Daily Archives

January 6, 2023

ଭଙ୍ଗାଘରୁ ଆରମ୍ଭ ହୋଇଥିଲା ହକି ସ୍ୱପ୍ନ। ଦେଶ ବିଦେଶରେ ଖ୍ୟାତି ଅର୍ଜନ କରିଛନ୍ତି ସୁନ୍ଦରଗଡ଼ର ଖେଳାଳି।

କନକ ବ୍ୟୁରୋ: ଅଲମ୍ପିଆନ ଅମିତ ରୋହିଦାସ ହୁଅନ୍ତୁ କି ଭାରତୀୟ ପୁରୁଷ ହକି ଦଳର ଡିଫେଣ୍ଡର ନୀଲମ ସଂଜୀବ ଖେସ । ଉଭୟ ସୁନ୍ଦରଗଡର ଅଖ୍ୟାତ ପଲ୍ଲୀରୁ, ଗରିବ ପରିବାରରୁ, ଭଂଗାଘରୁ ଯାଇ ସାରାଦେଶରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଆଉ ସେମାନେ ଆଜି ଯେଉଁ ସ୍ଥାନରେ ପହଁଚିଛନ୍ତି ସେଥିପାଇଁ…

ଟ୍ୱିନ୍ ସିଟିରେ ୫-ଜି ସେବା ଆରମ୍ଭ ହେବା ପରେ ଯୁବପିଢ଼ି ମଧ୍ୟରେ ଉତ୍ସାହ। ଭିଡିଓ ଦେଖିବା, ଆପ୍ ଡାଉନଲୋଡ କରିବା ହେଉଛି…

କନକ ବ୍ୟୁରୋ: ୫ଜି ସେବା ଆରମ୍ଭ ହେବା ପରେ ଇଏ ହେଉଛି ଯୁବପୀଢ଼ିଙ୍କ ମଧ୍ୟରେ ଉତ୍ସାହ । କିଏ ‘ଆପ’୍ ଡାଉନଲୋଡ୍ କରି ଇଂଟରନେଟ’ର ସ୍ପିଡ୍ ଯାଞ୍ଚ କରୁଛନ୍ତି ତ’ ଆଉ କିଏ ଭିଡିଓ କେମିତି ଚାଲୁଛି ପରୀକ୍ଷା କରି ଦେଖୁଛନ୍ତି । ତେବେ ଭୁବନେଶ୍ୱରର ନିର୍ଦ୍ଦିଷ୍ଟ କିଛି ସ୍ଥାନରେ ୫ଜି ଭଲ ସ୍ପିଡ…

ଠକାମୀର ବଡ଼ ନେଟୱର୍କ କରିଥିଲା ନକଲି ଜ୍ୟୋତିଷ। ନିଯୁକ୍ତି ଦେବା ନାଁରେ ଲୁଟୁଥିଲା ଲକ୍ଷ ଲକ୍ଷ ଟଙ୍କା।

କନକ ବ୍ୟୁରୋ: ବିନୟ କୁମାର ଦାସ । ପରିଚୟ ଜଣେ ନକଲି ଜ୍ୟୋତିଷ । ଏହେଉଛନ୍ତି ଜଣେ ମସ୍ତବଡ଼ ଠକ । ଏହି ଠକ ଜଣକ ନିଯୁକ୍ତି ଦେବା ଆଳରେ ରାଜ୍ୟର ହଜାର ହଜାର ବେକାର ଯୁବକ ଯୁବତୀଙ୍କୁ ଠକି ଦେଇଛି । ନିଜକୁ ଜ୍ୟୋତିଷ କହି ବିନୟ ନିଜର ପରିଚୟ ଦେଉଥିଲେ, ଆଉ ନିଯୁକ୍ତି ଦେବା କଥା କହି ବେକାର ଯୁବକ…

ମତଦାନ ପୂର୍ବରୁ ଆମ ଆଦମୀ ପାର୍ଟି ଓ ବିଜେପି ଏମଏଲସି ମୁହାଁମୁହିଁ । ଅସ୍ଥାୟୀ ବାଚସ୍ପତି ନିଯୁକ୍ତିକୁ ବିରୋଧ

କନକ ବ୍ୟୁରୋ : ଜୋରଦାର ମୁହାଁମୁହିଁ ପରେ ଅଟକିଲା ଦିଲ୍ଲୀ ମେୟର ନିର୍ବାଚନ । ଏମସିଡି ନିବାଚନ ପରେ ଆଜି ମେୟର ନିର୍ବାଚନ ହେବାର କାର୍ଯ୍ୟକ୍ରମ ଥିଲା । ତେବେ ଏହା ପୂର୍ବରୁ ଦେଖିବାକୁ ମିଳିଛି ପ୍ରବଳ ହଟଗୋଳ । ଆମ ଆଦମୀ ପାର୍ଟି ଓ ବିଜେପି ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପଜିଥିଲା । ମତଦାନ…

ସହରାଂଚଳ ଓ ଗ୍ରାମାଂଚଳରେ ଜନସଂଖ୍ୟା ଅନୁପାତ ସମାନତା ପାଇଁ ଜାପାନ ସରକାରଙ୍କ ବଡ ଘୋଷଣା । ରାଜଧାନୀ ଟୋକିଓ ଛାଡି…

କନକ ବ୍ୟୁରୋ : ଜାପାନର ରାଜଧାନୀ ଟୋକିଓରେ ଅସମ୍ଭାଳ ହେଲାଣି ଜନସଂଖ୍ୟା ବୃଦ୍ଧି । ଜନସଂଖ୍ୟା ବିସ୍ଫୋରଣକ ଜାପାନ ସରକାରଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । କିଭଳି ରୋକାଯିବ ଜନସଂଖ୍ୟା ଏହା ପାଇଁ ଅଭିନବ ଉପାୟ ଆପଣାଇଛନ୍ତି ଜାପାନ ସରକାର । ଟୋକିଓ ଛାଡି ଯିବା ବଦଳରେ ୧୦ଲକ୍ଷ ଟଙ୍କାର…