Daily Archives

January 20, 2023

ବିମାନରେ ପରିସ୍ରା ଘଟଣାରେ ଏୟାରଇଣ୍ଡିଆକୁ ବଡ ଝଟକା: ବିମାନ କମ୍ପାନୀକୁ ୩୦ ଲକ୍ଷ ଟଙ୍କାର ଜରିମାନା ଦେବାକୁ କହିଲେ…

କନକ ବ୍ୟୁରୋ: ଏୟାରଇଣ୍ଡିଆ ଫ୍ଲାଇଟରେ ଘଟିଥିବା ପରିସ୍ରା ଘଟଣାରେ ଡିଜିସିଏ ନିଷ୍ପତି ନେଇଛନ୍ତି । ଡିଜିସିଏ ଏୟାରଇଣ୍ଡିଆ ଫ୍ଲାଇଟ ଉପରେ ୩୦ ଲକ୍ଷ ଟଙ୍କାର ଜୋରିମାନା ଘୋଷଣା କରିଛନ୍ତି । ଏହା ସହ ସେ ସମୟରେ ଥିବା ପାଇଲଟଙ୍କ ଲାଇସେନ୍ସ ମଧ୍ୟ ୩ ମାସ ପାଇଁ ସସପେଣ୍ଡ କରିଛି ଡିଜିସିଏ । କେବଳ…

ବିବିସି ଡକ୍ୟୁମେଂଟାରୀରେ ମୋଦୀଙ୍କୁ ନିନ୍ଦା! ବିଦେଶ ମନ୍ତ୍ରାଳୟ କହିଲା ଭାରତ ବିରୋଧରେ ଅପପ୍ରଚାର

କନକ ବ୍ୟୁରୋ: ବିବିସି ଡକ୍ୟୁମେଂଟାରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିନ୍ଦା । ୨୦୦୨ ଗୁଜରାଟ ଦଙ୍ଗାକୁ ନେଇ ଅନ୍ତର୍ଜାତୀୟ ଗଣମାଧ୍ୟମ କରିଥିବା ଡକ୍ୟୁମେଂଟାରୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅପପ୍ରଚାର କରାଯାଇଥିବା କହିଛି ଭାରତ ବୈଦେଶିକ ମନ୍ତ୍ରାଳୟ । ଆଉ ଏହି ଡକ୍ୟୁମେଂଟାରୀ ଭାରତ…

ପୁଣି ଚାଷୀ ମୁଣ୍ଡରେ ଚଡକ। କୋବି ପରେ କେନ୍ଦୁଝରରେ ବିଲାତିର ଅଭାବୀ ବିକ୍ରି।

କନକ ବ୍ୟୁରୋ: ଚାଷ ଜମିରେ ଗଡୁଛି ଲାଲ ଟହ ଟହ ବିଲାତି । ଅମଳ ହେବାକୁ ଥିବା ଫସଲ କିଭଳି ଉଚିତ ଦରରେ ବିକିବ ସେ ନେଇ ଏବେ ଚିନ୍ତାରେ ପଡିଛି ଚାଷୀ । ଶୀତଳଭଣ୍ଡାର ନଥିବାରୁ କ୍ଷତି ସହି କମ ଦରରେ ବିଲାତିକୁ ବିକ୍ରି କରିବାକୁ ବାଧ୍ୟ ହେଉଛି ଚାଷୀ । କେନ୍ଦୁଝରରୁ ଆସିଛି ବିଲାତି ଅଭାବୀ ବିକ୍ରୀର…

ବ୍ରାଣ୍ଡସ୍ ଅଫ ଓଡିଶା, ପ୍ରାଇଡ ଅଫ ଇଣ୍ଡିଆର ଷଷ୍ଠ ସଂସ୍କରଣ । ଭିଡିଓ ବାର୍ତା ଦେଇ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ,…

କନକ ବ୍ୟୁରୋ: ବ୍ରାଣ୍ଡ୍ସ ଅଫ ଓଡି଼ଶା ପ୍ରାଇଡ୍ ଅଫ ଇଣ୍ଡିଆ । ସମ୍ବାଦ କର୍ପୋରେଟ୍ଏକ୍ସିଲେନ୍ସ ଆୱାର୍ଡ- ୨୦୨୩ । ଚଳିତବର୍ଷ ଭୁବନେଶ୍ୱର ହୋଟେଲ ମେ ଫେୟାର କନଭେନସନରେ ଆୟୋଜନ କରାଯାଇଛି ଏହାର ଷଷ୍ଠ ସଂସ୍କରଣ । କାର୍ଯ୍ୟକ୍ରମରେ ପୌରହିତ୍ୟ କରିଛନ୍ତି ସମ୍ବାଦ ଗ୍ରୁପର ଅଧ୍ୟକ୍ଷ ସୌମ୍ୟରଞ୍ଜନ…

ଭାରତ ବିରୋଧରେ ଚୀନର ନୂଆ ଚାଲ୍: ଜଳକୁ ଅସ୍ତ୍ର କରିବାକୁ ଜିନପିଙ୍ଗଙ୍କ ଷଡଯନ୍ତ୍ର

କନକ ବ୍ୟୁରୋ: ଯେତେ ବୁଦ୍ଧି ଶିଖିଲେ ବି ଚେତୁନି ଚୀନ୍ । ବରଂ ଭାରତ ବିରୋଧରେ ଗୋଟିଏ ପରେ ଗୋଟିଏ ଷଡ଼ଯନ୍ତ୍ର କରି ଚାଲିଛି । ସୀମାରେ ଭାରତୀୟ ସେନା ଚୀନର ପିଏଲଏକୁ ବାରମ୍ବାର କଡ଼ା ଜବାବ ଦେଉଛି । ଫଳରେ ହତୋତ୍ସାହ ହୋଇପଡ଼ିଛନ୍ତି ଜିନପିଙ୍ଗ ସରକାର । ଯାହାକୁ ନେଇ ଏବେ ଜଳକୁ ଅସ୍ତ୍ର କରି ଭାରତ…