Daily Archives

January 3, 2023

ଘରେ ବସି କରନ୍ତୁ ଅଧାରକାର୍ଡରେ ଠିକଣା ଅପଡେଟ: ଦରକାର ନାହିଁ କୌଣସି ଡକ୍ୟୁମେଣ୍ଟ

କନକ ବ୍ୟୁରୋ: ଆଧାରକାର୍ଡରେ ଠିକଣା ଅପଡେଟ କରିବାକୁ ନେଇ ଆପଣ ଚିନ୍ତାରେ ଅଛନ୍ତି କି? ଠିକଣା ଅପଡେଟ ପାଇଁ ଏ ଅଫିସରୁ ସେ ଅଫିସରେ ଚକ୍କର କାଟିବାକୁ ପଡୁଛି କି? ତେବେ ଆପଣଙ୍କ ଚିନ୍ତା ଏବେ ଦୂର ହୋଇଯାଇଛି । ଆପଣ ସହଜରେ ଘରେ ବସି କରିପାରିବେ ଆପଣଙ୍କ ଆଧାରକାର୍ଡରେ ଠିକଣା ଅପଡେଟ । ଆଉ ଏଥିରେ…

ସମାଜର ପ୍ରଥା ଆଗରେ ଅସହାୟ ସମ୍ପର୍କୀୟ: ଜାତିପ୍ରଥା ବାହାନାରେ ଶବ ଛୁଇଁଲେନି ଜାତିଭାଇ, ସେପଟେ କରଞ୍ଜିଆରେ ମଦ୍ୟପ…

କନକ ବ୍ୟୁରୋ: ପୁଲିସ କନଷ୍ଟେବଳଙ୍କ ଉନ୍ମତକାଣ୍ଡ । ସ୍କୁଲ ଭିତରେ ପଶି ପ୍ରଧାନ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ । ମୟୁପଭଞ୍ଜ ଜିଲ୍ଲା ଶୁକୃଳି ବ୍ଲକ ଦେଉଳି ପ୍ରାଥମିକ ସ୍କୁଲରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଆଜି ସ୍କୁଲର ମଧ୍ୟାହ୍ନ ଭୋଜନ ଚାଲିଥିବାବେଳେ ପୁଲିସ କନଷ୍ଟେବଳ ଗଗନ…

ଭାରତ-ଶ୍ରୀଲଙ୍କା ପ୍ରଥମ ଟି-୨୦ । ପ୍ରଥମ ଇଂନିସରେ ଭାରତର ସ୍କୋର ୧୬୨ ରନ୍ ।

କନକ ବ୍ୟୁରୋ: ଭାରତ-ଶ୍ରୀଲଙ୍କା ପ୍ରଥମ ଟି-୨୦ ମ୍ୟାଚ୍ । ପ୍ରଥମ ଇଂନିସରେ ଟିମ୍ ଇଣ୍ଡିଆର ସ୍କୋର ୧୬୨ ରନ୍ । ତେବେ ଆଜି ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି-୨୦ରେ ଦଳ ୫ ୱିକେଟ୍ ହରାଇ ୧୬୨ ରନ୍ କରିବା ସହିତ, ବିଜୟ ପାଇଁ ଶ୍ରୀଲଙ୍କା ଆଗରେ ୧୬୩ ରନର ଟାର୍ଗେଟ ଧାର୍ଯ୍ୟ କରିଛି । ଆଜି ଟସ୍ ଜିତି…

ପ୍ରଥମ ଥର ପାଇଁ ଦୁନିଆର ସର୍ବୋଚ୍ଚ ଯୁଦ୍ଧ କ୍ଷେତ୍ରରେ ମୃତୟନ ହେଲେ ମହିଳା ସେନାଧିକାରୀ । ସିଆଚୀନ ଗ୍ଲେସିୟରରେ…

କନକ ବ୍ୟୁରୋ : ଦୁନିଆର ସର୍ବୋଚ୍ଚ ଯୁଦ୍ଧ କ୍ଷେତ୍ର ସିଆଚିନ ଗ୍ଲେସିୟର । ବରଫରେ ଆଚ୍ଛାଦିତ ହୋଇଥିବା ପାହାଡ । ହାଡ ଭାଙ୍ଗିଦେଲା ଭଳି ଥଣ୍ଡା । ମାଇନସ ୪୨ ଡିଗ୍ରୀ ତଳେ ରହୁଥିବା ତାପମାତ୍ରା । ଏହା ଭିତରେ ଦିନ ଦିନ ଧରି ଛିଡା ହୋଇ ଦେଶର ସୁରକ୍ଷା କରୁଛନ୍ତି ଯବାନ । ଆଉ ଏବେ ପ୍ରଥମ ଥର ପାଇଁ…

ବ୍ରେକ ପରେ ପୁଣି ଆରମ୍ଭ ହେଲା ଭାରତ ଯୋଡ଼ ଯାତ୍ରା । ମଂଚ ଉପରେ ଦେଖିବାକୁ ମିଳିଲା ଭାଇ-ଭଉଣୀଙ୍କ ସ୍ନେହଭରା ସର୍ମ୍ପକ

କନକ ବ୍ୟୁରୋ : ୯ଦିନର ବିଶ୍ରାମ ପରେ ପୁଣି ଥରେ ଆରମ୍ଭ ହେଲା ଭାରତ ଯୋଡ ଯାତ୍ରା । ଦିଲ୍ଲୀରୁ ପୁଣି ଆରମ୍ଭ ହୋଇ ଯାତ୍ରା ଉତରପ୍ରଦେଶରେ ପହଁଚିଛି । ହଜାର ସଂଖ୍ୟକ ସମର୍ଥକ ଓ କର୍ମୀଙ୍କ ଗହଣରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଓ ମହାସଚିବ ପ୍ରିୟଙ୍କ ଗାନ୍ଧୀ । ମଂଚରେ ଉଭୟଙ୍କୁ ଏକାଠି…