Daily Archives

January 17, 2023

ଏମସିଏ ଛାତ୍ରଙ୍କ ଆତ୍ମହତ୍ୟା। ଭିଡିଓ କଲ କରି ଝୁଲିପଡିଲେ ଛାତ୍ର।

କନକ ବ୍ୟୁରୋ: ଭିଡିଓ କଲ କରି ଝୁଲିପଡିଲେ ଛାତ୍ର । ଶ୍ରୀ ଶ୍ରୀ ୟୁନିଭରସିଟିର ଏମସିଏ ଛାତ୍ରଙ୍କ ଆତ୍ମହତ୍ୟା । ଶଣ୍ଢପୁର ସ୍ଥିତ ଭଡାଘରେ ଭିଡିଓ କଲ କରି ଝୁଲିପଡିଲେ । ଘଟଣାସ୍ଥଳରେ ଗୋଡିସାହି ପୁଲିସର ଛାନଭିନ୍ । ବାନ୍ଧବୀଙ୍କୁ ଭିଡିଓ କଲ ଆତ୍ମହତ୍ୟା କଲେ ଛାତ୍ର ଜଣଙ୍କ ।

ୟୁଏନସି ସୁରକ୍ଷା ପରିଷଦରେ ଅବଦୁଲ ରହମାନ ମକ୍କି ଗ୍ଲୋବାଲ ଆତଙ୍କୀ ଘୋଷିତ । ୨୬/୧୧ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ…

କନକ ବ୍ୟୁରୋ : ସୋମବାର ୟୁଏନଏସସି ବା ମିଳିତ ରାଷ୍ଟ୍ର ସଂଘର ସୁରକ୍ଷା ପରିଷଦ ଅବଦୁଲ ରହମାନ ମକ୍କିକୁ ଗ୍ଲୋବାଲ ଆତଙ୍କୀ ବୋଲି ଘୋଷଣା କରିଛନ୍ତି । ଅବଦୁଲ ରହମାନେ ମକ୍କି ହେଉଛନ୍ତି ଭାରତରେ ହୋଇଥିବା ୨୬/୧୧ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସଇଦିଙ୍କ ଭିଣୋଇ । ସଂଯୁକ୍ତ ରାଷ୍ଟ୍ର ନିଜ ବୟାନରେ…

ବଦଳୁଛି ଦକ୍ଷିଣ ଓଡିଶାର ରାଜନୈତିକ ସମୀକରଣ। ଗମାଙ୍ଗ ଓ ପାଙ୍ଗି ବିଗାଡିବେ କି ଖେଳ?

କନକ ବ୍ୟୁରୋ: ଗିରିଧର ଗମାଙ୍ଗ, ତାଙ୍କ ପୁଅ ଶିଶିର ଗମାଙ୍ଗଙ୍କ ପରେ ଏବେ ଜୟରାମ ପାଙ୍ଗି ସୋମବାର ଭାରତୀୟ ରାଷ୍ଟ ସମିତ, ବିଆରଏସ୍ ମୁଖ୍ୟ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କୁ ଭେଟିଛନ୍ତି । ଏହାପରେ ଅବିଭକ୍ତ କୋରାପୁଟ ଜିଲ୍ଲାର ସମୀକରଣ ବଦଳିବା ପାଇଁ ଯାଉଛି । ଜୟରାମ…

ଖସିଯିବାକୁ ଚେଷ୍ଟା କରୁଥିଲେ ୨ ଆତଙ୍କବାଦୀ, ଗୋଡେଇ ଗୋଡେଇ ଏନକାଉଁଟର କଲେ ସୁରକ୍ଷାକର୍ମୀ

କନକ ବ୍ୟୁରୋ : ଜମ୍ମୁ କଶ୍ମୀରର ବଡ଼ଗାମରେ ମଙ୍ଗଳବାର ସୁରକ୍ଷାକର୍ମୀମାନେ ଲସ୍କର ଆତଙ୍କୀ ସଙ୍ଗଠନର ଦୁଇ ଆତଙ୍କୀଙ୍କୁ ଏନକାଉଂଟର କରିଛନ୍ତି । ସେହି ଅଂଚଳରେ ସୁରକ୍ଷାକର୍ମୀଙ୍କୁ ଆତଙ୍କୀମାନେ ଲୁଚିଥିବା ଖବର ମିଳିଥିଲା । ଏହା ପରେ ସେନାର ଯବାନ ଓ ପୁଲିସ ମିଶି ଜଏଂଟ ଅପରେସନରେ ଦୁଇ ଆତଙ୍କୀକୁ…

ବଦଳିଲା ପାକ୍ ପ୍ରଧାନମନ୍ତ୍ରୀଙ୍କ ସ୍ୱର। ଲୋଡ଼ିଲେ ମୋଦୀଙ୍କ ସହଯୋଗ!

କନକ ବ୍ୟୁରୋ: ପାକିସ୍ତାନରେ ଆର୍ଥିକ ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ମହଙ୍ଗା ଦର ଏତେ ମାତ୍ରାରେ ବଢ଼ିଯାଇଛି ଯେ ସାଧାରଣ ଲୋକଙ୍କୁ ବଞ୍ଚିବା କଷ୍ଟକର ହୋଇପଡ଼ିଲାଣି । ଏହାରି ଭିତରେ ପ୍ରଧାନମନ୍ତ୍ରୀ ଶହବାଜ ଶରିଫ୍ ଭାରତକୁ ନେଇ ବଡ଼ ବୟାନ ଦେଇଛନ୍ତି । ଏଭଳି ସ୍ଥିତିରେ…