Daily Archives

January 30, 2023

ଖୋଲିଲା ମିରମ୍ ହେଲଥ କେୟାରର ଷଷ୍ଠ ଷ୍ଟୋର । ୫୦ ଟଙ୍କାରେ ୫ଟି ଟେଷ୍ଟ କରିପାରିବେ ଲୋକ ।

କନକ ବ୍ୟୁରୋ: ଖୋଲିଲା ମିରମ ହେଲଥ କେୟାରର ଷଷ୍ଠ ଷ୍ଟୋର । ଜାନୁଆରୀ ମାସ ୨୨ ତାରିଖରେ ମିରମର ଏହି ହେଲଥ କେୟାର ଷ୍ଟୋର ଖୋଲାଯାଇଛି । ଫ୍ରାଞ୍ଚାଇଜ୍ ପାର୍ଟନର ନବୀନ ଅଗ୍ରୱାଲ ଏହି ଷ୍ଟୋରର ଉଦଘାଟନ କରିଛନ୍ତି । ତେବେ ଏହା ହେଉଛି ମିରମ ହେଲଥ କେୟାରର ଦ୍ୱିତୀୟ ଫ୍ରାଞ୍ଚାଇଜ୍ ଷ୍ଟୋର । ମିରମ୍…

ନବଙ୍କୁ ଝୁରୁଛି ଝାରସୁଗୁଡା: ନବ ଥିଲେ ଲୋକଙ୍କ ନେତା, ଲୁହର ବିଦାୟ ଦେଲେ ଜନତା…

କନକ ବ୍ୟୁରୋ: ଲୋକପ୍ରିୟ ନେତାଙ୍କ ପାଇଁ ଲୋକାରଣ୍ୟ ରାସ୍ତାଘାଟ । ଜନନେତାଙ୍କ ପାଇଁ ଜନସମୁଦ୍ର ନଦୀକୂଳ । ଆଖି ଯୁଆଡେ ଯୁଆଡେ ଯାଉଛି ସେଠି ମାଳମାଳ ମଣିଷ । ହୃଦୟର ନେତାଙ୍କୁ ଶେଷଥର ପାଇଁ ଟିକେ ଦେଖିବାକୁ ହଜାର ହଜାର ଜନତାଙ୍କ ଭିଡ । ଜଣେ ନେତା କେବଳ ରକ୍ତ ମାଂସ ଶରୀରରେ ଗଢା ମଣିଷ…

କୋର୍ଟ ଚାଲଣ ବେଳେ ଅଟକିଲା ପୁଲିସ ଭ୍ୟାନ୍ । ଗୋପାଳ ଦାସଙ୍କୁ କୋର୍ଟ ନେବାବେଳେ ଅଜ୍ଞାତ ସ୍ଥାନରେ ପଚରାଉଚରା ।

କନକ ବ୍ୟୁରୋ: ଅଭିଯୁକ୍ତ ଗୋପାଳ ଦାସଙ୍କୁ କୋର୍ଟ ଚାଲଣ ବେଳେ ଅଟକିଲା ପୁଲିସ ଭ୍ୟାନ । ବାଟ ମଝିରେ ଏକ ଅଜ୍ଞାତ ସ୍ଥାନରେ ଭ୍ୟାନକୁ ଅଟକା ଯାଇ ଗୋପାଳଙ୍କୁ ପଚରାଉଚରା କରାଯାଉଥିବା ସୂଚନା ମିଳିଛି । ତେବେ କାହିଁକି ବାଟ ମଝିରେ ତାଙ୍କୁ ପଚରାଉଚରା କରାଯାଉଛି, ଏ ନେଇ କିଛି ସ୍ପଷ୍ଟ ସୂଚନା…

ହାଇକୋର୍ଟ ରେଜିଷ୍ଟ୍ରାରଙ୍କୁ ରାଜ୍ୟ ସରକାରଙ୍କ ଚିଠି: ସ୍ୱଚ୍ଛତା ପାଇଁ ହାଇକୋର୍ଟର କାର୍ଯ୍ୟରତ, ଅବସରପ୍ରାପ୍ତ କିମ୍ବା…

କନକ ବ୍ୟୁରୋ: ନବ ଦାସଙ୍କୁ ଗୁଳି ମାରି ହତ୍ୟା କରିଥିବା ଅଭିଯୁକ୍ତ ଏଏସଆଇ ଗୋପାଳ ଦାସଙ୍କୁ କୋର୍ଟ ଚାଲଣ କରାଯାଇଛି । ଝାରସୁଗୁଡ଼ା ଜେଏମ୍ଏଫସି କୋର୍ଟକୁ ନିଆଯାଉଛି । କୋର୍ଟରେ ୭ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିବ କ୍ରାଇମବ୍ରାଂଚ । ଅନ୍ୟପଟେ କ୍ରାଇମ୍ବ୍ରାଂଚ ଏଡିଜି ଅରୁଣ ବୋଥ୍ରା ଓ ତାଙ୍କ…

ସଂସଦର ବଜେଟ ଅଧିବେଶନ ପାଇଁ ପ୍ରସ୍ତୁତି ଶେଷ। ପ୍ରସ୍ତୁତିର ସମୀକ୍ଷା କଲେ ବାଚସ୍ପତି ଓମ ବିର୍ଲା ।

କନକ ବ୍ୟୁରୋ: ଫେବୃଆରୀ ୧ରେ ଆସିବ ବଜେଟ । ଜାନୁଆରୀ ୩୧ରୁ ବସିବ ବଜେଟ ଅଧିବେଶନ । ଏନେଇ ସମସ୍ତ ପ୍ରସ୍ତୁତି ବର୍ତମାନ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ନୂଆ ସଂସଦ ଭବନରେ ବଜେଟ ଅଧିବେଶନ ଓ ୨୦୨୩-୨୪ ବଜେଟ ଉପସ୍ଥାପନ ପାଇଁ ଯୋଜନା କରାଯାଇଥିଲେ ବି ନିର୍ମାଣ କାର୍ଯ୍ୟ ଶେଷ ହୋଇନଥିବାରୁ…

ମହାରାଷ୍ଟ୍ରରେ ସେନା କରୁଛି ସମରଭ୍ୟାସ ତୋପଚୀ। ପରାକ୍ରମ ଦେଖାଇଲା କେ ନାଇନ ବଜ୍ର, ଧନୁଷ ସିଷ୍ଟମ।

କନକ ବ୍ୟୁରୋ: ସୈନ୍ୟ ଅଭ୍ୟାସ ତୋପଚୀରେ ସ୍ୱଦେଶୀ ଅସ୍ତ୍ରଶସ୍ତ୍ରର ପ୍ରଦର୍ଶନ । ସମର ଅଭ୍ୟାସର ମୁଖ୍ୟ ଆକର୍ଷଣ ହେଲେ ସ୍ୱଦେଶୀ ଜ୍ଞାନକୈାଶଳରେ ନିର୍ମିତ କେ-ନାଇନ ବଜ୍ର, ଧନୁଷ ସିଷ୍ଟମ । ତେବେ ଏହାକୁ ନେଇ ଅଧିକାରୀ କହିଛନ୍ତି ଆମେ ଆତ୍ମନିର୍ଭର ଆଡ଼କୁ ଗତି କରୁଛନ୍ତି । ମହାରାଷ୍ଟ୍ରର…