Daily Archives

January 18, 2023

ହାଇଦ୍ରାବାଦରେ ଭାରତର ରୋମାଞ୍ଚକର ବିଜୟ । ଲଢେଇ କରି ହାରିଲା ନ୍ୟୁଜିଲାଣ୍ଡ । ଶୁଭମନ୍ ଗିଲଙ୍କ ଦ୍ୱି-ଶତକ ।

କନକ ବ୍ୟୁରୋ: ହାଇଦ୍ରାବାଦର ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ଷ୍ଟାଡିୟମଠାରେ ବୁଧବାର ଦିନ ଖେଳାଯାଇଥିବା ରୋମାଞ୍ଚକର ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୧୨ ରନରେ ପରାସ୍ତ କରିଛି ଭାରତ । ଭାରତ ପକ୍ଷରୁ ୩୫୦ ରନର ବିଶାଳ ବିଜୟ ଲକ୍ଷ୍ୟ ରଖାଯାଇଥିଲେ ବି ନ୍ୟୁଜିଲାଣ୍ଡ ଶେଷ ପର୍ଯ୍ୟନ୍ତ ଲଢେଇ କରିଥିଲା ।…

ତେଲେଙ୍ଗାନାରେ କେସିଆରଙ୍କ ଶକ୍ତି ପ୍ରଦର୍ଶନ, ନୂଆ ସାମୁଖ୍ୟ ନେଇ ଚର୍ଚ୍ଚା । ଏପଟେ ଭାରତ ରାଷ୍ଟ୍ର ସମିତିର ଫୋକସରେ…

କନକ ବ୍ୟୁରୋ: ବିଶାଳ ଜନସଭା । ହଜାର ହଜାର ଜନତା, ଶହ ଶହ ନେତା । ଏକାଧିକ ମୁଖ୍ୟମନ୍ତ୍ରୀଙ୍କ ମେଳରେ, ଦକ୍ଷିଣରୁ ଦିଲ୍ଲୀର ଆସନ ଯାଏଁ ପହଞ୍ଚିବା ପାଇଁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ମେଗା ପ୍ଲାନ୍ । ଅଣ-ବିଜେପି ଓ ଅଣ କଂଗ୍ରେସ ନେତାଙ୍କୁ ଏକାଠି କରି ଏକ ନୂଆ ସାମୁଖ୍ୟର ଯୋଜନା କରୁଛନ୍ତି…

ପରିବାର ନିୟୋଜନ ପାଇଁ ନୂଆ ପଦକ୍ଷେପ । ବର୍ଷକୁ ୨ ଥର ହେବ ଶାଶୂ-ବୋହୂ ସମ୍ମିଳନୀ । ସମ୍ମିଳନୀର ଆୟୋଜନ କରିବେ ଆଶା…

କନକ ବ୍ୟୁରୋ: ଟିଭି ସିରିୟଲରେ ଆପଣ ଦେଖିଥିବେ ଶାଶୂ-ବୋହୂ କାହାଣୀ । ପରିବାରରେ ଏହି ଦୁଇଜଣଙ୍କ ବଡ଼ ଭୂମିକା ରହିଛି । କିନ୍ତୁ ଅନେକ ସମୟରେ ପରସ୍ପର ମଧ୍ୟରେ ଭୁଲ ବୁଝାମଣା ଯୋଗୁଁ ବିଭିନ୍ନ ସମସ୍ୟା ସୃଷ୍ଟି ହୁଏ । ପରିବାର ଭାଙ୍ଗିଯାଏ । କେତେବେଳେ ପରିବାର ଆଗକୁ ବଢ଼ାଇବା ପାଇଁ ତ କେତେବେଳେ…

ଇନ୍ଦୋରରେ ପ୍ରବାସୀ ଭାରତୀ ଦିବସରେ ଓଡିଆଙ୍କୁ ଭେଟିଲେ ରାଷ୍ଟ୍ରପତି, ପ୍ରବାସୀ ଓଡିଆଙ୍କ ତରଫରୁ ସମ୍ମାନୀତ ହେଲେ…

କନକ ବ୍ୟୁରୋ : ମଧ୍ୟପ୍ରଦେଶ ର ଇନ୍ଦୋର ଠାରେ ଉଦଯାପିତ ହୋଇ ଯାଇଥିବା ପ୍ରବାସୀ ଭାରତୀୟ ଦିବସରେ ବିଦେଶରେ ରହୁଥିବା ବହୁ ପ୍ରବାସୀ ଓଡ଼ିଆମାନେ ଭାଗ ନେଇ ଥିଲେ । ଲଣ୍ଡନ, ମ୍ୟାମାର, ବାହାରିନ୍ ଦେଶରୁ ପ୍ରବାସୀ ଓଡିଆମାନେ ଭାଗ ନେଇ ଥିଲେ। ସବୁଠାରୁ ବଡ କଥା ଯେ ଦୁବାଇ, ଓମାନ୍, ସାଉଦିଆରବ ଭଳି…

ଖେଳାଳୀ ବନାମ କୁସ୍ତି ଯୋଦ୍ଧା ମହାସଂଘ । ମହାସଂଘର ସଭାପତିଙ୍କ ବିରୋଧରେ ଯୌନ ନିର୍ଯାତନା ଆଣିଲେ ଭିନେଶ ପୋଗଟଙ୍କ ସହ…

କନକ ବ୍ୟୁରୋ: ଯୌନ ଶୋଷଣର ଅଭିଯୋଗ ଆଣିଲେ ଦେଶର ପ୍ରତିଷ୍ଠିତ କୁସ୍ତି ଯୋଦ୍ଧା ଭିନେଶ ଫୋଗଟ୍ । ଭାରତୀୟ କୁସ୍ତି ମହାସଂଘର ସଭାପତି ବ୍ରଜଭୂଷଣ ସିଂହଙ୍କ ବିରୋଧରେ ଶାରୀରିକ ଓ ମାନସିକ ନିର୍ଯାତନା ଅଭିଯୋଗ ଆଣି ଯନ୍ତରମନ୍ତରରେ ଧାରଣା ଦେଇଛନ୍ତି । ଯେଉଁ ପର୍ଯ୍ୟନ୍ତ ତାଙ୍କୁ ପଦରୁ ହଟାନଯାଇଛି…

ୟୁକ୍ରେନ ଗୃହମନ୍ତ୍ରୀଙ୍କ ସହ ୧୬ ହରାଇଲେ ପ୍ରାଣ, ଦୁର୍ଘଟଣା ପଛରେ ହେଲିକପ୍ଟରର ଯାନ୍ତ୍ରିକ ତ୍ରୁଟି ନା ରୁଷର ଆକ୍ରମଣ…

କନକ ବ୍ୟୁରୋ : ୟୁକ୍ରେନ ଗୃହମନ୍ତ୍ରୀଙ୍କ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ । ରାଜଧାନୀ କିଭ ବାହାରେ ବ୍ରୋବେରୀରେ ଥିବା କିଣ୍ଡରଗାର୍ଡେନ ନିକଟରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ୟୁକ୍ରେନ ଗୃହମନ୍ତ୍ରୀ ଡେନିସ ମୋନାଷ୍ଟିରସ୍କିଙ୍କ ସହ କିଣ୍ଡରଗାର୍ଡେନର ୨ ଶିଶୁ ଓ କିଛି କର୍ମଚାରୀ ଏହି…