Daily Archives

January 4, 2023

କୋଣାର୍କରୁ ବାଲି କାଢିବା ପ୍ରକ୍ରିୟା ଆରମ୍ଭ। ମନ୍ଦିର ବେଢାରେ ଲିଫ୍ଟ ପାଇଁ ପଡିଲା ମୂଳଦୁଆ।

କନକ ବ୍ୟୁରୋ: କୋଣାର୍କ ସୂର୍ଯ୍ୟମନ୍ଦିର ଗର୍ଭଗୃହରେ ଥିବା ୧୨୦ ବର୍ଷ ପୁରୁଣା ବାଲି କାଢିବା ପ୍ରକ୍ରିୟା ଆରମ୍ଭ ପୂର୍ବରୁ ପୂଜାର୍ଚ୍ଚନା ହୋଇଛି । ମନ୍ଦିର ବେଢାରେ ସ୍ଥାନ ଚିହ୍ନଟ କରାଯାଇ ଲିଫ୍ଟ ପାଇଁ ମୂଳଦୁଆ କାମ ଆରମ୍ଭ ହୋଇଛି । ସେହିପରି ଗୋଟିଏ ବଡ ଲୁହା ବିମକୁ କୋଣାର୍କ ମନ୍ଦିରର…

ଅର୍ନ୍ତଜାତୀୟ ଗଣମାଧ୍ୟରେ ଭାରତକୁ ନେଇ ଚର୍ଚ୍ଚା । ଜାପାନ ମିଡିଆ ନିକୋଇ ଇଶାଇ କଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

କନକ ବ୍ୟୁରୋ : ବିଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଭାରତକୁ ଭୁରି ଭୁରି ପ୍ରଂଶସା । ଜାପାନ ମିଡିଆ ପିଏମ ମୋଦୀଙ୍କୁ ପ୍ରଂଶସା କରି ୨୦୨୩ ଭାରତ ପାଇଁ ଶୁଭହେବ ବୋଲି କହିଛି । ଏଥିସହ ଭାରତ ବିଶ୍ୱରେ ତୃତୀୟ ଶକ୍ତି ଭାବେ ଉଭା ହେବ ବୋଲି କହିଛି । ଏହି ରିପୋର୍ଟରେ ଚୀନ ଆମେରିକା…

ପାକିସ୍ତାନରେ ହନିଟ୍ରାପ ଭୂକମ୍ପର ଝଟକା: ସିନେମା ଜଗତରୁ ସେନା ଯାଏଁ ହଇଚଇ

କନକ ବ୍ୟୁରୋ: ପାକିସ୍ତାନର ରାଜନେତାଙ୍କୁ ହନିଟ୍ରାପରେ ଛନ୍ଦି ବ୍ଲାକମେଲ କରୁଥିଲେ ସେନା ଓ ଏଏସଆଇ ଅଧିକାରୀ । ପାକିସ୍ତାନ ସେନା ଏବଂ ଗୁଇନ୍ଦା ଏଜେନ୍ସି ଆଇଏସଆଇ ବିରୋଧରେ ଏହି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ପୂର୍ବତନ ସେନା ଅଧିକାରୀ ଆଦିଲ ରଜା । ସେ କହିଛନ୍ତି ପାକିସ୍ତାନର ନାମୀଦାମୀ…

ଓଡିଶାରେ ବିଜେପିର ମିଶନ ୨୪’। ୧ କୋଟି ୩୦ ଲକ୍ଷ ଭୋଟ୍ ପାଇଁ ପ୍ଲାନ୍।

କନକ ବ୍ୟୁରୋ: ପରୀକ୍ଷା ପୂର୍ବରୁ ଫଳାଫଳକୁ ନେଇ ଲକ୍ଷ୍ୟ ସ୍ଥିର କରିଛି ବିଜେପି । ବିଶେଷକରି ଓଡିଶାରେ ପୂର୍ବ ଅପେକ୍ଷା କେମିତି ଅଧିକ ଲୋକସଭା ଆସନ ଜିତିବ ସେଥିପାଇଁ ର୍ଟାର୍ଗେଟ ଫିକ୍ସ କରିଛି ଭାରତୀୟ ଜନତା ପାର୍ଟି । ଏଥିପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିସାରିଛି ଏହି କେନ୍ଦ୍ରୀୟ ଦଳ ।…

ଡାକ୍ତରଖାନାରେ ଭର୍ତି ହେଲେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧି । ଦିଲ୍ଲୀ ଗଙ୍ଗାରାମ ହସପିଟାଲରେ ଚାଲିଛି…

କନକ ବ୍ୟୁରୋ : ହସ୍ପିଟାଲରେ ଭର୍ତି ହେଲେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ବୁଧବାର ଦିଲ୍ଲୀର ଗଙ୍ଗାରାମ୍ ହସ୍ପିଟାଲରେ ସୋନିଆଙ୍କୁ ଭର୍ତି କରାଯାଇଛି । ଶ୍ୱାସ ଜନିତ ସମସ୍ୟା ଯୋଗୁଁ ତାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଥିବା ସୂଚନା ରହିଛି । ସୋନିଆଙ୍କ ସହ ଝିଅ ପ୍ରିୟଙ୍କା…