Daily Archives

January 22, 2023

ସହଯୋଗ କରୁନାହିଁ ଅଷ୍ଟ୍ରେଲିଆର ହସ୍ପିଟାଲ୍। ବାପାଙ୍କୁ ଫେରାଇ ଆଣିବାକୁ ଝିଅର କରୁଣ ନିବେଦନ।

କନକ ବ୍ୟୁରୋ: ହୃଦଘାତ ଶିକାର ବାପାଙ୍କୁ ଭୁବନେଶ୍ୱର ଫେରାଇ ଆଣିବା ପାଇଁ ନିବେଦନ କରିଛନ୍ତି ଝିଅ ସ୍ମିତା ସାମଲ । ଗୋଟିଏ ପଟେ ଲାଇଫ୍ ସପୋର୍ଟ ସିଷ୍ଟମ ଖୋଲି ଦେବାକୁ କହୁଛନ୍ତି ସିଡନୀ ସ୍ଥିତ ରୟାଲ୍ ପ୍ରିନ୍ସ ଆଲ୍ଫ୍ରେଡ୍ ହସପିଟାଲ କର୍ତୃପକ୍ଷ । ଅନ୍ୟପଟେ ଓଡ଼ିଶାକୁ କିପରି ଅଣା ଯାଇପାରିବ, ଏ…

ରାଜଧାନୀରେ ଦୁର୍ବୃତ୍ତଙ୍କ ଉତ୍ପାତ । ହକି ବିଶ୍ୱକପ୍ ବେଳେ ହକି ତାରକାଙ୍କ ଘରୁ ଚୋରି । ପ୍ରବୋଧଙ୍କ ଘରେ ବୁଲାଇଲେ କଳା…

କନକ ବ୍ୟୁରୋ: ଅଲିମ୍ପିଆନ୍ ତଥା ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀଙ୍କ ଚୋରି ହୋଇଗଲା ମେଡାଲ । ଗତକାଲି ବିଳମ୍ବିତ ରାତିରେ କେହି ନଥିବା ବେଳେ ତାଙ୍କର ଭୁବନେଶ୍ୱର ଘରୁ କେହି କଳାକନା ବୁଲାଇଦେଇଛି । ମେଡାଲ ସହ ପ୍ରବୋଧଙ୍କ ଘରୁ ଟଙ୍କା, ସୁନା, ଏଲଇଡି ଟିଭି ବି ଚୋରି ହୋଇଛି । ପୁରୁଷ ହକି…

ରାସ୍ତା କଡ଼ରେ କଟୁଛି ଜୀବନ, ହେଲେ ତାଲିକାରେ ନାହିଁ ନାଁ । ଆବାସ ତାଲିକାରୁ ବାଦ ପଡ଼ିଛନ୍ତି ଯୋଗ୍ୟ ହିତାଧିକାରୀ

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ତେଜୁଛି ଅସନ୍ତୋଷ । ପ୍ରକାଶ ପାଇଥିବା ତାଲିକାରେ ଅନେକ ଯୋଗ୍ୟ ହିତାଧିକାରୀ ସାମିଲ ହୋଇନାହାନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଛି ଏଭଳି ଅସନ୍ତୋଷର ଚିତ୍ର । ରାଜ୍ୟର ୩ଟି ଅଞ୍ଚଳ ବାଙ୍କୀ ଓ ପାରାଦୀପ ଓ ପୋଲସରାରେ ପ୍ରଧାନମନ୍ତ୍ରୀ…

ବାଗେଶ୍ୱର ବାବାଙ୍କୁ ଖୋଲା ଚ୍ୟାଲେଞ୍ଜ । ଦିବ୍ୟଶକ୍ତି ଅଛି ତ’ ସଙ୍କଟରୁ ରକ୍ଷା କର । ଯୋଶୀମଠର ଫାଟକୁ ଯୋଡ଼ି ଦେଖାଅ

କନକ ବ୍ୟୁରୋ: ବାଗେଶ୍ୱର ବାବା ଓରଫ ଧୀରେନ୍ଦ୍ର କ୍ରିଷ୍ଣା ଶାସ୍ତ୍ରୀଙ୍କୁ ନେଇ ବିବାଦ ଥମୁନଥିବା ବେଳେ ବାବାଙ୍କୁ ଏକ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ସ୍ୱାମୀ ଅଭିମୁକ୍ତେଶ୍ୱର ନନ୍ଦ ସରସ୍ୱତୀ । ଯଦି ସତରେ ବାଗେଶ୍ୱର ବାବା ଚମତ୍କାର କରୁଛନ୍ତି, ତେବେ ଉତ୍ତରାଖଣ୍ଡ ଯୋଶୀମଠରେ ଚାଲିଥିବା…