…

ସମଲିଙ୍ଗୀ ବିବାହକୁ ଆଇନ ମାନ୍ୟତା ସପକ୍ଷରେ ନାହାନ୍ତି କେନ୍ଦ୍ର ସରକାର । ସୁପ୍ରିମକୋର୍ଟରେ ଦାଖଲ କଲେ ସତ୍ୟପାଠ ।…

କନକ ବ୍ୟୁରୋ: ସମଲିଙ୍ଗୀ ବିବାହକୁ କେନ୍ଦ୍ରର ନା’ । ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରି କେନ୍ଦ୍ର ସରକାର ସମଲିଙ୍ଗୀ ବିବାହକୁ ମାନ୍ୟତା ଦେବାକୁ ବିରୋଧ କରିଛନ୍ତି । ଏହା ଭାରତୀୟ ପରିବାର ବ୍ୟବସ୍ଥାର ବିରୁଦ୍ଧାଚରଣ କରୁଛି ବୋଲି ସତ୍ୟପାଠରେ ଦର୍ଶାଇଛନ୍ତି ମୋଦୀ ସରକାର । ଏଥିସହିତ…

ପ୍ରଦୂଷଣର ଫାଇଦା! ଭାରତକୁ ଅଧିକ ଗରମ ହେବାକୁ ବଞ୍ଚାଉଛି ବାୟୁ ପ୍ରଦୂଷଣ । ଜାଣନ୍ତୁ କେମିତି…

କନକ ବ୍ୟୁରୋ: ବାୟୁ ପ୍ରଦୂଷଣକୁ ନେଇ ପ୍ରତ୍ୟେକ ବର୍ଷ ଅନେକ କଥା ଆମେ ଦେଖୁଛେ । ବିଶେଷ କରି ଦୀପାବଳି ସମୟରେ ଆକାଶରେ ଧୂଆଁମୟ ପରିବେଶ ସୃଷ୍ଟି ହୋଇଥାଏ । ଏହି ସମୟରେ ନିଶ୍ୱାସ ନେବା ଏକ ପ୍ରକାର କଷ୍ଟକର ହୋଇପଡେ । ତେବେ ଆଜି ଆମେ ଆପଣଙ୍କୁ ଏଭଳି ଗୋଟିଏ ସୂଚନା ଦେବୁ ଯାହା ଦ୍ୱାରା ଆପଣ ବାୟୁ…

ରେକର୍ଡ ଛୁଇଁଲା ଗହୀରମଥାରେ ଅଲିଭରିଡଲେ କଇଁଛଙ୍କ ଅଣ୍ଡାଦାନ: ୨ ଦିନରେ ୪ ଲକ୍ଷରୁ ଅଧିକ ସଂଖ୍ୟାରେ ଅଣ୍ଡା ଦେଲେ କଇଁଛ

କନକ ବ୍ୟୁରୋ: ଗହୀରମଥାରେ ଆରମ୍ଭ ହୋଇଛି କଇଁଛଙ୍କ ଅଣ୍ଡାଦାନ ପ୍ରକ୍ରିୟା । ୨ ଦିନରେ ୪ ଲକ୍ଷରୁ ଅଧିକ କଇଁଛ ଅଣ୍ଡା ଦେଇ ସାରିଛନ୍ତି । ଅଣ୍ଡାଦାନ ସମୟ ହୋଇଥିବା ବେଳେ ଗହୀରମଥାରେ ଏହି କଇଁଛ ସବୁ ଭିଡ ଜମାଇଥିଲୋ । ପ୍ରାୟ ୧ମାସ ଧରି ଏହି କଇଁଛ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ୯…

ଆଧୁନିକ ଯୁଗରେ ପୁରୁଣା ଛାପ: ଦାମୀ କାର କି ଚାକଚକ୍ୟ ନୁହେଁ ଘୋଡା ଓ ଶଗଡ ଗାଡିରେ ବିବାହ

କନକ ବ୍ୟୁରୋ: ବାହାଘର ସ୍ମୃତିକୁ କିଏ କେମିତି ଭାବରେ ସାଉଁଟି ରଖୁଛି । ବେଶ ଜାକଜମକର ସହ ଖର୍ଚ୍ଚ କରି ବିବାହ କରୁଛି । ହେଲେ ବିବାହର ଏମିତି ଏକ ଦୃଶ୍ୟ ସମାନାକୁ ଆସିଛି । ତାହା ଦେଖିବାକୁ ଲୋକଙ୍କ ମନରେ କୌତୁହଳ ଦେଖିବାକୁ ମିଳିଛି । ବହୁ ପୁରୁଣା ଢଙ୍ଗରେ ବିବାହ କରିଛନ୍ତି ଏକ ଶିକ୍ଷିତ…