Daily Archives

January 8, 2023

ହକି ବିଶ୍ୱକପ ପୂର୍ବରୁ ରାଉରକେଲା ବିମାନବନ୍ଦରରୁ ମିଳିଲା ଗୁଳି: ଯାତ୍ରୀଙ୍କ ବ୍ୟାଗରୁ ଜବତ ହେଲା ୬ଟି ଅଫୁଟା ଗୁଳି

କନକ ବ୍ୟୁରୋ: ହକି ବିଶ୍ୱକପ ପୂର୍ବରୁ ରାଉରକେଲା ବିମାନବନ୍ଦରରୁ ମିଳିଲା ଗୁଳି । ଜଣେ ଯାତ୍ରୀଙ୍କ ବ୍ୟାଗରୁ ଜବତ ହୋଇଛି ୬ଟି ଅଫୁଟା ଗୁଳି । ସିକ୍ୟୁରିଟି ସ୍କାନର ଜରିଆରେ ଗୁଳି ଧରାପଡ଼ିଥିବା ଜଣାପଡ଼ିଛି । ସତ ସାମ୍ନାକୁ ଆସିବା ପରେ ସଂପୃକ୍ତ ଯାତ୍ରୀଙ୍କୁ ଅଟକ ରଖି ପଚରାଉଚୁରା କରୁଛି ପୁଲିସ…

ଭୁବନେଶ୍ୱରରେ ରକ୍ତ ଚରିତ୍ର ରିଟର୍ଣ୍ଣସ: ଜନଗହଳିପୂର୍ଣ୍ଣ ଚନ୍ଦ୍ରଶେଖରପୁର ଅଂଚଳରେ ୩୦ରୁ ଅଧିକ ଯୁବକଙ୍କ ଗୁଣ୍ଡାରାଜ

କନକ ବ୍ୟୁରୋ: ଅଧରାତିର ଆତଙ୍କ । ରକ୍ତଚରିତ୍ର ରିଟର୍ଣ୍ଣସ । ରାଜଧାନୀର ଛାତି ଉପରେ ଯୁବକଙ୍କ ଉତ୍ପାତ୍ । ଭୁବନେଶ୍ୱରର ଏକ କ୍ଲବ ଆଗରେ ରକ୍ତ ଚରିତ୍ର ରିଟର୍ଣ୍ଣସ ନାରା ଦେଇ, ୩୦ରୁ ଅଧିକ ଯୁବକ ଗଣ୍ଡଗୋଳ କରିଥିବା ସୂଚନା ମିଳିଛି । ଥାନାରେ ଦିଆଯାଇଥିବା ଅଭିଯୋଗ ଅନୁସାରେ, ଗତରାତି ଠିକ୍…

ପୁରୀ ଶ୍ରୀନଅରରେ ପାଳିତ ହେଉଛି ପୁଷ୍ୟାଭିଷେକ ନୀତି: ଗଜପତି ମହାରାଜଙ୍କ ହେଲା ରାଜାଭିଷେକ

କନକ ବ୍ୟୁରୋ: ପୁରୀ ଶ୍ରୀନଅରରେ ପାଳିତ ହୋଇଛି ଗଜପତି ମହାରାଜଙ୍କ ପୁଷ୍ୟାଭିଷେକ ନୀତି । ଆଜି ରବିବାର ମାଘମାସର ପୁଷ୍ୟା ନକ୍ଷତ୍ର ପଡୁଥିବାରୁ ଶ୍ରୀନଅରରେ ମହାପ୍ରଭୁଙ୍କର ଚଳିନ୍ତି ପ୍ରତିମା ଗଜପତିଙ୍କ ରାଜାଭିଷେକ କରାଯାଇଛି । ଷୋଳ ଶାସନ ବ୍ରାହ୍ମଣ ଓ ୩୨ କରବାଡ ପ୍ରତିନିଧି ଗଜପତିଙ୍କୁ…

ମକର ସଂକ୍ରାନ୍ତି ପାଇଁ ଚାଲିଛି ତିଳଉ ପିଠା ପ୍ରସ୍ତୁତି: ବାଲେଶ୍ୱର ଓ ମୟୂରଭଞ୍ଜ ଅଞ୍ଚଳରେ ରହିଛି ତିଳଉ ପିଠାର ଚାହିଦା

କନକ ବ୍ୟୁରୋ: ମକର ସଂକ୍ରାନ୍ତି ପାଇଁ ଚାଲିଛି ତିଳଉ ପିଠାର ପ୍ରସ୍ତୁତି । ଏହି ଦିନ ଏକ ସ୍ୱତନ୍ତ୍ର ମିଠା ବ୍ୟବହାର କରନ୍ତି ବାଲେଶ୍ୱର ଓ ମୟୂରଭଂଜ ବାସିନ୍ଦା । ଯାହାକୁ ତିଳଉ ପିଠା କୁହାଯାଏ । ଗୁଡ଼ ଓ ଚିନିକୁ ପାଗ କରି ତିଳଉ ପିଠା ପ୍ରସ୍ତତ କରାଯାଏ । ପ୍ରାୟ ୭୦ ବର୍ଷ ହେଲା ବାଲେଶ୍ୱର…

ବରିଷ୍ଠ ନାଗରିକଙ୍କ ପାଇଁ ଖୁସି ଖବର। ୮ ପ୍ରତିଶତ ଛୁଇଁଲା ସ୍ଥାୟୀ ଜମା ସୁଧହାର।

କନକ ବ୍ୟୁରୋ: ୩ ବର୍ଷ ପରେ ଫିକ୍ସଡ୍ ଡିପୋଜିଟ୍ରେ ୮ ପ୍ରତିଶତ ହାରରେ ସୁଧ ପାଇବେ ବରିଷ୍ଠ ନାଗରିକ । ବରିଷ୍ଠ ନାଗରିକ ସଞ୍ଚୟ ସ୍କିମ୍ରେ ସରକାର ସୁଧହାର ବଢ଼ାଇବା ପରେ ବରିିଷ୍ଠ ନାଗରିକଙ୍କୁ ଆଶ୍ୱସ୍ତି ଆଣିଦେଇଛି । ଏପରିକି କିଛି ବ୍ୟାଙ୍କ ସୁଧହାରକୁ ୮ ପ୍ରତିଶତରୁ ଅଧିକ କରିଛନ୍ତି । ସେହିପରି…