Daily Archives

January 2, 2023

ଆମେ ନିଶାରେ ଥିଲୁ, ଦୁର୍ଘଟଣା ପରେ ଯୁବତୀ ଗାଡି ଚକାରେ ଫଶି ରହିଥିଲେ । ପୋଲିସ ଆଗରେ ସତ କହିଲେ ୨ ଅଭିଯୁକ୍ତ ।

କନକ ବ୍ୟୁରୋ : ଦିଲ୍ଲୀ ଦୁର୍ଘଟଣାର ଛାତିଥରା ଦୃଶ୍ୟ । ଦୁର୍ଘଟଣାର ଶିକାର ହୋଇଥିବା ଜଣେ ଯୁବତୀଙ୍କୁ କାରରେ ଘୋଷାଡ଼ି ଘୋଷାଡ଼ି ୧୨ କିଲୋମିଟର ଯାଏଁ ଟାଣି ନେବା ଭଳି ଏକ ବିଭତ୍ସ ଘଟଣା ସାମ୍ନାକୁ ଆସିଛି । ଜିରୋ ନାଇଟ୍ ସେଲିବ୍ରେସନ୍ ପାଇଁ ଯେତେବେଳେ ସାରା ଦେଶ ଉତ୍ସବ ମନାଉଥିଲା, ସେତେବେଳେ…

ସରିଗଲା ପେଟ୍ରୋଲ, ମଝି ସମୁଦ୍ରରେ ଫସିଲା ଡଙ୍ଗା । ରାଜନଗରରେ ଅଳ୍ପକେ ବର୍ତିଲେ ଯାତ୍ରୀ । ଘଣ୍ଟାଏ ଧରି ସମୁଦ୍ର ଭିତରେ…

କନକ ବ୍ୟୁରୋ : ମଝି ସମୁଦ୍ରରେ ଅଚଳ ହୋଇଗଲା ବୋଟ, ଅଳ୍ପକେ ବର୍ତିଲେ ଯାତ୍ରୀ । କେନ୍ଦ୍ରାପଡା ଜିଲ୍ଲା ରାଜନଗର ପେଣ୍ଠ ସମୁଦ୍ରରେ ଘଟିଛି ଏହି ଅଘଟଣ । ବୋଟରେ ପେଟ୍ରୋଲ ସରିଯିବାରୁ ମଝି ସମୁଦ୍ରରେ ଅଚଳ ହୋଇଗଲା, ଆଉ ବିପଦ ସଙ୍କୁଳ ଅବସ୍ଥାରେ ପ୍ରାୟ ୧ ଘଣ୍ଟା ଧରି ସମୁଦ୍ର ଭିତରେ ଫସି ରହିଥିଲେ…

ଜାନୁଆରୀ ୩୧ରେ ଆରମ୍ଭ ହେବ ସଂସଦର ବଜେଟ ଅଧିବେଶନ, ଫେବ୍ରୁଆରୀ ପହିଲାରେ ହେବ ବଜେଟ ଉପସ୍ଥାପନ ।

କନକ ବ୍ୟୁରୋ : ଜାନୁଆରୀ ୩୧ରୁ ଆରମ୍ଭ ହେବ ସଂସଦର ବଜେଟ ଅଧିବେଶନ । ଫେବ୍ରୁଆରୀ ୧ରେ ଉପସ୍ଥାପନ ହେବ କେନ୍ଦ୍ର ବଜେଟ । ଏପ୍ରିଲ ୬ ତାରିଖ ଯାଏଁ ଅଧିବେଶନ ଚାଲିବା ନେଇ ସୂଚନା ମିଳିଛି । ରାଷ୍ଟ୍ରପତିଙ୍କ ଅଭିଭାଷଣରୁ ଆରମ୍ଭ ହେବ ଗୃହକାର୍ଯ୍ୟ । ଲୋକସଭା ଓ ରାଜ୍ୟସଭାକୁ ସମ୍ବୋଧନ କରିବେ…

ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ଅସୁସ୍ଥ, ଚିକିତ୍ସା ପାଇଁ ହସ୍ପିଟାଲରେ ହେଲେ ଭର୍ତ୍ତି ।

କନକ ବ୍ୟୁରୋ : ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ଅସୁସ୍ଥ । ଥଣ୍ଡା, ଜ୍ୱର ସହ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଛାତିରେ କିଛି ମାତ୍ରାରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଆଇସିୟୁ ୱାର୍ଡରେ ଭର୍ତ୍ତି କରାଯାଇଛି । ତେବେ ପ୍ରତାପଙ୍କ କୋଭିଡ…

ଜମ୍ମୁ-କାଶ୍ମୀରରେ ଟାର୍ଗେଟ କିଲିଂ । ହିନ୍ଦୁ ପରିବାରକୁ ଟାର୍ଗେଟ କିଲିଂ କଲେ ଆତଙ୍କବାଦୀ, ୨୪ ଘଣ୍ଟାରେ ରଜୌରୀରେ ୨…

କନକ ବ୍ୟୁରୋ : ନୂଆବର୍ଷରେ ପୁଣି ଅଶାନ୍ତ ହୋଇପଡିଛି ଜମ୍ମୁକଶ୍ମୀର । ଟାର୍ଗେଟ କିଲିଂ ଯୋଗୁଁ ପୁଣି ଥରେ ଥରହର ହୋଇପଡିଛି ସାରା ରାଜ୍ୟ । ନୂଆବର୍ଷର ପ୍ରଥମ ଦିନରେ ୩ଟି ହିନ୍ଦୁ ପରିବାରକୁ ଆତଙ୍କବାଦୀମାନେ ଆକ୍ରମଣ କରି ହତ୍ୟା କରିଛନ୍ତି । କେବଳ ସେତିକି ନୁହେଁ ସୋମବାର ସେନା ଓ ପୋଲିସ ମିଳିତ…

ମଝି ଆକାଶରେ ଦୁର୍ଘଟଣା: ଅଷ୍ଟ୍ରେଲିଆର କ୍ୱିସଲ୍ୟାଣ୍ଡରେ ଉଡାଣ ଓ ଅବତରଣ ସମୟରେ ଦୁଇ ହେଲିକପ୍ଟର ମଧ୍ୟରେ ହେଲା ଧକ୍କା

କନକ ବ୍ୟୁରୋ: ଅଷ୍ଟ୍ରେଲିଆରେ ଦୁଇ ହେଲିକପ୍ଟର ମୁହାଁମୁହିଁ ଧକ୍କା । ସୋମବାର ଗୋଲ୍ଡ କୋଷ୍ଟ ଅଂଚଳରେ ଘଟିଛି ଏଭଳି ଦୁର୍ଘଟଣା । ଏଥିରେ ୪ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି । ଗୋଲ୍ଡ କୋଷ୍ଟର ଉତର…