Daily Archives

January 15, 2023

ପୁରୁଷ ହକି ବିଶ୍ୱକପ: ଭାରତ –ଇଂଲଣ୍ଡ ମ୍ୟାଚ ଡ୍ରରେ ଶେଷ। ୪ ପଏଣ୍ଟ ସହ ଗ୍ରୁପ ଶୀର୍ଷରେ ଇଂଲଣ୍ଡ ଦଳ।

କନକ ବ୍ୟୁରୋ: ଚଳିତ ବିଶ୍ୱକପରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ଡ୍ର’ । ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମରେ ଗ୍ରୁପ-ଡି’ର ହାଇଭୋଲଟେଜ୍ ମୁକାବିଲାର ଉଭୟ ଦଳ ପରସ୍ପରକୁ କଡ଼ା ଟକ୍କର ଦେଇଥିଲେ । ଚାରୋଟି ଯାକ କ୍ୱାର୍ଟରରେ କେହି କାହାରିକୁ ଗୋଲ୍ ଦେଇପାରିନଥିଲେ । ଫଳରେ…

ପେପର ପ୍ଲେଟ ତିଆରି କରି ବ୍ୟବସାୟରେ ସଫଳ ଜାଗୃତି ମହିଳା ସଙ୍ଗଠନ

କନକ ବ୍ୟୁରୋ: ସମୟ ସହ ତାଳ ଦେଇ ବଦଳୁଛି ମହିଳାମାନଙ୍କ ରୁଚି ଓ ରୋଜଗାରର ତରିକା । ପେପର ପ୍ଲେଟ ତିଆରି କରି ବ୍ୟବସାୟରେ ସଫଳ ହୋଇଛନ୍ତି ବଡଚଣା ବ୍ଲକର ଚଣ୍ଡିତଳ ପଞ୍ଚାୟତର ଜାଗୃତି ମହିଳା ସଙ୍ଗଠନର ସଦସ୍ୟା । ଦିନେ ଏହି ମହିଳାମାନେ ଘର କୋଣରେ ବସିରହି ପରିବାର ଉପରେ ନିର୍ଭର କରୁଥିଲେ । ହେଲେ…

ଅସ୍ତରଙ୍ଗର ସଫଳ ଉଦ୍ୟୋଗୀ ଅଭିମନ୍ୟୁ ବେହେରା। ଧୂପକାଠି ତିଆରି ବ୍ୟବସାୟ କରି କରୁଛନ୍ତି ଭଲ ରୋଜଗାର।

କନକ ବ୍ୟୁରୋ: ଅସ୍ତରଙ୍ଗ ଅଞ୍ଚଳ ସଫଳ ବ୍ୟକ୍ତି ଅଭିମନ୍ୟୁ ବେହେରା। ଦିନ ଥିଲା ଏହି ବ୍ୟକ୍ତି ଜଣକ ଟେଣ୍ଟ ହାଉସ ବ୍ୟବସାୟ କରି ଭଲ ଦି ପଇସା ରୋଜଗାର କରୁଥିଲେ । ୨୦ ଜଣ ବେକାର ଯୁବକଙ୍କୁ ନିଯୁକ୍ତିି ଦେଇ ରୋଜଗାର ଦେଇ ଆସୁଥିଲେ । କିନ୍ତୁ କରୋନା ମହାମାରୀ ଆସିବା ପରେ ବ୍ୟବସାୟ ବୁଡିଗଲା । ଆଉ…