Daily Archives

January 25, 2023

ବ୍ରହ୍ମପୁରରେ ଉତ୍ତର କୋରିଆ ରାଷ୍ଟ୍ରପତିଙ୍କ ଅବିକଳ ନକଲ । ଫିଟନେସ୍ ପାଇଁ ଆସିଛନ୍ତି । ଜାଣନ୍ତୁ କିଏ ସେ ଅଭିନେତା ?

କନକ ବ୍ୟୁରୋ: ବ୍ରହ୍ମପୁର ମେଡିକାଲ ଗ୍ରାଉଣ୍ଡରେ ମହାରାଷ୍ଟ୍ରର ମରାଠୀ କଳାକାର ଅଭିଷେକ ବାରହତେ । ଫିଟନେସ୍ ପାଇଁ ସେଠାରେ ଥିବା ଫିଜିକାଲ ଏକାଡେମୀ ଟ୍ରେନର ସୀମାଞ୍ଚଳଙ୍କ ପାଖରେ ପହଞ୍ଚି ତାଙ୍କ କ୍ୟାମ୍ପରେ ଯୋଗ ଦେଇଛନ୍ତି ଅଭିଷେକ । ତେବେ ଅଭିଷେକ ଉତ୍ତର କୋରିଆ ରାଷ୍ଟ୍ରପତି…

ବିକାଶଠୁ ବହୁ ଦୂରରେ ଏ ଗାଁ । ରାସ୍ତା ନାହିଁ, ପାଣି ନାହିଁ, ଶିକ୍ଷାଠୁ ସ୍ୱାସ୍ଥ୍ୟ- ସବୁକିଛି ଅପହଞ୍ଚ ।

କନକ ବ୍ୟୁରୋ: ଗାଁକୁ ନାହିଁ ରାସ୍ତା । ପିଇବା ପାଇଁ ପାଣିର ଅଭାବ ସାଙ୍ଗକୁ ବିଜୁଳି ସମସ୍ୟା ବି ଲାଗି ରହିଛି । ପିପିଲି ସଁପୁର ପଞ୍ଚାୟତର ଗୋକନ ମଳିକ ସାହିରେ ସମସ୍ତ ସରକାରୀ ଯୋଜନା ଯେମିତି ପ୍ରହସନ ପାଲଟିଛି । ଗାଁରେ ୩୦ରୁ ଅଧିକ ପରିବାରର ୧୫୦ରୁ ଅଧିକ ଲୋକ ବସବାସ କରୁଛନ୍ତି । ହେଲେ…

ପୁଣି ଚମକିଲେ ସୂର୍ଯ୍ୟକୁମାର ଯାଦବ: ବନିଲେ ଆଇସିସି ଶ୍ରେଷ୍ଠ ଟି-୨୦ ପ୍ଲେୟାର

କନକ ବ୍ୟୁରୋ: ଆଇସିସି ଆୱାର୍ଡରେ ପୁଣି ଚମକିଛନ୍ତି ଭାରତୀୟ ଖେଳାଳି । ଆଇସିସି ଦ୍ୱାରା ଆଜି ଟି-୨୦ କ୍ରିକେଟର ଅଫ ଦ ଇୟର ଘୋଷଣା ହୋଇଛି, ଏହି ଆୱାର୍ଡ ଭାରତୀୟ ଖେଳାଳି ସୂର୍ଯ୍ୟ କୁମାର ଯାଦବଙ୍କୁ ଦିଆଯାଇଛି । ଗତ ବର୍ଷ ଟି-୨୦ କ୍ରିକେଟରେ ଧମାଲ ମଚାଇବା ପରେ ସୂର୍ଯ୍ୟଙ୍କୁ ଏହି ସମ୍ମାନ…

ପାକିସ୍ତାନକୁ ଆଇଏମଏଫ ଋଣ ଦେବାକୁ ମନାକରିବାରୁ ଶାହବାଜଙ୍କ ବଡ ନିଷ୍ପତ୍ତି, ସରକାରୀ କର୍ମଚାରୀଙ୍କ ଦରମା ୧୦ ପ୍ରତିଶତ…

କନକ ବ୍ୟୁରୋ : ଆର୍ଥିକ ଭାବେ ଦେବାଳିଆ ହେବାକୁ ଯାଉଥିବା ପାକିସ୍ତାନକୁ ଅନ୍ତରାଷ୍ଟ୍ରୀୟ ମୁଦ୍ରାକୋଷ ବା ଆଇଏମଏଫ ଋଣ ଦେବାକୁ ମନା କରିଛି । ପ୍ରଥମେ ଆଇଏମଏଫ ପାକିସ୍ତାନ ସରକାରଙ୍କ ବଜେଟ ତଥ୍ୟ ମାଗିଥିଲା । ହେଲେ ଶାହବାଜ ସରକାର ଏହା ପ୍ରଦାନ କରିବାରେ ବିଫଳ ହୋଇଥିଲେ । ସେପଟେ ପାକିସ୍ତାନର…

ବାଗେଶ୍ୱର ବାବା ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ କ୍ଲିନଚିଟ୍, ନାଗପୁର ପୋଲିସ କହିଲା ମିଳିଲା ନାହିଁ ଅନ୍ଧବିଶ୍ୱାସ ପ୍ରସାର…

କନକ ବ୍ୟୁରୋ : ବାଗେଶ୍ୱର ଧାମର ପୀଠଧିଶ୍ୱର ପଣ୍ଡିତ ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ ଅନ୍ଧବିଶ୍ୱାସ ପ୍ରସାର କରୁଥିବା ମାମଲାରେ ନାଗପୁର ପୋଲିସ କ୍ଲିନଚିଟ୍ ଦେଇଛି । ନାଗପୁର ପୋଲିସ ତରଫରୁ କୁହାଯାଇଛି କି, ମହାରାଷ୍ଟ୍ର ଅନ୍ଧଶ୍ରଦ୍ଧା ନିର୍ମୁଲନ ସମିତିର ଅଭିଯୋଗ ଉପରେ ଯାଂଚ ପରେ ନାଗପୁର…

ଚମ ଧୁଡୁଧୁଡୁ ହେଲାଣି, କିନ୍ତୁ ଚୁଟି ଧଳା ହେଇନି । ବୁଢୀ ମାଉସୀ ମୁଣ୍ଡରେ ଏ ବୟସରେ ବି କଳା ମଚମଚ ଚୁଟି ।

କନକ ବ୍ୟୁରୋ: ୮୨ ବର୍ଷରେ ପାଚିନି ଚୁଟି । ସୁନ୍ଦରୀ ମାଉସୀର କେଶ କାହାଣୀ । ନାଁ ଯେମିତି, କେଶ ସେମିତି... ଚମ ଧୁଡୁଧୁଡୁ ହୋଇଗଲାଣି, ପାଟି ପାକୁଆ ହୋଇଗଲାଣି । ବୟସ ବି ଗଡିଗଲାଣି । ହେଲେ ଏବେ ବି ବୁଢୀ ମାଉସୀ ମୁଣ୍ଡରେ କଳା ମଚମଚ ଚୁଟି । ଯବାନ ବୟସରେ ଯେମିତି କେଶ କଳା ଥିଲା ସେମିତି ଏବେ…