Daily Archives

January 7, 2023

୯୧ ରନରେ ହାରିଲା ଶ୍ରୀଲଙ୍କା, ସିରିଜ ହାତେଇଲା ଭାରତ

କନକ ବ୍ୟୁରୋ: ଆଜି ଶ୍ରୀଲଙ୍କା ବିପକ୍ଷ ଶେଷ ଟି-୨୦ ମ୍ୟାଚରେ ଭାରତ ଦମଦାର ବିଜୟ ହାସଲ କରିଛି । ଏହି ମ୍ୟାଚରେ ଭାରତ ପକ୍ଷରୁ ସୂର୍ଯ୍ୟକୁମାର ବିସ୍ଫୋରକ ବ୍ୟାଟିଂ କରିଥିଲେ । ବୋଲରମାନେ ମଧ୍ୟ ଚମତ୍କାର ବ୍ୟାଟିଂ କରି ଭାରତକୁ ବିଜୟୀ କରାଇଛନ୍ତି । ଭାରତ ଏହି ମ୍ୟାଚରେ ଶ୍ରୀଲଙ୍କାଠାରୁ ୯୧ ରନର…

ବିହାରରେ ଆରମ୍ଭ ହେଲା ପ୍ରଥମ ପର୍ଯ୍ୟାୟ ଜାତିଭିତିକ ଜନଗଣନା: ୨ କୋଟି ୫୮ ଲକ୍ଷ ଅଧିକ ପରିବାରର ଆରମ୍ଭ ହେଲା ସର୍ଭେ କାମ

କନକ ବ୍ୟୁରୋ: ବିହାରରେ ଶନିବାର ପ୍ରଥମ ପର୍ଯ୍ୟାୟ ଜାତିଭିତିକ ଜନଗଣନା ଆରମ୍ଭ ହୋଇଛି । ଜାନୁୟାରୀ ୭ ତାରିଖରୁ ଆରମ୍ଭ ହୋଇଥିବା ଜାତିଭିତିକ ଜନଗଣନା ଜାନୁୟାରୀ ୨୧ ତାରିଖ ଯାଏଁ ଚାଲିବ । ଏଥିରେ ପ୍ରାୟ ୫ ଲକ୍ଷ ୧୮ ହଜାର କର୍ମଚାରୀ ୨ କୋଟି ପରିବାର ପାଖରେ ପହଂଚି ଜନଗଣନା କରିବେ । ପ୍ରଥମ…

ଏମ୍ସ ସମାବର୍ତନ ଉତ୍ସବରେ ସାମିଲ ହେଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ: ରାଜ୍ୟରେ ଆୟୁଷ୍ମାନ ଯୋଜନା ଲାଗୁ ପାଇଁ…

କନକ ବ୍ୟୁରୋ: ଏମ୍ସ ସମାବର୍ତନ ଉତ୍ସବରେ ଗୋଟିଏ କି ଦୁଇଟା ନୁହେଁ ଏକାଥରକେ ଛଅ ଛଅଟି ମେଡାଲ ପାଇଛନ୍ତି ଡ. ଅନୀଲ କୁମାର ଦାଶ । ବାଲିଅନ୍ତାର ଏକ ଛୋଟ ଗାଁରୁ ଆସି ସେ ଏହି ସଫଳତା ପାଇଛନ୍ତି । ଏଥିପାଇଁ ସେ ପରିବାର ସମେତ ଏମ୍ସ ଓ ନିଜ ସହଯୋଗୀଙ୍କୁ ଧନ୍ୟବାଦ ଦେଇଛନ୍ତି । ତାଙ୍କ କହିବା କଥା…

ପ୍ରାୟଶ୍ଚିତ ପାଇଁ ଶ୍ରୀକ୍ଷେତ୍ରକୁ ଆସିଲେ କଂସ: ମହୋଦଧୀରେ ସ୍ନାନ କରି ପାପ ଧୋଇଲେ

କନକ ବ୍ୟୁରୋ: ବିଶ୍ୱପ୍ରସିଦ୍ଧ ବରଗଡର ଧନୁଯାତ୍ରା ଉତ୍ସବ ଶେଷ ହୋଇଛି । ବରଗଡରେ କଂସଙ୍କ ରାଜୁତି ଶେଷ ହେବା ପରେ ପ୍ରାୟଶ୍ଚିତ କରିବାକୁ ପୁରୀ ଆସିଛନ୍ତି କଂସ ଭୂମିକାରେ ଅଭିନୟ କରିଥିବା ହୃଷିକେଶ ଭୋଇ । ମୁକ୍ତାକାଶ ରଙ୍ଗ ମଂଚରେ ଅଭିନୟ ବେଳେ ଭଗବାନ ଓ ଦେବାଦେବୀଙ୍କୁ ଅନେକ କଟୁ କଥା…

ସୂର୍ଯ୍ୟଙ୍କ ବିସ୍ଫୋରକ ଶତକ: ୨୨୮ ରନର ବିଶାଳ ସ୍କୋର କଲା ଭାରତ, ଶୀଲଙ୍କା ଆଗରେ ୨୨୯ ଟାର୍ଗେଟ

କନକ ବ୍ୟୁରୋ: ଆଜି ଭାରତ-ଶ୍ରୀଲଙ୍କା ତୃତୀୟ ଟି-୨୦ ମ୍ୟାଚ । ଏହି ମ୍ୟାଚରେ ସୂର୍ଯ୍ୟକୁମାରଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଛି । ଛକା ଚୌକା ବର୍ଷା କରି ସୂର୍ଯ୍ୟ ଏହି ମ୍ୟାଚରେ ଶତକ ହାସଲ କରିଛନ୍ତି । ଫଳରେ ଭାରତ ୨୦ ଓଭରରେ ୨୨୮ ରନର ବିଶାଳ ସ୍କୋର କରିବାରେ ସଫଳ ହୋଇଛି । ଏବେ…

ଶ୍ରୀଲଙ୍କା ବିପକ୍ଷରେ ଚମକିଲେ ସୂର୍ଯ୍ୟ । ମାତ୍ର ୪୫ ବଲରୁ ହାସଲ କଲେ ଶତକ ।

କନକ ବ୍ୟୁରୋ: ଶ୍ରୀଲଙ୍କା ବିପକ୍ଷ ୩ୟ ଟି-୨୦ରେ ଚମକିଲେ ସୂର୍ଯ୍ୟକୁମାର । ମାତ୍ର ୪୫ ବଲରୁ ହାସଲ କଲେ ଶତକ । ଶନିବାର ଶ୍ରୀଲଙ୍କା ବିପକ୍ଷରେ ରନ୍ ବର୍ଷା କରିବା ସହ ସୂର୍ଯ୍ୟକୁମାର ଅନ୍ତର୍ଜାତୀୟ ଟି- ୨୦ ମ୍ୟାଚରେ ୩ୟ ଶତକ ହାସଲ କରିଛନ୍ତି । ଏଥିସହ ୨୦୨୩ ବର୍ଷରେ ପ୍ରଥମ ଶତକ ହାସଲ କରିଛନ୍ତି…