Daily Archives

March 7, 2023

ହୋଲି ଖେଳକୁ ନେଇ ମୁହାଁମୁହିଁ ହିନ୍ଦୁ-ମୁସଲିମ୍, ପଞ୍ଜାବ ୟୁନିଭରସିଟିରେ ଇସଲାମି ଜାମିଆ ତୁଲବା ସଙ୍ଗଠନ ଆକ୍ରମଣରେ ୧୫…

କନକ ବ୍ୟୁରୋ : ପାକିସ୍ତାନରେ ପୁଣି ଥରେ ହିନ୍ଦୁଙ୍କୁ ଟାଗେର୍ଟ କରିବା ଘଟଣା ସାମ୍ନାକୁ ଆସିଛି । ଏଠାରେ ହୋଲି ଖେଳକୁ ନେଇ ହୋଇଛି ବିବାଦ । ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି । ପାକିସ୍ତାନର ପଂଜାବ ୟୁନିଭରସିଟିରେ ହୋଲି ଖେଳୁଥିବା ହିନ୍ଦୁ ଛାତ୍ରଛାତ୍ରୀଙ୍କ ଉପରେ ହୋଇଛି ଆକ୍ରମଣ । ଏଥିରେ…

ବିବାହିତ ଛାତ୍ରୀଙ୍କୁ ମିଳିବ ୬ମାସର ମାତୃତ୍ୱ ଛୁଟି, ନିର୍ଦ୍ଦେଶାନାମା ଜାରି କଲା କେରଳ ବିଶ୍ୱବିଦ୍ୟାଳୟ

କନକ ବ୍ୟୁରୋ : ବିଶ୍ୱବିଦ୍ୟାଳୟ ଛାତ୍ରୀଙ୍କୁ ମିଳିବ ୬ ମାସର ମ୍ୟାଟରନିଟି ବା ମାତୃତ୍ୱ ଛୁଟି । ଏଭଳି ବଡ଼ ଘୋଷଣା କରିଛି କେରଳ ବିଶ୍ୱବିଦ୍ୟାଳୟ । ଛାତ୍ରୀମାନଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନେଇଛି ବିଶ୍ୱବିଦ୍ୟାଳୟ । ବିଶ୍ୱବିଦ୍ୟାଳୟରେ ପାଠ ପଢ଼ୁଥିବା ୧୮ ବର୍ଷରୁ ଅଧିକ…

ଦେଶରେ ବଢୁଛି ଏଚ୩ଏନ୨ ଭାଇରସରେ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା । ବୟସ୍କଙ୍କୁ ସତର୍କ ରହିବାକୁ ପରାମର୍ଶ

କନକ ବ୍ୟୁରୋ: ମହାମାରୀ କରୋନା ପରେ ଇନଫ୍ଲୁଏଞ୍ଜା ଆତଙ୍କ । ଦେଶରେ ଏବେ ବ୍ୟାପୁଛି ଏଚ୩ଏନ୨ ଭୂତାଣ ୁ । ତେବେ ଏହାକୁ ନେଇ ସତର୍କ ରହିବାକୁ ଦିଲ୍ଲୀ ଏମ୍ସର ପୂର୍ବତନ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ପରାମର୍ଶ ଦେଇଛନ୍ତି । ବିଶେଷକରି ବୟସ୍କ ବ୍ୟକ୍ତି ସାବଧାନ ରହିବାକୁ ସେ କହିଛନ୍ତି । ତେବେ…

ନାଗାଲାଣ୍ଡରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନେଫ୍ୟୁ ରିଓ,ସେପଟେ ଲଗାତାର ଦ୍ୱିତୀୟ ଥର ସାଙ୍ଗମାଙ୍କ ହାତରେ ମେଘାଳୟ…

କନକ ବ୍ୟୁରୋ : ପଞ୍ଚମ ଥର ପାଇଁ ନାଗାଲ୍ୟାଣ୍ଡରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନେଫ୍ୟୁ ରିଓ । ରାଜଧାନୀ କୋହିମାରେ ଆୟୋଜିତ ସମାରୋହରେ ରାଜ୍ୟପାଳ ଲା ଗଣେଶନ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି । ସେହିପରି ମେଘାଳୟରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନ୍ୟାସନାଲ ପିପୁଲ୍ସ…

ଯାତ୍ରା ମଞ୍ଚରେ ହେବନି ଅଶ୍ଲୀଳ ଡ୍ୟାନ୍ସ । ଦ୍ୱି-ଅର୍ଥବୋଧକ ସଂଳାପ କହିପାରିବେନି କଳାକାର

କନକ ବ୍ୟୁରୋ: ଯାତ୍ରା ମଞ୍ଚରେ ଆଉ ପରିବେଷଣ ହେବ ନାହିଁ ଅଶ୍ଳୀଳ ନୃତ୍ୟ । ଦ୍ୱି-ଅର୍ଥବୋଧକ ସଂଳାପ କହିପାରିବେନି କଳାକାର । ଯାତ୍ରାରେ ବଢୁଥିବା ଅଶ୍ଳୀଳତାକୁ ଦୃଷ୍ଟିରେ ରଖି ଏପରି କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ତେବେ ସଂସ୍କୃତି ବିଭାଗର ଏଭଳି ଚିଠିକୁ ନେଇ ଆପତ୍ତି ଉଠାଇଛନ୍ତି କିଛି…

ପୁଣି ରାହୁଲଙ୍କ ବିବାଦୀୟ ବୟାନ୍, ଗଣତନ୍ତ୍ର ଉପରେ ଉଠାଇଲେ ପ୍ରଶ୍ନ

କନକ ବ୍ୟୁରୋ : ପୁଣି ଚର୍ଚ୍ଚାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ବୟାନ୍ । ଏଥର ଦେଶରେ ନୁହେଁ ବରଂ ବିଦେଶରେ ରାହୁଲ ଦେଇଥିବା ବୟାନକୁ ନେଇ ଚର୍ଚ୍ଚା ଜୋର ଧରିଛି । ଭାରତ ଯୋଡୋ ଯାତ୍ରା ପରେ ରାହୁଲ ଏବେ ବିଟ୍ରେନ ଗ୍ରସ୍ତରେ ଯାଇଛନ୍ତି । ସେଠାରେ ଲଣ୍ଡନର ହାଉସ ଅପ୍ ପାର୍ଲ୍ୟାମେଣ୍ଟରେ…