Daily Archives

January 26, 2023

ଦୁର୍ଘଟଣା ବେଳେ ବଞ୍ଚାଇଥିଲେ ରିଷଭଙ୍କ ଜୀବନ: ଏବେ ୪ ଜଣଙ୍କୁ ପୁରସ୍କୃତ କଲେ ଉତ୍ତରାଖଣ୍ଡ ସରକାର

କନକ ବ୍ୟୁରୋ: ରିଷଭ ପନ୍ତଙ୍କ ଦୁର୍ଘଟଣା କିଏ ବା କେମିତି ଭୁଲିବ । ଡିସେମ୍ବର ୩୦ ତାରିଖର ସେହି କାଳରାତି ପୂରା କ୍ରିକେଟ ଜଗତକୁ ଚମକାଇ ଦେଇଥିଲା । ଏକ ବଡ ଅଘଟଣରୁ ରିଷଭ ବଞ୍ଚିଯାଇଥିଲେ ବି ସେହି ରାତିକୁ କେହି କେବେ ଭୁଲିପାରିବେନି । ଆଉ ସେଦିନ ରିଷଭଙ୍କ ପାଇଁ ଦେବଦୂତ ସାଜିଥିବା ସେହି ୪…

ଭାରତର ଆମନ୍ତ୍ରଣ ନେଇ ହିନା ରବାନୀ ଖାରଙ୍କ ବୟାନ। କହିଲେ, କୌଣସି କୁଟନୈତିକ ସମ୍ପର୍କ ଚାଲୁନାହିଁ।

କନକ ବ୍ୟୁରୋ: ଭାରତ-ପାକିସ୍ତାନ ମଧ୍ୟରେ ବିବାଦ ଦିନକୁ ଦିନ ବଢିବାରେ ଲାଗିଛି । ଏହାରି ମଧ୍ୟରେ ପାକିସ୍ତାନ ବିଦେଶ ରାଜ୍ୟମନ୍ତ୍ରୀ ହିନା ରବାନୀ ଖାର ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି, ଭାରତ-ପାକିସ୍ତାନ ମଧ୍ୟରେ କୌଣସି କୁଟନୈତିକ ସମ୍ପର୍କ ଚାଲୁନାହିଁ । ହିନା ରବାନୀ ଖାର ଆହୁରି ମଧ୍ୟ…

ପାକିସ୍ତାନକୁ ନେଇ ଭବିଷ୍ୟବାଣୀ କଲେ ଯୋଗଗୁରୁ ବାବା ରାମଦେବ। କହିଲେ, ୪ଭାଗରେ ବିଭକ୍ତ ହେବ ପାକିସ୍ତାନ।

କନକ ବ୍ୟୁରୋ: ପାକିସ୍ତାନ ଉପରେ ବଡ ବୟାନ ଦେଲେ ଯୋଗଗୁରୁ ବାବା ରାମଦେବ । ଖୁବ ଶୀଘ୍ର ପାକିସ୍ତାନ ୪ଭାଗରେ ବିଭକ୍ତ ହେବ ଓ ଭାରତ ସହ ମିଶିବ ବୋଲି ରାମଦେବ କହିଛନ୍ତି । ଆଗାମୀ ଦିନରେ ପଞ୍ଜାବ, ପିଓକେ, ବାଲୁଚିସ୍ତାନ ବିଭକ୍ତ ହୋଇ ଭିନ୍ନ ଭିନ୍ନ ରାଷ୍ଟ୍ରରେ ପରିଣତ ହେବେ ଓ କ୍ରମଶ ଭାରତ ସହ…

ଦୁଇବର୍ଷ ପରେ ସୋସିଆଲ ମିଡିଆକୁ ଫେରିବେ ଆମେରିକାର ପୂର୍ବତନ ରାଷ୍ଟ୍ରପତି। ଫେସବୁକ ଓ ଇନଷ୍ଟାଗ୍ରାମରେ ହେବାକୁ ଯାଉଛି…

କନକ ବ୍ୟୁରୋ: ଦୀର୍ଘ ଦୁଇବର୍ଷ ପରେ ସୋସିଆଲ ମିଡିଆକୁ ଫେରୁଛନ୍ତି ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ବିବାଦୀୟ ବୟାନ ପାଇଁ ପାଖାପାଖି ଦୁଇବର୍ଷ ହେବ ଟ୍ରମ୍ପଙ୍କ ଫେସବୁକ ଓ ଇନଷ୍ଟାଗ୍ରାମ ଆକାଉଣ୍ଟ ସସପେଣ୍ଡ କରାଯାଇଥିଲା । ତେବେ ଏହାକୁ ସ୍ୱାଭାବିକ କରିବା ପାଇଁ ମେଟା…

ରାଜସ୍ଥାନର ରୟାଲ ବାହାଘର: ଗାଁରେ ତିଆରି ହେଲା ସ୍କଟଲାଣ୍ଡ ଫୋର୍ଟ, ଯୋଗଦେବେ ୧୦ ହଜାର ଅତିଥି

କନକ ବ୍ୟୁରୋ: ଏମିତି ବାହାଘର ଆପଣ ହୁଏତ ଫିଲ୍ମରେ ଦେଖିଥିବେ । କୋଟି କୋଟି ଟଙ୍କା ଖର୍ଚ୍ଚ କରି ଫିଲ୍ମ ପାଇଁ ସେଟ୍ ତିଆରି ହୋଇଥାଏ । ଆଉ ସେଠାରେ ଫିଲ୍ମ ସୁଟିଂ ହୋଇଥାଏ । ହେଲେ ଆପଣ ଦେଖୁଥିବା ଏହି ଚିତ୍ର କୌଣସି ଫିଲ୍ମ ପାଇଁ ନୁହେଁ ବରଂ ବିବାହ ପାଇଁ ତିଆରି ହୋଇଛି । ରାଜସ୍ଥାନରେ ଏଭଳି ଏକ…