Daily Archives

January 16, 2023

ପାକିସ୍ତାନର ମୁଖା ଖୋଲିଲେ ପାକ ହକି ଟିମର କୋଚ୍: କହିଲେ, ୯ ମାସ ହେବ ଦରମା ଦେଉନି ପାକିସ୍ତାନ

କନକ ବ୍ୟୁରୋ: ପୁଣି ଖୋଲିଛି ପାକିସ୍ତାନର ମୁଖା । ପାକିସ୍ତାନ ସରକାର ବିରୋଧରେ ମନ୍ତବ୍ୟ ଦେଇ ଏବେ ଚର୍ଚ୍ଚାକୁ ଆସିଛନ୍ତି ପାକିସ୍ତାନ ଅନ୍ତର୍ଜାତୀୟ ହକି ଟିମର କୋଚ ସେଇଗଫ୍ରେଡ ଆଇକମ୍ୟାନ । ପାକିସ୍ତାନ ସରକାର କେମିତି କ୍ରୀଡା ଭିତରେ ହସ୍ତକ୍ଷେପ କରି ତାଙ୍କ ଦରମା ବନ୍ଦ କରିଦେଇଛନ୍ତି ସେ…

ବିଶ୍ୱମଞ୍ଚରେ ଚମକିଲା ‘ଆରଆରଆର’: ମିଳିଲା ସର୍ବଶ୍ରେଷ୍ଠ ବିଦେଶୀ ଭାଷା ଫିଲ୍ମ

କନକ ବ୍ୟୁରୋ: ପୁଣି ଥରେ ସଫଳତା ପାଇଲା ବହୁଭାଷୀ ଫିଲ୍ମ ଆରଆରଆର । କ୍ରିଟିକ ଚୟସ ଆୱାର୍ଡରେ ଫିଲ୍ମକୁ ମିଳିଲା ସର୍ବଶ୍ରେଷ୍ଟ ବିଦେଶୀ ଭାଷାର ସମ୍ମାନ । ରବିବାର ଆମେରିକାର ଲସ୍ ଆଞ୍ଜେଲସ୍ରେ ୨୮ ତମ କ୍ରିଟିକ୍ସ ଚଏସ୍ ଆୱାର୍ଡରେ ‘ଆରଆରଆର’ ନିର୍ଦ୍ଦେଶକ ଏସଏସ୍ ରାଜାମୌଲୀଙ୍କୁ ପୁରସ୍କୃତ…

ପଡୋଶୀ ପାକିସ୍ତାନରୁ ଆସିଲା ବିକଳ ଚିତ୍ର: ଖାଦ୍ୟ ପାଇଁ ଅଟା ଟ୍ରକ୍ ପଛରେ ଗୋଡାଉଛନ୍ତି ଲୋକେ

କନକ ବ୍ୟୁରୋ: ଆର୍ଥକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନରୁ ଆସିଛି ଏଭଳି କିଛି ଭିଡିଓ । ଏହା କୋଣସି ବାଇକ୍ ରାଲି ନୁହେଁ । ଖାଦ୍ୟ ପାଇଁ ଏକ ଗହମ ଟ୍ରକ୍ ପଛରେ ଲୋକେ କପରି ବାଇକରେ ଗୋଡାଉଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ଗହମ ଟ୍ରକ ନିକଟକୁ ଆସି ଟଙ୍କା ଦେଖାଇ ଏକ ପ୍ୟାକେଟ୍ ଗହମ…

ଫେସବୁକ ଲାଇଭ ଦେଖାଇଲା ଛାତିଥରା ଦୃଶ୍ୟ: ହାତରେ ଥିଲା ମୋବାଇଲ, ମୁଣ୍ଡ ଉପରେ ଥିଲା ମୃତ୍ୟୁ

କନକ ବ୍ୟୁରୋ: ଜାନୁଆରୀ ୧୫ । ନେପାଳ ଇତିହାସର କଳା ଦିନ । ଭୟଙ୍କର ଦୁର୍ଘଟଣା ଯୋଗୁଁ ୮୯ବର୍ଷ ପରେ ପୁଣି ନେପାଳ ଛାତି ଥରି ଉଠିଛି । ୧୯୩୪ ମସିହାରେ ହୋଇଥିବା ଭୟଙ୍କର ଭୁକମ୍ପରେ ଶତାଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା । ଦୀର୍ଘବର୍ଷ ପୁରୁଣା ସେହି କଳାଦିନ ପୁଣି ଥରେ ନେପାଳବାସୀଙ୍କ ମନେପଡିଛି ।…

ଚିତ୍କାର କରୁଛି ନେପାଳର ପୋଖରାନ: ମୃତ ପ୍ରିୟଜନଙ୍କ ଶବ ନେବା ପାଇଁ ଡାକ୍ତରଖାନାରେ ଜମିଛି ସମ୍ପର୍କୀୟଙ୍କ ଗହଳି

କନକ ବ୍ୟୁରୋ: ରବିବାର ଘଟିଛି ବଡଧରଣର ଦୁର୍ଘଟଣା । ନେପାଳରେ ଘଟିଛି ବଡ ଧରଣର ବିମାନ ଦୁର୍ଘଟଣା । ତେବେ କେଉଁ ପରିସ୍ଥିତିରେ ହୋଇଥିଲା ଏହାର କାରଣ ଏବେ ସୁଦ୍ଧା ସ୍ପଷ୍ଟ ହୋଇପାରିନି । ସୋମବାର ଦୁର୍ଘଟଣାସ୍ଥଳରେ ପହଁଚିଛି ନେପାଳ ସେନା ଓ ତଦନ୍ତକାରୀ ଦଳ । ସୂଚନା ଅନୁସାରେ ଦୁର୍ଘଟଣାସ୍ଥଳରୁ…