Daily Archives

March 8, 2023

କେନ୍ଦ୍ର ସରକାରଙ୍କ ଉପରେ ଆମ ଆଦମୀ ପାର୍ଟିର ଅଭିଯୋଗ । ଦଳ କହିଲା, ମନିଷ ସିସୋଦିଆଙ୍କ ହତ୍ୟା ପାଇଁ ଜେଲରେ ଚାଲିଛି…

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ଉପରେ ସଂଗୀନ ଅଭିଯୋଗ ଆଣିଲା ଆମ ଆଦମୀ ପାର୍ଟି । ଦିଲ୍ଲୀ କ୍ୟାବିନେଟ ମନ୍ତ୍ରୀ ସୌରଭ ଭରଦ୍ୱାଜ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ମନିଷ ସିସୋଦିଆଙ୍କୁ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ଗହଣରେ ରଖାଯାଇ ହତ୍ୟା ଷଡଯନ୍ତ୍ର କରାଯାଉଥିବା ଆପ୍ ଅଭିଯୋଗ କରିଛି…

ସମୁଦ୍ର ମଝିରେ ଠାବ ହେଲା ସନ୍ଦିଗ୍ଧ ପାରା। ପାରାର ଗୋଡରେ ଲାଗିଛି ଚିପ୍।

କନକ ବ୍ୟୁରୋ: ସାରା ରାଜ୍ୟ ରଙ୍ଗର ଖେଳରେ ବ୍ୟସ୍ତ ଥିବାବେଳେ ବେଳେ ମଝି ସମୁଦ୍ରରୁ ଠାବ ହୋଇଛି ସନ୍ଦିଗ୍ଧ ପାରା । ପାରାଦୀର ସମୁଦ୍ର ମଝିରୁ ଏହି ପାରାକୁ ମତ୍ସ୍ୟଜୀବୀ ଉଦ୍ଧାର କରିଛନ୍ତି । ଏହି ଧଳାପାରା ଡଙ୍ଗାରେ ଆସି ବସିବା ପରେ ମତ୍ସ୍ୟଜୀବୀଙ୍କ ସନ୍ଦେହ ହୋଇଥିଲା । ଏହି ସମୟରେ…

ବିଜେପି ଆଡ଼କୁ ଢଳୁଛନ୍ତି ଓଡ଼ିଶାବାସୀ! ଧର୍ମେନ୍ଦ୍ର କହିଲେ ୨ ଗୁଣରୁ ଅଧିକ ବଢ଼ିଛି ଭୋଟ ପ୍ରତିଶତ

କନକ ବ୍ୟୁରୋ: ରଙ୍ଗର ପର୍ବରେ ରାଜ୍ୟ ରାଜନୀତିରେ ରଙ୍ଗ ଲଗାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ହୋଲି ଅବସରରେ କେନ୍ଦ୍ରମନ୍ତ୍ରୀଙ୍କ ବାସଭବନରେ ଭିଡ଼ ଲାଗିଥିବା ବେଳେ ୨୦୨୪ ନିର୍ବାଚନ ପାଇଁ ଦଳ କିପରି ଓଡ଼ିଶାରେ ପ୍ରସ୍ତୁତ ହେଉଛି, ଏନେଇ ସେ ସୂଚନା ଦେଇଛନ୍ତି । ଯାହାକୁ ନେଇ…

ରଙ୍ଗରେ ଲାଗିଲା ରକ୍ତର ଛିଟା। ହୋଲିରେ ଗଡ଼ିଲା ମୁଣ୍ଡ।

କନକ ବ୍ୟୁରୋ: ରଙ୍ଗର ପର୍ବ ହୋଲିର ଉତ୍ସାହରେ ମସଗୁଲ ଥିଲା ସାରା ଗାଁ । ବନ୍ଧୁ ପ୍ରିୟଜନଙ୍କୁ ହୋଲି ଲଗାଇ ମଉଜ କରୁଥିଲେ ସ୍ଥାନୀୟ ବାସିନ୍ଦା । ଠିକ୍ ଏତିକି ବେଳେ ଶୁଭିଥିଲା ଚିକ୍ରାର । ସଂଘବଦ୍ଧ ଆକ୍ରମଣରେ ଗଡ଼ି ସାରିଥିଲା ଗୋଟିଏ ମୁଣ୍ଡ । ଆଉ ଦୁଇ ଧାରୁଆ ଅସ୍ତ୍ର ଆକ୍ରମଣରେ ରକ୍ତାକ୍ତ ହୋଇ…

ହିଟ୍ ଗୀତ ପରେ ଏବେ ରିଲିଜ ହୋଇଛି ଫିଲ୍ମ ‘ତୁ ଝୁଟି ମେଁ ମକ୍କାର’ ମୁଖ୍ୟ ଭୂମିକାରେ ଶ୍ରଦ୍ଧା ଓ ରଣବୀର

କନକ ବ୍ୟୁରୋ : ଗୋଟିଏ ପରେ ଗୋଟିଏ ହିଟ ଗୀତ ଫ୍ୟାନ୍ସଙ୍କୁ ଭେଟିଦେବା ପରେ ଶେଷରେ ରିଲିଜ ହୋଇଛି ବହୁ ଚର୍ଚ୍ଚିତ ଫିଲ୍ମ ‘ତୁ ଝୁଟି ମେଁ ମକ୍କାର’ । ଯେଉଁଥିରେ ବଲିଉଡ଼ ଅଭିନେତ୍ରୀ ଶ୍ରଦ୍ଧା କପୁର ଓ ଅଭିନେତା ରଣବୀର କପୁରଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଛି । ଫିଲ୍ମ ଆଜିକାଲିର ପ୍ରେମ…

ସାରା ଦେଶରେ ରଙ୍ଗ, ଉଲ୍ଲାସର ପର୍ବ ହୋଲିର ଧୁମ । ମିଠା ଖୁଆଇ,ରଙ୍ଗ ଲଗାଇ ଶୁଭେଚ୍ଛା ଜଣାଇଲେ ରାଜନେତା

କନକ ବ୍ୟୁରୋ : ସାରା ଦେଶରେ ଚାଲିଛି ହୋଲିର ମାହୋଲ । କିଏ ଗାଉଛି ତ କିଏ ନାଚୁଛି । ହୋଲିର ମାହୋଲ ଭିତରେ ସାଧାରଣ ଜନତାଙ୍କ ଭଳି ଝୁମିଛନ୍ତି ରାଜନେତା । ପରସ୍ପରକୁ ରଙ୍ଗ ବୋଳିଛନ୍ତି ହୋଲି ମନାଇଛନ୍ତି । ଜାତିଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକାଠି ହୋଇ ପାଳିଛନ୍ତି ହୋଲି । ଉଚ୍ଚନୀଚ୍ଚ…