Daily Archives

January 28, 2023

ଭାରତ-ଚୀନ ସୀମା ବିବାଦ ଭିତରେ ରଏଟର୍ସ ଦେଲା ଚିନ୍ତାଜନକ ଖବର । ସୀମାରେ ସାମରିକ ସ୍ଥିତି ମଜଭୁତ କରୁଛି ଡ୍ରାଗନ, ଆଗକୁ…

କନକ ବ୍ୟୁରୋ: ଆଗକୁ ଅଧିକ ଘନେଇପାରେ ଭାରତ-ଚୀନ ସୀମା ବିବାଦ । ରଏଟର୍ସ ରିପୋର୍ଟ ଅନୁସାରେ ସୀମାରେ ଚୀନ ଦ୍ରୁତ ଗତିରେ ନିଜର ସାମରିକ ସ୍ଥିତି ମଜବୁତ କରୁଛି । ତେଣୁ ଆଗାମୀ ଦିନରେ ଚୀନ ଓ ଭାରତୀୟ ସେନା ମଧ୍ୟରେ ବୃଦ୍ଧି ପାଇପାରେ ସଂଘର୍ଷ । ନିକଟରେ ଲଦାଖରେ ବସିଥିଲା ‘ସିକ୍ୟୁରିଟି ଇସ୍ୟୁଜ…

କଶ୍ମୀରରେ ଚାଲିଛି ଭାରତ ଯୋଡ ଯାତ୍ରାର ଅନ୍ତିମ ଚରଣ । ସାମିଲ ହେଲେ ପିଡିପି ନେତ୍ରୀ ମେହେବୁବା ମୁଫତି

କନକ ବ୍ୟୁରୋ: ଗୋଟେ ଦିନର ବିରତି ପରେ କାଶ୍ମୀରରେ ପୁଣି ଚାଲିଲା ଭାରତ ଯୋଡ ଯାତ୍ରା । ଅବନ୍ତୀପୁରାରେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଶନିବାର ଭାରତ ଯୋଡ ଯାତ୍ରା ଆୟୋଜିତ ହୋଇଛି । ଆଜିର କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ପିଡିପି ନେତ୍ରୀ ମେହେବୁବା ମୁଫତି ଓ ତାଙ୍କ ଝିଅ । ଜାନୁଆରୀ ୨୯…

କାହିଁକି ଦୁର୍ଘଟଣା ହେଉଛି ସେନାର ବିମାନ? ଜାଣନ୍ତୁ,କେବେ କେବେ ହେଇଛି ଏମିତି ଦୁର୍ଘଟଣା…

କନକ ବ୍ୟୁରୋ: ସେନା ଶକ୍ତିଶାଳୀ ହେଉଛି । ସ୍ଥଳସେନା, ନୌସେନା ସମେତ ବାୟୁସେନାରେ ରୀତିମତ ନୂଆ ତଥା ଶକ୍ତିଶାଳୀ ପ୍ରତିରକ୍ଷା ଉପକରଣ, ଅସ୍ତ୍ରଶସ୍ତ୍ର, ଅତ୍ୟାଧୁନିକ ବିମାନ,ହେଲିକପ୍ଟର, ଯୁଦ୍ଧପୋତ ଏମିତି ଅନେକ କିଛି ସାମିଲ କରାଯାଉଛି । ଅନ୍ୟପଟେ ଲଗାତାର ଯେଉଁଭଳି ଭାବେ ଭାରତୀୟ ବାୟୁସେନାର…

କରୋନା ପରର ଖଣ୍ଡଗିରି ମେଳା। ଜମୁଛି ସାଧୁସନ୍ଥଙ୍କ ମେଳି, ମୁଖ୍ୟ ଆକର୍ଷଣ ସାଜିଛନ୍ତି ବାବା।

କନକ ବ୍ୟୁରୋ: ଭଜନ କୀର୍ତ୍ତନରେ କମ୍ପୁଛି ଖଣ୍ଡଗିରି । ବିଶ୍ୱଶାନ୍ତି ପାଇଁ ସାଧୁସନ୍ଥ ଆରମ୍ଭ କରିଛନ୍ତି ଯଜ୍ଞ । କରୋନା ପରର ଖଣ୍ଡଗିରି ମେଳାରେ ଧିରେ ଧିରେ ଜମି ଆସୁଛି ଆସର । ଖଣ୍ଡଗିରି ମେଳାରେ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ତଲୱାର ବାବା । ବେଶଭୂଷା ଅନ୍ୟ ସାଧୁଙ୍କ…

ମୋବାଇଲ ଅଧିକ ଦେଖୁଥିଲେ ସାବଧାନ। ଅଭ୍ୟାସ ଡାକି ଆଣିବ ବଡ ବିପଦ!

କନକ ବ୍ୟୁରୋ: ଡିଜିଟାଲ ଯୁଗରେ ସ୍ମାର୍ଟ ଗେଜେଟ୍, ମୋବାଇଲ ଓ ଲାପଟପ ଯୋଗାଯୋଗର ମାଧ୍ୟମକୁ ଅଧିକ ସହଜ କରିଛି । କିନ୍ତୁ ଅତ୍ୟଧିକ ବ୍ୟବହାର ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରୁଛି । ବିଶେଷ କରି ଲାପଟପ ଓ ମୋବାଇଲରେ ଅଧିକ ସମୟ ବିତାଉଥିବା ଲୋକ ପିଠି ଯନ୍ତ୍ରଣା ଓ ବେକ ଯନ୍ତ୍ରଣା ଭଳି…

ବାୟୁସେନାର ଦୁଇ ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ। ଆକାଶରେ ଧକ୍କା ପରେ ଜଳିଗଲା ଦୁଇ ବିମାନ।

କନକ ବ୍ୟୁରୋ: ମଧ୍ୟପ୍ରଦେଶ ଗ୍ୱାଲିଅର ଏୟାରବେସରୁ ଉଡାଣ ଭରିବାର କିଛି ସମୟ ପରେ ମିରାଜ ୨୦୦୦ ଓ ସୁଖୋଇ -୩୦ ବିମାନ ଦୁର୍ଘଟଣାର ଶିକାର ହୋଇଛନ୍ତି । କୁହାଯାଉଛି ମଝି ଆକାଶରେ ଦୁଇ ବିମାନ ମୁହାଁମୁହିଁ ଧକ୍କା ହେବା ପରେ ଜଳିଯାଇ ତଳିପଡିଛି । ଏହାର ଦୃଶ୍ୟ ବୟାନ କରୁଛି କେତେ ସାଂଘାତିକ ଥିଲା…