Daily Archives

January 11, 2023

ଗ୍ଲୋବାଲ ମଂଚରେ ଚମକିଲା ଫିଲ୍ମ ‘ଆରଆରଆର’: ‘ଗୋଲଡେନ୍ ଗ୍ଲୋବ’ରେ ଗୀତ ‘ନାଟୁ ନାଟୁ’କୁ ସଫଳତା

କନକ ବ୍ୟୁରୋ: ବହୁ ଚର୍ଚ୍ଚିତ ଫିଲ୍ମ ‘ଆରଆରଆର’ ଗୋଲଡ଼େନ ଗ୍ଲୋବରେ କମାଲ କରିଛି । ସମସ୍ତଙ୍କୁ ଝୁମାଇଥିବା ଏହି ଫିଲ୍ମ ଆରଆରଆର ‘ନାଟୁ ନାଟୁ’ସଙ୍ଗକୁ ଏବେ ମିଳିଛି ଗୋଲଡେନ ଗ୍ଲୋବରେ ବେଷ୍ଟ ଅରିଜିନାଲ ସଙ୍ଗ ଆୱାର୍ଡ଼ । ଲୋକପ୍ରିୟ ଫିଲ୍ମ ନିର୍ଦ୍ଦେଶକ ଏସଏସ ରାଜମୈାଲିଙ୍କ ଫିଲ୍ମ ‘ ଆରଆରଆର ର…

ଭାରତ ବିରୋଧରେ ବିଷ ଉଗାଳିଲା ନେପାଳ: ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ କହିଲେ, ୩ଟି ଅଂଚଳ ହେଉଛି ନେପାଳ, ଭାରତ କରୁଛି…

କନକ ବ୍ୟୁରୋ: ନେପାଳରେ ନୂଆ ସରକାର ଗଠନ ହୋଇଛି । ନୂଆ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି ପୁଷ୍ପ କମଳ ଦହଲ । ଦାୟିତ୍ୱ ସମ୍ଭାଳୁ ସମ୍ଭାଳୁ ଭାରତକୁ ନେଇ ବଡ ବୟାନ ଦେଇଛନ୍ତି ନେପାଳର ନୂଆ ପ୍ରଧାନମନ୍ତ୍ରୀ । ଲିମ୍ପିଆଧୁରା, କାଲାପାନି, ଲିପୁଲେଖକୁ ପୁଣି ଥରେ ନେପାଳରେ ମିଶାଯିବ ବୋଲି…

ଦବୁଥିବା ଯୋଶୀମଠରେ ଉଚ୍ଛେଦକୁ ନେଇ ଆରମ୍ଭ ହେଲା ବଡ ଧରଣର ପ୍ରତିବାଦ: ରାସ୍ତା ଉପରକୁ ଓହ୍ଲାଇଲେ ଶହ ଶହ ଲୋକ

କନକ ବ୍ୟୁରୋ: ରାସ୍ତାରେ ଶହଶହ ଲୋକ । କିଏ କାନ୍ଦୁଛି, କିଏ ପ୍ରତିବାଦ କରୁଛି ଆଉ କିଏ କହୁଛି ମୁଁ ମୋ ଘର ଛାଡି ଯିବିନି । ବ୍ୟବସାୟ କହୁଛନ୍ତି ପୀଢି ଧରି ପୀଢି ବ୍ୟବସାୟ ଯୋଗୁଁ ସେମାନଙ୍କ କୁଳକୁଟୁମ୍ବ ଚଳୁଥିଲା । ସ୍ଥାନୀୟ ପ୍ରଶାସନ ହଠାତ ଏଭଳି ହୋଟେଲ ଓ ଘର ଭାଙ୍ଗିବା ତାଙ୍କ ପ୍ରତି ବଡ…

୧ରୁ ୬ରେ ଶେଷ ହୋଇଥିବ ଗାଡି ନମ୍ବର ସାବଧାନ: ଜାନୁଆରୀ ୧୫ ତାରିଖରୁ କଟିବ ଚାଲାଣ

କନକ ବ୍ୟୁରୋ: ରାଜ୍ୟ ପରିବହନ ବିଭାଗ ପକ୍ଷରୁ ହାଇ ସିକ୍ୟୁରିଟୀ ନମ୍ବର ପ୍ଲେଟ ଯାଂଚକୁ ନେଇ ପୁଣି ଥରେ ତାଗିଦ କରାଯାଇଛି । ଆସନ୍ତା ୧୫ତାରିଖରୁ ଯେଉଁ ଗାଡିରେ ହାଇସିକ୍ୟୁରିଟୀ ନମ୍ବର ପ୍ଳେଟ ଲାଗି ନଥିବ, ତାହାର ଯାଂଚ କରାଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି ।…

ଡାକୋଟାର କାହାଣୀ: ଜଣେ ସାହସୀ ଯୋଦ୍ଧାଙ୍କ ମୂକସାକ୍ଷୀ, ଏକ ଐତିହ୍ୟର ପ୍ରତୀକ

କନକ ବ୍ୟୁରୋ: ଡାକୋଟା । ଇଏ କେବଳ ଏକ ବିମାନ ନୁହେଁ, ବରଂ ଜଣେ ସାହସୀ ଯୋଦ୍ଧାଙ୍କ ମୂକସାକ୍ଷୀ, ଏକ ଐତିହ୍ୟର ପ୍ରତୀକ । ଯେତେବେଳେ ବି ଓଡ଼ିଆଙ୍କ କାନରେ ଡାକୋଟା ଶବ୍ଦଟି ବାଜେ, ଆପେ ଆପେ ମନକୁ ଚାଲିଆସନ୍ତି, ପ୍ରବାଦ ପୁୁରୁଷ ବିଜୁ ପଟ୍ଟନାୟକ । ଡାକୋଟା ସହ ଥିଲା ବିଜୁ ବାବାଙ୍କ ଏକ ନିବିଡ଼…

ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗକୁ ବିପଦ! ଶ୍ରୀମନ୍ଦିର ଗର୍ଭଗୃହରେ ମାତିଛନ୍ତି ମୂଷା

କନକ ବ୍ୟୁରୋ: ଶ୍ରୀମନ୍ଦିର ଗର୍ଭଗୃହରେ ମୂଷାଙ୍କ ଉତ୍ପାତ ଯୋଗୁଁ ଏବେ ସଙ୍କଟରେ ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗ । ରାତି ହେଲେ ରତ୍ନସିଂହାସନରେ ଆତଙ୍କ ଖେଳାଉଛନ୍ତି ବଡ ବଡ ମୂଷା । ଆଉ ଶ୍ରୀଅଙ୍ଗକୁ କ୍ଷତି ପଂହଚାଉଛନ୍ତି । କୁହାଯାଉଛି, କନକମୁଣ୍ଡି ଚାନ୍ଦୁଆରେ ଘର କରିଛନ୍ତି ଏହି ବଡ ବଡ ମୂଷା ।…