Daily Archives

January 19, 2023

ପୁରୁଷ ହକି ବିଶ୍ୱକପରେ ଭାରତର ଦ୍ୱିତୀୟ ବିଜୟ, ୱେଲ୍ସକୁ ୪-୨ ଗୋଲରେ ପରାସ୍ତ କଲା ଭାରତ।

କନକ ବ୍ୟୁରୋ: ପୁରୁଷ ହକି ବିଶ୍ବକପ୍‌-୨୦୨୩ରେ ଗୁରୁବାର ଭାରତ ବିଜୟୀ ହୋଇଛି। ଭାରତୀୟ ଟିମ୍‌ ୪-୨ ଗୋଲ୍‌ରେ ୱେଲ୍‌ସକୁ ପରାସ୍ତ କରିଛି। ଭାରତ ପୁଲ୍‌-ଡି’ରେ ଦ୍ବିତୀୟ ସ୍ଥାନରେ କ୍ରସ୍‌ଓଭର ଖେଳିବ। ପୂର୍ବରୁ ପୁଲ-ଡି’ରେ ଇଂଲଣ୍ଡ ଶୀର୍ଷରେ ରହି କ୍ବାର୍ଟର ଫାଇନାଲକୁ ଯାଇସାରିଛି। କଳିଙ୍ଗ…

୯ ପ୍ରକଳ୍ପକୁ ମିଳିଲା ସିଙ୍ଗଲ ୱିଣ୍ଡୋ ମଞ୍ଜୁରୀ । ୭ଏମଟିପିଏର ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା କରିବ ଆର୍ସେଲର ମିତ୍ତଲ…

କନକ ବ୍ୟୁରୋ: ରାଜ୍ୟ ସରକାରଙ୍କ ହାଇଲେଭଲ କ୍ଲିଅରାନ୍ସ କମିଟି ୯ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି । ସିଙ୍ଗଲ ୱିଣ୍ଡୋ ଜରିଆରେ ଏକ ଲକ୍ଷ ୫୩ ହଜାର ୭୫ କୋଟିର ପ୍ରକଲ୍ପକୁ ମଞ୍ଜୁରୀ ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟି ଏହି ସବୁ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି । ଏହି…

ରାଜ୍ୟରେ ମିଳିବ ସରୋଗାସି ସୁବିଧା। ନିଃସନ୍ତାନଙ୍କୁ ଯିବାକୁ ପଡିବନି ଅନ୍ୟ ରାଜ୍ୟ।

କନକ ବ୍ୟୁରୋ: ନିଃସନ୍ତାନ ଦମ୍ପତିଙ୍କୁ ସନ୍ତାନପ୍ରାପ୍ତି ପାଇଁ ଏବେ ଆଉ ପଡୋଶୀ ରାଜ୍ୟକୁ ଯିବାକୁ ପଡିବ ନାହିଁ । ଏଣିକି ରାଜ୍ୟରେ ସରୋଗାସି ବା ଭଡାରେ ଗର୍ଭଧାରଣ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ୩ଟି ସଂସ୍ଥା ଅବେଦନ କରିଛନ୍ତି । ଗତ ଜୁନରେ ରାଜ୍ୟ ସରକାର ଏଥିପାଇଁ ବୋର୍ଡ ଗଠନ କରିଥିଲେ ।…

ଓଡ଼ିଶା ଉପରେ କେସିଆରଙ୍କ ଆଖି। ରାଜ୍ୟର ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନରେ ଟିକେଟ ଦେବ ଭାରତ ରାଷ୍ଟ୍ର ସମିତି।

କନକ ବ୍ୟୁରୋ: ସମ୍ପୂର୍ଣ୍ଣ ଓଡ଼ିଶାର ରାଜନୈତିକ ମାନଚିତ୍ର ଉପରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ଆଖି । କେବଳ ଓଡ଼ିଶାର ତେଲୁଗୁ ଭାଷାଭାଷୀ ଅଞ୍ଚଳ ନୁହେଁ ବରଂ ବିଧାନସଭାର ୧୪୭ ଆସନ ଏବଂ ଓଡ଼ିଶାର ୨୧ଟି ଲୋକସଭା ଆସନ ଉପରେ ନଜର ରଖିଛି କେସିଆରଙ୍କ ନୂଆ ଦଳ ଭାରତ ରାଷ୍ଟ୍ର ସମିତି । ଏକାଧିକ…

କପି ଫିଲ୍ମକୁ ପୁରସ୍କାର! ତାଲିକାକୁ ରଦ୍ଦ କଲେ ହାଇକୋର୍ଟ, ନୂଆ ତାଲିକା ଘୋଷଣା ପାଇଁ ନିର୍ଦ୍ଦେଶ।

କନକ ବ୍ୟୁରୋ: ଦକ୍ଷିଣ କୋରିଆର ବହୁଚର୍ଚ୍ଚିତ ଚଳଚିତ୍ର ‘ହୋପ’, ଯାହାର ରିମେକ୍ ହେଉଛି ଓଡ଼ିଆ ଫିଲ୍ମ ‘ଖୁସି’ । ସେହିପରି ପଞ୍ଜାବୀ ଫିଲ୍ମ ‘କ୍ୟାରି ଅନ୍ ଜଟ୍ଟା’, ଯାହାର ଓଡ଼ିଆ ରିମେକ୍ ହେଉଛି ‘ଗୋଲମାଲ ଲଭ୍’ । ନାଁ ଅଲଗା, ଭାଷା ଅଲଗା, କିନ୍ତୁ ବିଷୟବସ୍ତୁ ଓ ଚିତ୍ରନାଟ୍ୟ ସମାନ । ୩୧ ତମ…