Daily Archives

January 21, 2023

ଫିଲ୍ମ ପାଇଁ ନିଜର ସବୁ ସମ୍ପତିକୁ ବନ୍ଧା ପକାଇଲେ ବଲିଉଡ କୁଇନ କଙ୍ଗନା ରାଣାୱତ, ଇନଷ୍ଟାଗ୍ରାମ ପୋଷ୍ଟ କରି କଲେ…

କନକ ବ୍ୟୁରୋ : ଫିଲ୍ମ ନିର୍ମାଣ ପାଇଁ ବନ୍ଧା ପଡିଲା ସବୁ ସମ୍ପତି । ନିଜର ଅପକମିଂ ଫିଲ୍ମ ଏମରଜେନ୍ସି ପାଇଁ ନିଜର ସବୁ ସମ୍ପତିକୁ ବନ୍ଧା ପକାଇଛନ୍ତି କଙ୍ଗନା ରାଣାୱତ । ନିକଟରେ ଫିଲ୍ମ ଏମରଜେନ୍ସି ସୁଟିଂ ଶେଷ ହୋଇଛି । ପ୍ରଶଂସକଙ୍କ ସହ ଏହି ଖବର ବାଟିଂବା ଭିତରେ ସମ୍ପତି ବନ୍ଧା ପକାଇଥିବା…

ଚୀନ୍ ସେନାର ବେଆଇନ ନିର୍ମାଣକୁ ନେଇ ସୀମାରେ ଗମ୍ଭୀର ସ୍ଥିତି । ପିପୁଲ୍ସ ଲିବରେସନ୍ ଆର୍ମିର ସମସ୍ତ ୟୁନିଟ୍ର ସାମରିକ…

କନକ ବ୍ୟୁରୋ : ବଢିଲା ଭାରତ-ଚୀନ୍ ତିକ୍ତତା । ପୂର୍ବ ଲଦାଖ ଓ ଅରୁଣାଚଳ ସୀମାରେ ଚୀନ୍ ସେନାର ଉତେଜନା ସୃଷ୍ଟିକାରୀ ପଦକ୍ଷେପ ଏବେ ଦୁଇ ଦେଶର ତିକ୍ତତାକୁ ବଢାଇ ଦେଇଛି । ଚୀନ୍ ସେନାର ବେଆଇନ ନିର୍ମାଣକୁ ନେଇ ସୀମାରେ ଏବେ ସ୍ଥିତି ଗମ୍ଭୀର ହୋଇ ପଡିଛି । ପିପୁଲ୍ସ ଲିବରେସନ୍ ଆର୍ମିର ସମସ୍ତ…

ବିହାର କଇମୁରରୁ ଆସିଲା ଅମାନବିକତାର ଦୃଶ୍ୟ । ବୃଦ୍ଧଙ୍କ ପାଇଁ ଟ୍ରାଫିକ୍ ଜାମ୍ ହେବାରୁ ପିଟି ଚାଲିଲେ ଟ୍ରାଫିକ୍…

କନକ ବ୍ୟୁରୋ : ବିଚ୍ ରାସ୍ତାରେ ଚାଲିଥାଏ ନିର୍ଦ୍ଧୁମ ମାଡ଼ । ଭିଡ଼ ଭିତରେ ଯିଏ ଯାହା ବାଟରେ ଚାଲି ଯାଉଛନ୍ତି । କେହି ଶୁଣୁ ନଥାନ୍ତି ତାଙ୍କର ବିକଳ ସ୍ୱର । ବୟସ ତାଙ୍କର ପାଖାପାଖି ୬୫ ବର୍ଷ । ସାଧାରଣ ବୃଦ୍ଧ ପରି ଦେଖାଯାଉଥିଲେ । ହେଲେ କାହିଁକି ସେ ବିକଳରେ କହୁଥିଲେ ମତେ ମାରନି ମତେ ମାରନି…

ବିବିସି ଡକ୍ୟୁମେଂଟାରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅପପ୍ରଚାର ଘଟଣା । ଡକ୍ୟୁମେଂଟାରୀକୁ ସେୟାର କରି…

କନକ ବ୍ୟୁରୋ : ବିବିସି ଡକ୍ୟୁମେଂଟାରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅପପ୍ରଚାର କରାଯିବା ଘଟଣା ବିବାଦୀୟ ହେବାରେ ଲାଗିଛି । ଏହାକୁ ନେଇ ଅନ୍ତର୍ଜାତୀୟ ଖବର ସଂସ୍ଥାକୁ ନିନ୍ଦା କରିଛନ୍ତି ଭାରତ ସରକାର । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଛବି ଖରାପ କରିବା ପାଇଁ ଏହା ଏକ ପ୍ରୋପାଗଣ୍ଡା…

ଜାମୁକୋଳି ଗୋ-ଶାଳା ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ । ବାଛୁରୀର ନାମ ରଖିଲେ କ୍ରିଷ୍ଣା । ଗୋଶାଳାର କରାଯିବ ସମ୍ପ୍ରସାରଣ

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଜଟଣୀର ଜାମୁକୋଳି ଅଞ୍ଚଳରେ ଥିବା ଭୁବନେଶ୍ୱର ମହାନଗର ନିଗମ ଅଧୀନସ୍ଥ ଗୋଶାଳା ପରିଦର୍ଶନ କରି ଗୋରୁମାନଙ୍କ ରକ୍ଷଣାବେକ୍ଷଣ ଓ ସେମାନଙ୍କ ପାଇଁ ଥିବା ବ୍ୟବସ୍ଥା ସମ୍ପର୍କରେ ପ୍ରତ୍ୟକ୍ଷ ଅନୁଧ୍ୟାନ କରିଛନ୍ତି । ଗାଈ ମାନଙ୍କର ଉପଯୁକ୍ତ ଯତ୍ନ…

ଆତଙ୍କୀ ଆକ୍ରମଣରେ ଥରିଲା ଜମ୍ମୁର ନରୱାଲ, ୨୦ ମିନିଟରେ ୨ଟି ବଡ ଆଇଡି ବିସ୍ଫୋରଣ

କନକ ବ୍ୟୁରୋ : ଶନିବାର ସକାଳୁ ସକାଳୁ ସବୁ ଦିନ ପରି ଆଜି ବି ଚଳଚଂଚଳ ଥାଏ ଜମ୍ମୁ । ନୂଆ ସକାଳରେ ସ୍ୱାଭାବିକ ହେଉଥାଏ ଜନଜୀବନ । ହଠାତ ଜମ୍ମୁର ଭିଡବହୁଳ ତଥା ବ୍ୟବସାୟ ପେଣ୍ଠସ୍ଥଳୀ ଭାବେ ଜଣାଶୁଣା ନରୱାଲରେ ହୋଇଥିଲା ବିସ୍ଫୋରଣ । ଥରି ଉଠିଲା ଜମ୍ମୁର ଏହି ଭିଡବହୁଳ ସ୍ଥାନ । କ୍ଷଣିକ ମଧ୍ୟରେ…