Daily Archives

January 10, 2023

ପ୍ରଥମ ଦିନିକିଆ ଜିତିଲା ଭାରତ: ୬୭ ରନରେ ଶ୍ରୀଲଙ୍କାକୁ କଲା ପରାସ୍ତ

କନକ ବ୍ୟୁରୋ: ଭାରତ-ଶ୍ରୀଲଙ୍କା ପ୍ରଥମ ଦିନିକିଆ ମ୍ୟାଚରେ ବାଜି ମାରିନେଇଛି ଭାରତ । ଏହି ମ୍ୟାଚରେ ଭାରତ ଶ୍ରୀଲଙ୍କାକୁ ୬୭ ରନରେ ପରାସ୍ତ କରିଛି । ଫଳରେ ୩ଟିକିଆ ମ୍ୟାଚ ବିଶିଷ୍ଟ ଏହି ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି । ଭାରତ ଏହି ମ୍ୟାଚରେ ଦମଦାର ପ୍ରଦର୍ଶନ କରିଥିଲା । ଉଭୟ ବ୍ୟାଟିଂ ଓ…

କାଲିଠୁ ଖୋଲିବ ଧବଳେଶ୍ୱର ପୀଠ: ସର୍ବସାଧାରଣ ଦର୍ଶନ ପାଇଁ ଅନୁମତି ଦେଲା ଜିଲ୍ଲା ପ୍ରଶାସନ

କନକ ବ୍ୟୁରୋ: ଆସନ୍ତାକାଲିଠୁ ଖୋଲିବ ବାବା ଧବଳେଶ୍ୱରଙ୍କ ପୀଠ । ସର୍ବସାଧାରଣଙ୍କ ଦର୍ଶନ ପାଇଁ ଜିଲ୍ଲା ପ୍ରଶାସନର ଅନୁମତି । ମନ୍ଦିରକୁ ଯିବାକୁ ଅସ୍ଥାୟୀ ରାସ୍ତାର ବ୍ୟବସ୍ଥା ହୋଇଛି । ମହାନଦୀ ଭିତରେ ନିର୍ମିତ ହୋଇଛି ଏକ ଅସ୍ଥାୟୀ ରାସ୍ତା । ନଭେମ୍ବର ୧ରୁ ଶ୍ରଦ୍ଧାଳୁଙ୍କୁ ପୀଠ ମଧ୍ୟକୁ…

ଲୁଚକାଳି ଖେଳିଲା ଗଜରାଜ: ୩୦ ଘଂଟାର ଅପରେସନ ସଫଳ, ଟ୍ରାଙ୍କୁଲାଇଜ ପରେ କାବୁ ହେଲା

କନକ ବ୍ୟୁରୋ: ଦୀର୍ଘ ସମୟ ଧରି ଲୁଚକାଳି ଖେଳ ଖେଳିବା ପରେ କାବୁ ହେଲା ହାତୀ । ପୁରୀ ସଦର ଅଂଚଳରେ ସୋମବାର ରାତିରୁ ଆତଙ୍କ ଖେଳାଇ ଦେଇଥିବା ଦନ୍ତା ଧରା ପଡିଛି । ପୁରୀ ବାଲୁଖଣ୍ଡ ଅଭୟାରଣ୍ୟରେ ଦନ୍ତାକୁ ସକାଳେ ଠାବ କରିବା ପରେ ଟ୍ରାଂକୁଲାଇଜ ଉଦ୍ୟମ ଆରମ୍ଭ ହୋଇଥିଲା । ସେପଟେ ହାତୀକୁ ଦେଖିବା…

‘ଶୀତ ବଢ଼ାଉଛି ହୃଦଘାତ’: ସାତ ଦିନରେ କାନପୁରରେ ୧୩୧ ଜଣଙ୍କ ମୃତ୍ୟୁ

କନକ ବ୍ୟୁରୋ: ରାଜ୍ୟର ଯେତେବେଳେ ଶୀତ ଲହରୀ ଜାରି ରହିଛି, ପ୍ରବଳ ଥଣ୍ଡା ଅନୁଭୁତ ହେଉଛି, କାଠୁଆ ଜାଡରେ ହାତ ଗୋଡ କମ୍ପି ଯାଉଛି, ସେତିକିବେଳେ ଉତରପ୍ରଦେଶର କାନପୁରରୁ ଆସିଛି ଚିନ୍ତାଜନକ ଖବର । ଶୀତ ଯୋଗୁଁ ବଢ଼ୁଛି ହୃଦଘାତ ସଂଖ୍ୟା । ପ୍ରବଳ ଥଣ୍ଡା ଯୋଗୁଁ ହେଉଥିବା ହୃଦଘାତରେ ମୃତ୍ୟୁ…

ଚର୍ଚ୍ଚାରେ ହକିର ଏନ୍ତୁଡିଶାଳ ସୁନ୍ଦରଗଡର ସଉନାମୁରା ଗାଁ: ଏଇଠି ଜନ୍ମ ହୋଇଛନ୍ତି ବଡ ବଡ ଖେଳାଳି

କନକ ବ୍ୟୁରୋ: ଯେଉଁମାନେ କୁହନ୍ତି, ବଣର ମଲ୍ଲି ବଣରେ ଫୁଟି ମଳିଯାଏ । ହୁଏତ ସେମାନେ ସୁନ୍ଦରଗଡ଼ର ସୁନା ଗାଁ ସଉନାମରା କାହାଣୀ ଜାଣି ନାହାଁନ୍ତି । କାରଣ, ଏଠି ମଲ୍ଲି ପଲ୍ଲୀରେ ଫୁଟେ ସତ, କିନ୍ତୁ ତା’ର ବାସରେ ସାରା ଭାରତ ଚହଟେ । ଇଏ ହେଉଛି ସେହି ଗାଁ, ଯେଉଁ ଗାଁ ଦାଣ୍ଡରେ ଦିନେ ଦିଲ୍ଲୀପ…