Daily Archives

January 5, 2023

କାଶ୍ମୀର, ଦିଲ୍ଲୀ-ଏନସିଆରରେ ଭୂମିକମ୍ପ । ରିକ୍ଟର ସ୍କେଲରେ ତୀବ୍ରତା ୫.୯ ।

କନକ ବ୍ୟୁରୋ: ଦିଲ୍ଲୀ-ଏନସିଆରରେ ଭୂମିକମ୍ପ । ଜାମୁ-କାଶ୍ମୀର ସମେତ ଉତ୍ତର ଭାରତର କିଛି ସ୍ଥାନରେ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲର ଭୂମିକମ୍ପର ତୀବ୍ରତା ୫.୯ ରେକର୍ଡ କରାଯାଇଛି । ଭୂମିକମ୍ପର କେନ୍ଦ୍ର ଆଫଗାନିସ୍ତାନର ହିନ୍ଦକୁଶ ପର୍ବତମାଳା ବୋଲି କୁହାଯାଉଛି । ବର୍ତମାନ…

କୋଭିଡ କମାଉଛି ସିମେନ କ୍ୱାଲିଟି। ଗବେଷଣାରୁ ଆସିଲା ଚିନ୍ତାଜନକ ତଥ୍ୟ।

କନକ ବ୍ୟୁରୋ: ଦୀର୍ଘ ୩ ବର୍ଷ ହେଲା କୋଭିଡ ମହାମାରୀ ସାରା ବିଶ୍ୱରେ ତାଣ୍ଡବ ରଚିଚାଲିଥିବା ବେଳେ ଏହାର ଦୂରଗାମୀ ପ୍ରଭାବ ନେଇ ଗବେଷଣା ଜାରି ରହିଛି । ଜଣେ ରୋଗୀ କୋଭିଡରେ ଆକ୍ରାନ୍ତ ହୋଇ ଭଲ ହୋଇଗଲା ପରେ ଯେ ସମ୍ପୂର୍ଣ୍ଣ ମୁକ୍ତ ହୋଇଗଲା, ଏକଥା ଭାବିବା ଭୁଲ । କାରଣ କୋଭିଡ୍ ଆକ୍ରାନ୍ତଙ୍କ…

ଜମାକାରୀଙ୍କୁ କେବେ ମିଳିବ କ୍ଷତିପୂରଣ? ସିବିଆଇ ଉପରେ ବର୍ଷିଲେ ସୁପ୍ରିମକୋର୍ଟ

କନକ ବ୍ୟୁରୋ: ରାଜ୍ୟରେ ସବୁଠୁ ବଡ଼ ଠକେଇ ହେଉଛି ଚିଟଫଣ୍ଡ ଦୁର୍ନୀତି । ପ୍ରାୟ ଗୋଟିଏ ଦଶନ୍ଧି ଧରି ନ୍ୟାୟ ଅପେକ୍ଷାରେ ଜମାକାରୀ । କ୍ରାଇମବ୍ରାଞ୍ଚରୁ ସିବିଆଇ, ସିବିଆଇରୁ ସୁପ୍ରିମକୋର୍ଟ । ହେଲେ ପ୍ରାୟ ୨୦ ହଜାର ଜମାକାରୀ ଟଙ୍କା ଫେରିବା ବାଟକୁ ଏବେ ବି ଚାହିଁ ରହିଛନ୍ତି । ହାତଗଣିତ କିଛି…

ଗଞ୍ଜା ଲଢେଇ ପାଇଁ ବ୍ୟବହାର ହେଉଛି ୫ଜି ଇଂଟରନେଟ ସେବା। ପୁଲିସ ଭୟରେ ଆନ୍ଧ୍ରରେ ଅନଲାଇନରେ ଚାଲିଛି ଜୁଆ ଖେଳ।

କନକ ବ୍ୟୁରୋ: ଦେଶରେ ୫-ଜି ସେବା, ମୋବାଇଲ ନେଟୱର୍କ କ୍ଷେତ୍ରରେ ଯେଉଁ ବୈପ୍ଳବିକ ପରିବର୍ତନ ଆଣିଛି, ତାହା କିଛି ଅସାଧୁ ବ୍ୟକ୍ତିଙ୍କୁ ଫାଇଦା ଆଣିଦେଇଛି । ପୋଲିସ ଚଢାଉରୁ ବର୍ତିବା ପାଇଁ ପଡୋଶୀ ଆନ୍ଧ୍ର ପ୍ରଦେଶରେ ଅନଲାଇନରେ ଆୟୋଜନ ହେଉଛି ଗଞ୍ଜା ଲଢେଇ । ସଂକ୍ରାନ୍ତିରେ ଆନ୍ଧ୍ରରେ ଆୟୋଜିତ…

ହକିରେ ଯୋଡି ହେଲା ନୂଆ ଅଧ୍ୟାୟ। ଉଦଘାଟିତ ହେଲା ବିଶ୍ୱସ୍ତରୀୟ ହକି ଷ୍ଟାଡିୟମ।

କନକ ବ୍ୟୁରୋ: ବିଶ୍ୱ ଦେଖିବ ଅତ୍ୟାଧୁନିକ ସୁବିଧା ସୁଯୋଗ ଥିବା ହକି ଷ୍ଟାଡିୟମ । ରାଉରକେଲାରେ ବିର୍ସାମୁଣ୍ଡା ଷ୍ଟାଡିୟମକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ଏହି ବିର୍ସାମୁଣ୍ଡା ଷ୍ଟାଡିୟମରେ ବିଶ୍ୱ ଦେଖିବ ପୁରୁଷ ବିଶ୍ୱକପ ହକି । ଏହି ଷ୍ଟାଡିୟମରେ ଆସନ୍ତା ୧୩ ତାରିଖରୁ ଖେଳାଯିବ ହକି…