Daily Archives

January 12, 2023

କିଏ ସେହି ନୟାଗଡର ରାଜନେତା? ଯାହାଙ୍କ ସମ୍ପର୍କରେ ଥିଲା ବ୍ଲାକମେଲ୍ କୁଇନ୍ ଅର୍ଚ୍ଚନା ନାଗ ।

କନକ ବ୍ୟୁରୋ: ଅର୍ଚ୍ଚନାଙ୍କ ନାଗଫାଶରେ ପଡିଥିଲେ ନୟାଗଡ଼ର କେଉଁ ବ୍ୟବସାୟୀ ତଥା ରାଜନେତା? ଯାହାଙ୍କ ସଂପର୍କରେ ଚାର୍ଜସିଟରେ ଉଲ୍ଲେଖ କରିଛି ଇଡି । ଅର୍ଚ୍ଚନା ନାଗ ମାମଲାରେ ହାଇକୋର୍ଟରେ ଇଡି ଯେଉଁ ଚାର୍ଜସିଟ୍ ଦାଖଲ କରିଛି, ସେଥିରେ ସ୍ପଷ୍ଟ ଭାବେ ନୟାଗଡ଼ର ଜଣେ ବ୍ୟବସାୟୀ ତଥା ରାଜନେତାଙ୍କ…

ବିଶ୍ୱକପ ହକି ଫିଭର ବେଳେ ମୁକୁଳା ନାଳରେ ପଡିଗଲେ ବିଦେଶୀ ସାମ୍ବାଦିକ । ଡ୍ରେନ ଭିତରକୁ ଖସି କୋରିଆ ଫଟୋଗ୍ରାଫର ଆହତ ।

କନକ ବ୍ୟୁରୋ: ମୁକୁଳା ନାଳରେ ଖସିପଡ଼ିଲେ ବିଦେଶୀ ସାମ୍ବାଦିକ । ହକି ବିଶ୍ୱକପ କଭରେଜ୍ ପାଇଁ ଭୁବନେଶ୍ୱର ଆସିଥିବା ଦକ୍ଷିଣ କୋରିଆର ଜଣେ ଫଟୋ ସାମ୍ବାଦିକ ମୁକୁଳା ଡ୍ରେନରେ ପଡ଼ି ଆହାତ ହୋଇଛନ୍ତି ।  ସୂଚନା ଅନୁସାରେ ଏହି ଫଟୋ ସାମ୍ବାଦିକ ଜଣକ ଗତକାଲି ରାତିରେ ଡୁମୁଡୁମା ଅଞ୍ଚଳରେ ଥିବା ଏକ…

କେଏଲ ରାହୁଲଙ୍କ ଦମଦାର ଅର୍ଦ୍ଧଶତକ: ୪ ୱିକେଟରେ ଶ୍ରୀଲଙ୍କାକୁ ହରାଇଲା ଭାରତ

କନକ ବ୍ୟୁରୋ: ଆଜି ଭାରତ-ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ ଅନୁଷ୍ଠିତ ହୋଇଛି । ଏହି ମ୍ୟାଚରେ କେଏଲ ରାହୁଲ ମ୍ୟାଚ ବିଜୟୀ ଇଂନିସ ଖେଳିଛନ୍ତି । ଶେଷ ଯାଏଁ ଲଢି ସେ ଭାରତକୁ ବିଜୟୀ କରାଇଛନ୍ତି । ଫଳରେ ଭାରତ ଏହି ମ୍ୟାଚରେ ଶ୍ରୀଲଙ୍କାକୁ ୪ ୱିକେଟରେ ପରାସ୍ତ କରିଛି । ଏହି ମ୍ୟାଚ…

ଭଙ୍ଗା ପଲଙ୍କରେ ଶୋଉଛନ୍ତି ମହାପ୍ରଭୁ । ଭାଙ୍ଗିଯାଇଛି ଗଜଦନ୍ତ ରତ୍ନ ପଲଙ୍କ ।

କନକ ବ୍ୟୁରୋ: ଭଙ୍ଗା ପଲଙ୍କରେ ଶୋଉଛନ୍ତି ମହାପ୍ରଭୁ । ଶ୍ରୀଜିଉଙ୍କ ଗଜଦନ୍ତ ରତ୍ନ ପଲଙ୍କ ଭାଙ୍ଗିଯାଇଛି । ପଲଙ୍କ ଗୋଡ଼ ସହ ଅନ୍ୟାନ୍ୟ ସ୍ଥାନ ସବୁ ଦୋହଲି ଗଲାଣି । ଗଜଦନ୍ତ ବି କ୍ରମଶଃ ଘୋରି ହୋଇ ସରି ଆସିଲାଣି । ଲାଗିଥିବା ରୂପା ବି ଛାଡ଼ିଗଲାଣି । ଏହାର ମରାମତି ପାଇଁ ବହୁ ଦିନୁ ଦାବି…

୩୧ ବର୍ଷ ତଳର ମାମଲାରେ ଶ୍ରମିକ ନେତା ମାୟାଧର ନାୟକ ଓ ତାଙ୍କ ସହଯୋଗୀଙ୍କୁ ୱାରେଣ୍ଟ । କୋର୍ଟରେ ଆତ୍ମସମର୍ପଣ ପରେ…

କନକ ବ୍ୟୁରୋ: ୩୧ ବର୍ଷ ତଳର ମାମଲାରେ ଶ୍ରମିକ ନେତା ମାୟାଧର ନାୟକ ଓ ତାଙ୍କ ସହଯୋଗୀଙ୍କୁ ୱାରେଣ୍ଟ ଖବର ଚର୍ଚ୍ଚାରେ ରହିଛି । ତେବେ କୋର୍ଟରେ ଆତ୍ମ ସମର୍ପଣ ପରେ ତାଙ୍କୁ ଜାମିନ ମିଳିଛି । ୧୯୯୨ ମସିହାରେ ସୁକିନ୍ଦାର ଏକ ନିର୍ବାଚନୀ ହିଂସା ମାମଲାରେ ଅଭିଯୁକ୍ତ ଥିଲେ ମାୟାଧର । ତେଣୁ ପ୍ରଶ୍ନ…

ମୋଦୀଙ୍କୁ ସୁରକ୍ଷାରେ ବଡ ତ୍ରୁଟି । ସୁରକ୍ଷା ବଳୟ ଭେଦ କରି ପ୍ରଧାନମନ୍ତ୍ରୀଙ୍କ ନିକଟରେ ପହଞ୍ଚିଲେ ଯୁବକ, ଫୁଲମାଳ…

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାରେ ତ୍ରୁଟି । ସୁରକ୍ଷା ବଳୟ ଭେଦ କରି ପ୍ରଧାନମନ୍ତ୍ରୀଙ୍କ ଅତି ନିକଟରେ ପହଞ୍ଚିଲେ ଯୁବକ, ଫୁଲମାଳ ଦେବାକୁ ଉଦ୍ୟମ କଲେ । ତେବେ ହୁବଳିରେ ମୋଦୀ ବିଶାଳ ରୋଡ ଶୋ କରୁଥିବାବେଳେ ସାମନାକୁ ଆସିଛି ଏଭଳି ବଡ଼ ତ୍ରୁଟି ।…