Daily Archives

January 9, 2023

ବ୍ରାଜିଲ ରାଜନୀତିରେ ଭୟାନକ ସ୍ଥିତି। ରାଷ୍ଟ୍ରପତି ନିର୍ବାଚନ ଫଳାଫଳକୁ ବିରୋଧ ।

କନକ ବ୍ୟୁରୋ: ରାଜନୈତିକ ବିବାଦକୁ ନେଇ ଉଠୁଛି ପଡୁଛି ବ୍ରାଜିଲ । ରାସ୍ତାକୁ ଓହ୍ଲାଇଛନ୍ତି ହଜାର ହଜାର ପ୍ରଦର୍ଶନକାରୀ । ବର୍ତମାନର ରାଷ୍ଟ୍ରପତି ଓ ପୂର୍ବତନ ରାଷ୍ଟ୍ରପତିଙ୍କ ସମର୍ଥକଙ୍କୁ ନେଇ ହୋଇଥିବା ମୁହାଁମୁହିଁର ଇଏ ହେଉଛି ତାଜା ଚିତ୍ର । ପୂର୍ବତନ ରାଷ୍ଟ୍ରପତି ବୋଲସୋନାରୋଙ୍କ ସମର୍ଥକ…

ଦିଲ୍ଲୀ ହିଟ୍ ଆଣ୍ଡ ରନ୍ ମାମଲା। ଦୋଷ ମାନିଲେ ଅଭିଯୁକ୍ତ

କନକ ବ୍ୟୁରୋ: ଦିଲ୍ଲୀ କାଞ୍ଝିୱାଲର ବହୁ ଚର୍ଚ୍ଚିତ ହିଟ୍ ଆଣ୍ଡ ରନ ମାମଲାରେ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଦିଲ୍ଲୀ ପୁଲିସ ସିସିଟିଭି ଫୁଟେଜ ଓ ଅଭିଯୁକ୍ତଙ୍କ ବୟାନ ଆଧାରରେ ଛାନଭିନ କରୁଛନ୍ତି । ଏହା ଭିତରେ ଗିରଫ ୬ଜଣ ଅଭିଯୁକ୍ତ କାଳରାତିରେ ଘଟାଇଥିବା ଜଘନ୍ୟ ଅପରାଧକୁ…

ସଲମାନ ଖାନଙ୍କ ଉପରେ ଅଭିଯୋଗ ଆଣିଲେ ପୁରୁଣା ପ୍ରେମିକା। କ୍ୟାମେରା ସାମ୍ନାକୁ ଆସି ଶୋଷଣ ଓ ନିର୍ଯ୍ୟାତନା କଥା କହିଲେ…

କନକ ବ୍ୟୁରୋ: ବିବାଦ ଆଣିଛି ପୁରୁଣା ପ୍ରେମ । ବିଗତ ଦିନ ତିକ୍ତତାପୂର୍ଣ୍ଣ ସର୍ମ୍ପକକୁ ନେଇ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି ସଲମାନ ଖାନ ଓ ତାଙ୍କର ପୂର୍ବତନ ପ୍ରେମିକା ସୋମି ଅଲ୍ଲୀ । କିଛି ଦିନ ପୂର୍ବରୁ କ୍ୟାମେରା ସାମ୍ନାକୁ ଆସି ସୋମୀ ଅଲ୍ଲୀ ଅଭିନେତା ସଲମାନ ଖାନଙ୍କ ଉପରେ ଏମିତି…

କୋହଳ ହେଲା ଚୀନରେ କୋଭିଡ କଟକଣା। ଖୋଲିଲା ସିଲ ସୀମା, ବନ୍ଦ ହେଲା କ୍ୱାରେଣ୍ଟିନ୍ ।

କନକ ବ୍ୟୁରୋ: ଚୀନରେ ମାଡିଚାଲିଛି କରୋନା । ଦେଶର ଅଧିକାଂଶ ଭାଗରେ ବ୍ୟାପିସାରିଲାଣି ଓମିକ୍ରନର ନୂଆ ଭାରିଆଣ୍ଟ ଏକ୍ସ-ବି-ବି ଓ ଏହା ଉପପ୍ରଜାତି । ଏହା ଭିତରେ ଚୀନ ସରକାର ଜାନୁଆରୀ ୮ତାରିଖରୁ ଦୀର୍ଘ ୩ବର୍ଷ ହେବ ସିଲ ଥିବା ସୀମାକୁ ଖୋଲି ଦେଇଛନ୍ତି । ଏବେ ଦେଶରେ ସଂକ୍ରମଣ ବୃଦ୍ଧିର ଆଶଙ୍କା…

ଭାରତ ଯୋଡ଼ୋ ଯାତ୍ରାରେ ଭଗବତ ଗୀତାର ତାତ୍ପର୍ଯ୍ୟ ବୁଝାଇଲେ କଂଗ୍ରେସ ସାଂସଦ। ଦଳୀୟକର୍ମୀଙ୍କୁ ଦେଲେ ସଫଳତାର ମନ୍ତ୍ର ।

କନକ ବ୍ୟୁରୋ: ଭାରତ ଯୋଡ଼ ଯାତ୍ରାକୁ ନେଇ ଯେତିକି ଚର୍ଚ୍ଚା । ସେତିକି ଚର୍ଚ୍ଚାରେ ରହୁଛନ୍ତି ଦଳର ସାଂସଦ ରାହୁଲ ଗାନ୍ଧୀ । ନିକଟରେ କୁରୁକ୍ଷେତ୍ରରେ ରାହୁଲ ଗାନ୍ଧୀ ଭଗବତ ଗୀତା ଉପରେ ଚର୍ଚ୍ଚା କରି ଏଭଳି କିଛି କଥା କହିଛନ୍ତି ଯାହା ବେଶ ଚର୍ଚ୍ଚା ସାଉଁଟୁଛି । ଭଗବତ ଗୀତାର ତାତ୍ପର୍ଯ୍ୟକୁ…