Daily Archives

January 23, 2023

ବିବାଦ ଭିତରେ କନକ ନ୍ୟୁଜକୁ ହୃଦୟର କଥା କହିଲେ ହ୍ୟୁମାନ: ମୋ ଶ୍ରେୟା ସେମିତି ନୁହେଁ, ତାଙ୍କୁ ମତାଯାଇଛି

କନକ ବ୍ୟୁରୋ: ଘରୋଇ ହିଂସା ମାମଲାରେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ପତ୍ନୀ ଶ୍ରେୟାଙ୍କ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ଆଜି କାଉନସେଲିଂ ପାଇଁ ପୁଲିସ ଉଭୟଙ୍କୁ ଡାକିଥିଲେ ବି ଶ୍ରେୟା ଆସିନାହାନ୍ତି । ଏଥିପାଇଁ ସେ ୩୦ ଯାଏଁ ସମୟ ନେଇଛନ୍ତି । ଏବେ ୩୦ ତାରିଖରେ ଉଭୟଙ୍କ କାଉନସେଲିଂ ହେବ ।…

ପରାକ୍ରମ ଦିବସରେ ଯୋଦ୍ଧାଙ୍କୁ ସମ୍ମାନ: ୨୧ ପରମବୀର ଚକ୍ର ବିଜେତାଙ୍କ ନାଁରେ ନାମିତ ହେଲା ଆଣ୍ଡାମାନା-ନିକୋବରର ୨୧…

କନକ ବ୍ୟୁରୋ: ନେତାଜୀ ସୁବାଷ ଚନ୍ଦ୍ର ବୋସଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି । ନେତାଜୀଙ୍କ ଜୟନ୍ତୀକୁ ପରାକ୍ରମ ଦିବସ ଭାବେ ପାଳନ କରାଯାଉଛି । ଏହି ଅବସରରେ ଆଣ୍ଡାମାନ-ନିକୋବରରେ ଥଇବା ୨୧ଟି ନାମହୀନ ଦ୍ୱୀପରନାମକରଣ କରିଛନ୍ତି ପ୍ରଧାନମନ୍ତ୍ରୀ । ଏଥିସହ ନେତାଜୀଙ୍କ…

ବିବାହ ବନ୍ଧନରେ ବାନ୍ଧି ହେଲେ ଆଥେୟା-କେ.ଏଲ ରାହୁଲ: ଖଣ୍ଡାଲା ଫାର୍ମ ହାଉସରେ ଦକ୍ଷିଣ ଭାରତୀୟ ରୀତିନୀତିରେ ହେଲା…

କନକ ବ୍ୟୁରୋ: ବିବାହ ବନ୍ଧନରେ ବାନ୍ଧି ହେଲେ କ୍ରିକେଟର କେ.ଏଲ ରାହୁଲ ଓ ଅଭିନେତ୍ରୀ ଆଥେୟା ସେଟୀ । ୩ ବର୍ଷ ପରସ୍ପରକୁ ଡେଟ୍ କରିବା ପରେ ଶେଷରେ ପରସ୍ପରର ହାତ ଧରିଛନ୍ତି ଏହି ଚର୍ଚ୍ଚିତ ଯୋଡି । ଖଣ୍ଡାଲାରେ ଥିବା ସୁନୀଲ ସେଟୀଙ୍କ ଫାର୍ମ ହାଉସରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଛି ।…

ବ୍ରାଜିଲରେ ଚିନ୍ତା ବଢାଉଛି ଶିଶୁ ମୃତ୍ୟୁ: ୪ ମାସରେ ଗଲାଣି ୫୭୦ ଜୀବନ, କୁପୋଷଣ ଓ ସୁନାଖଣି ପାଲଟିଛି ମୃତ୍ୟୁର କାରଣ

କନକ ବ୍ୟୁରୋ: ବ୍ରାଜିଲରେ ଚିନ୍ତା ବଢାଉଛି ଶିଶୁ ମୃତ୍ୟୁ । ୪ ମାସରେ ଗଲାଣି ୫୭୦ ଜଣଙ୍କ ଜୀବନ । ତେବେ ଏହି ଶିଶୁ ମୃତ୍ୟୁ ପଛରେ ପ୍ରମୁଖ କାରଣ କୁପୋଷଣ ଓ ସୁନା ଖଣି ବୋଲି କୁହାଯାଉଛି । କାରଣ ବ୍ରାଜିଲରେ ଅନେକ ସୁନା ଖଣି ରହିଛି । ଯାହାର ଖନନ ପାଇଁ ପାରଦ ବା ମର୍କୁରୀର ବ୍ୟବହାର ହୋଇଥାଏ ।…

ବିବାହକୁ ନେଇ ଚର୍ଚ୍ଚାରେ ରାହୁଲ ଗାନ୍ଧୀଙ୍କ ବୟାନ୍: କହିଲେ, ଉପଯୁକ୍ତ ଜୀବନସାଥୀ ମିଳିଲେ କରିବେ ବିବାହ

କନକ ବ୍ୟୁରୋ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ତାଙ୍କ ବିବାହକୁ ନେଇ ଅନେକ ସମୟରେ ପ୍ରଶ୍ନ କରାଯାଏ । ଏବେ ଖୋଦ୍ ରାହୁଲ ଗାନ୍ଧୀ ଏହାର ଜବାବ ଦେଇଛନ୍ତି । ବୁଦ୍ଧିମାନ ଝିଅ ମିଳିଲେ ନିଶ୍ଚୟ କରିବେ ବୋଲି ରାହୁଲ ଗାନ୍ଧୀ କହିଛନ୍ତି । ଏକ ସାକ୍ଷାତକାରରେ ଏଭଳି ବୟାନ ଦେଇ ଚର୍ଚ୍ଚାକୁ…