Daily Archives

January 25, 2023

ଓଡିଶାରୁ ୪ ଜଣ ପାଇବେ ପଦ୍ମ ପୁରସ୍କାର: ଜାଣନ୍ତୁ କାହାକୁ ମିଳିବ ଏହି ସମ୍ମାନଜନକ ପୁରସ୍କାର

କନକ ବ୍ୟୁରୋ: ଓଡିଶାର ୪ ଜଣଙ୍କୁ ମିଳିବ ପଦ୍ମ ପୁରସ୍କାର । ମାଗୁଣି ଚରଣ କୁଅଁରଙ୍କୁ କଳା କ୍ଷେତ୍ର ପାଇଁ ପଦ୍ମ ପୁରସ୍କାର ମିଳିବ । ସେହିପରି କ୍ରିଷ୍ଣା ପଟେଲଙ୍କୁ କଳା ପାଇଁ ମିଳିବ ପଦ୍ମ ଶ୍ରୀ । କୃଷି ପାଇଁ ପଟ୍ଟାୟତ ସାହୁଙ୍କୁ ମିଳିବ ପଦ୍ମ ଶ୍ରୀ । ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ଶିକ୍ଷା ଓ…

୧୦୬ଜଣ ପାଇବେ ପଦ୍ମ ପୁରସ୍କାର: ୬ଜଣଙ୍କୁ ପଦ୍ମ-ବିଭୂଷଣ, ୯ଜଣଙ୍କୁ ପଦ୍ମ-ଭୂଷଣ ଓ ୯୧ଜଣଙ୍କୁ ମିଳିବ ପଦ୍ମଶ୍ରୀ ପୁରସ୍କାର

କନକ ବ୍ୟୁରୋ: ଘୋଷଣା ହେଲା ପଦ୍ମ ପୁରସ୍କାର । ଚଳିତ ବର୍ଷ ଜଣଙ୍କୁ ପଦ୍ମ ବିଭୁଷଣ, ପଦ୍ମ-ଭୂଷଣ ଓ ପଦ୍ମଶ୍ରୀ ପୁରସ୍କାର ପାଇଁ ୧୦୬ ଜଣଙ୍କୁ ମନୋନୀତ କରାଯାଇଛି । ୬ଜଣଙ୍କୁ ପଦ୍ମ-ବିଭୂଷଣ, ୯ଜଣଙ୍କୁ ପଦ୍ମ-ଭୂଷଣ ଓ ୯୧ଜଣଙ୍କୁ ମିଳିବ ପଦ୍ମଶ୍ରୀ ପୁରସ୍କାର । ମୂଲାୟମ ସିଂ ଯାଦବ, ଡାକ୍ତର ଦିଲ୍ଳୀପ…

ଉଦାହରଣ ସାଜିଲେ ପୂର୍ବତନ ବିଧାୟକ ନବୀନ ନନ୍ଦ: ପୁଅର ଦେହାନ୍ତ ପରେ ବୋହୂର କରାଇଲେ ପୁର୍ନବିବାହ

କନକ ବ୍ୟୁରୋ: ପୁଅକୁ ବାହାକରି ନୂଆ ବୋହୂ ଘରକୁ ଆଣିଲା ବେଳେ, ପ୍ରତି ପରିବାର ପ୍ରତିଶ୍ରୁତି ଦେଇ କୁହନ୍ତି, ବୋହୂକୁ ଆମେ ଝିଅ ଭଳି ରଖିବୁ । କିନ୍ତୁ ଶ୍ୱଶୁର, ବାପାଙ୍କ ସ୍ଥାନ ନେବା ଏବଂ ବୋହୂ, ଶ୍ୱଶୁର ଘରେ ଝିଅର ସମ୍ମାନ ପାଇବା ଖୁବ୍ କମ ଦେଖାଯାଏ । ହେଲେ, ଆଜି ବି ଏମିତି କିଛି ଶ୍ୱଶୁର…

ଉଡିବା ପାଇଁ ସୁଟ୍, ରୋବୋଟିକ ଖଚର: ଭାରତୀୟ ସେନାକୁ ମିଳିବ ଆଧୁନିକ ଉପକରଣ

କନକ ବ୍ୟୁରୋ: ହଲିଉଡ ମୁଭିର ଚର୍ଚ୍ଚିତ ସୁପରହିରୋ ଆଇରନ ମ୍ୟାନ ଭଳି ଆକାଶରେ ଉଡିବ ଭାରତୀୟ ସେନା । ହାଇଟେକ ହେବ ଆର୍ମିର ସାମରିକ କ୍ଷମତା । ଦୁର୍ଗମ ଅଂଚଳରେ ପଶି ଶତ୍ରୁକୁ ଦମନ କରିପାରିବ । ସୀମାବର୍ତି ଅଂଚଳରେ ସେନାର ସାମରିକ ଶକ୍ତି ମଜବୁତ କରିବା ସହ ଶତ୍ରୁପକ୍ଷ ଉପରେ ନୀରିକ୍ଷଣ…

ବିଜେପି ଛାଡିଲେ ଗିରିଧର ଗମାଙ୍ଗ: କେସିଆରଙ୍କ ବିଆରଏସରେ ହେବେ ସାମିଲ

କନକ ବ୍ୟୁରୋ: ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଓ ତାଙ୍କ ପୁଅ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ଯାହା ଅନୁମାନ କରାଯାଉଥିଲା ତାହା ସତ ହୋଇଛି । ଉଭୟ ବାପପୁଅ ସାମ୍ବାଦିକ ସମ୍ମଳନୀ କରି ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ୨୦୧୫ରେ କଂଗ୍ରେସ ଛାଡି…

ବିଚିତ୍ର ନିୟମ: ଡଟଫେଷ୍ଟ ଓ ବିଶ୍ୱକପ୍ ହକି ପାଇଁ ସବୁ ମାଫ୍, ଖଣ୍ଡଗିରି ମେଳାରେ କୋଭିଡ୍ ନିୟମ ମାନିବା ପାଇଁ ବିଏମସିର…

କନକ ବ୍ୟୁରୋ: ଭୁବନେଶ୍ୱରରେ ଚାଲିଛି ବିଶ୍ୱପକ୍ ହକି ଓ ଡଟ୍ଫେଷ୍ଟରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ । ପ୍ରତିଦିନ ସଂଧ୍ୟାରେ କଳିଙ୍ଗ ଷ୍ଟାଡିୟମରୁ ଆରମ୍ଭ କରି ଇଡକୋ ପ୍ରଦର୍ଶନୀ ପଡିଆରେ ଜମୁଛି ପ୍ରବଳ ଗହଳି । ପାଖାପାଖି ବସୁଛନ୍ତି ଦର୍ଶକ, ଫୁଡକୋର୍ଟରେ ଅସମ୍ଭବ ଭିଡ । ଓଲି ଲ୍ୟାଣ୍ଡର…