Daily Archives

January 13, 2023

ଚିଟଫଣ୍ଡ ଦୁର୍ନୀତି: ପକ୍ଷଭୁକ୍ତ ହେଲା କୋ-ଅପରେସନ ମନ୍ତ୍ରାଳୟ । ପକ୍ଷ ରଖିବାକୁ ଅନୁମତି ଦେଲେ ସୁପ୍ରିମକୋର୍ଟ

କନକ ବ୍ୟୁରୋ: ସୁପ୍ରିମକୋର୍ଟରେ ଚିଟ୍ଫଣ୍ଡ ଦୁର୍ନୀତି ମାମଲାରେ ଶୁଣାଣି ଚାଲିଥିବାବେଳେ ପକ୍ଷଭୁକ୍ତ ହୋଇଛି କେନ୍ଦ୍ର କୋ-ଅପରେସନ ମନ୍ତ୍ରାଳୟ । କୋର୍ଟ ବି ପକ୍ଷ ରଖିବାକୁ କେନ୍ଦ୍ରର ଆବେଦନକୁ ଗ୍ରହଣ କରିଛନ୍ତି । ତେବେ କେନ୍ଦ୍ର ଗୃହମନ୍ତ୍ରୀ ଏହି ବିଭାଗର ଦାୟିତ୍ୱରେ ଥିବାରୁ ଆଗାମୀ ଦିନରେ…

ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା । ଜାଣନ୍ତୁ, କେଉଁ ଦଳରେ ରହିଲେ କେଉଁ…

କନକ ବ୍ୟୁରୋ: ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍ ଘୋଷଣା ହେଲା ଭାରତୀୟ ଦଳ । ପ୍ରଥମ ଦୁଇଟି ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ଅଷ୍ଟ୍ରେଲିଆ ବିପକ୍ଷ ଦଳରେ ରୋହିତ ଶର୍ମା ଦଳର ନେତୃତ୍ୱ ନେବେ । ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଦଳରେ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କୁ…

ଫେବ୍ରୁଆରୀରେ ଓଡିଶା ଆସିବେ ଖଡଗେ ଓ ପ୍ରିୟଙ୍କା । ହାଥ୍ ସେ ହାଥ୍ ଯୋଡୋ କାର୍ଯ୍ୟକ୍ରମରେ ଦେବେ ଯୋଗ ।

କନକ ବ୍ୟୁରୋ: ଫେବ୍ରୁଆରୀରେ ଓଡିଶା ଆସିବେ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ । ରାଜ୍ୟ କଂଗ୍ରେସ ପକ୍ଷରୁ ଆୟୋଜିତ ହେବାକୁ ଥିବା ହାଥ୍ ସେ ହାଥ୍ ଯୋଡୋ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏଆଇସିସି ଅଧକ୍ଷ ମଲ୍ଲିକାର୍ଜ୍ଜୁନ ଖଡଗେ ଓ ଏଆଇସିସି ସାଧାରଣ…

୨୦୨୫ ସୁଦ୍ଧା ୫୦ ପ୍ରତିଶତ ଯୁବବର୍ଗ ଧନ୍ଦାମୂଳକ ଶିକ୍ଷାରେ ହେବେ ସଶକ୍ତ । ଭଏସ୍ ଅଫ୍ ଗ୍ଲୋବାଲ୍ ସାଉଥ୍ ସମ୍ମିଟରେ…

କନକ ବ୍ୟୁରୋ: ୨୦୨୫ ସୁଦ୍ଧା ଭାରତର ୫୦ ପ୍ରତିଶତ ଯୁବବର୍ଗଙ୍କୁ ଧନ୍ଦାମୂଳକ ଶିକ୍ଷାରେ ସଶକ୍ତ କରାଯିବାର ଲକ୍ଷ୍ୟ ରହିଛି । ଭଏସ୍ ଅଫ୍ ଗ୍ଲୋବାଲ୍ ସାଉଥ୍ ସମ୍ମିଟରେ ଏଭଳି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର କହିଛନ୍ତି, ସ୍କୁଲ, ଦକ୍ଷତା, ଉଚ୍ଚ…

ବିଜୟରୁ ଟିମ୍ ଇଣ୍ଡିଆର ହକି ବିଶ୍ୱକପ୍ ଅଭିଯାନ ଆରମ୍ଭ । ୨-୦ରେ ମ୍ୟାଚ୍ ଜିତିଲା ଟିମ୍ ଇଣ୍ଡିଆ ।

କନକ ବ୍ୟୁରୋ: ବିଜୟରୁ ବିଶ୍ୱକପ୍ ଅଭିଯାନ ଆରମ୍ଭ କଲା ଟିମ୍ ଇଣ୍ଡିଆ । ରାଉରକେଲା ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ମ୍ୟାଚ୍ ଜିତିଲା ଭାରତୀୟ ହକି ଦଳ । ଆଜି ନିଜର ପ୍ରଥମ ମ୍ୟାଚରେ ସ୍ପେନକୁ ୨-୦ ଗୋଲରେ ହରାଇ ଭାରତୀୟ ହକି ଦଳ ନିଜର ବିଶ୍ୱକପ୍ ଅଭିଯାନ ଆରମ୍ଭ କରିଛି । ତେବେ…

ରାମ ଲାଲାଙ୍କ ମୂର୍ତ୍ତି ଗଢ଼ିବେ ଓଡ଼ିଆ ଶିଳ୍ପୀ । ଅଯୋଧ୍ୟାର ଭବ୍ୟ ମନ୍ଦିରରେ ପୂଜା ପାଇବେ ମୂର୍ତ୍ତି । ନିର୍ମାଣ ପାଇଁ…

କନକ ବ୍ୟୁରୋ: ଆଉ କିଛି ମାସର ଅପେକ୍ଷା । ଦର୍ଶନ ପାଇଁ ପ୍ରସ୍ତୁତ ହୋଇଯିବ ଅଯୋଧ୍ୟାର ଭବ୍ୟ ଶ୍ରୀରାମ ମନ୍ଦିର । ମନ୍ଦିର ନିର୍ମାଣ କାର୍ଯ୍ୟ ୬୦ ପ୍ରତିଶତ ସରିଥିବାବେଳେ ଗର୍ଭଗୃହରେ ସ୍ଥାନ ପାଇବାକୁ ଥିବା ମୃର୍ତ୍ତି ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଦେଶର ବଛା ବଛା ଶିଳ୍ପୀ…