Daily Archives

January 25, 2023

ପର୍ଯ୍ୟଟକଙ୍କୁ ହାତ ଠାରି ଡାକୁଛି ସରଫଗଡ ବାଢୁନଝରିଆ । ପ୍ରାକୃତିକ ସୌନ୍ଦର୍ଯ୍ୟ ଭିତରେ ବୋଟିଂ, ଟ୍ରେକିଂର ମଜା…

କନକ ବ୍ୟୁରୋ: ମନମୋହୁଛି ସରଫଗଡ ପର୍ଯ୍ୟଟନସ୍ଥଳୀ । ଏବେ ପର୍ଯ୍ୟଟନ ଋତୁ ଚାଲିଥିବା ବେଳେ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଗୁଡିକରେ ଲାଗିଛି ପର୍ଯ୍ୟଟକଙ୍କ ଭିଡ । ସେହିଭଳି ବଣ ପାହାଡ ଘେରା ସବୁଜ ବନାନୀ ଭିତରେ ରହିଛି ସୁନ୍ଦରଗଡ ସରଫଗଡର ବାଢୁନଝରିଆ । ପ୍ରାକୃତିକ ପରିବେଶ ସାଙ୍ଗକୁ ଏଠାରେ ଥିବା…

୪ବର୍ଷ ପରେ ବଡ ପରଦାକୁ ଫେରିଲେ ଶାହାରୁଖ ଖାନ୍, ବିବାଦ ଓ ବିରୋଧ ଭିତରେ ରିଲିଜ ହେଲା ଫିଲ୍ମ ‘ପଠାନ’

କନକ ବ୍ୟୁରୋ : ବୁଧବାର ସକାଳୁ ଦେଶର ବିଭିନ୍ନ ଥିଏଟର ଏଭଳି କିଛି ଦୃଶ୍ୟ କିଛି ଦେଖିବାକୁ ମିଳିଥିଲା । ଶୀତକୁ ଖାତିର ନକରି ହଲ ସାମ୍ନାରେ ଲାଗିଥିଲା ଦର୍ଶକଙ୍କ ଅସମ୍ଭବ ଭିଡ । ୪ବର୍ଷ ପରେ ଦର୍ଶକଙ୍କ ନିକଟକୁ ଫେରିଛନ୍ତି କିଙ୍ଗ ଖାନ୍ ଶାହାରୁଖ । ତେଣୁ ପ୍ରିୟ ଅଭିନେତାଙ୍କ ବହୁ ପ୍ରତିକ୍ଷିତ…

ପେଶାରେ ବ୍ୟାଙ୍କ କର୍ମଚାରୀ, ନିଶା ତାଙ୍କର ଗଛ ଲଗାଇବା । ପରିବେଶପ୍ରେମୀ ହିମାଂଶୁ ୯ ବର୍ଷରେ ଲଗାଇଲେଣି ୯୫ ହଜାର ଗଛ ।

କନକ ବ୍ୟୁରୋ: ପେଶାରେ ସେ ଜଣେ ବ୍ୟାଙ୍କ କର୍ମଚାରୀ । ହେଲେ ନିଶା ତାଙ୍କର ଗଛ ଲଗାଇବା । ସେ ଗଛ ଲଗାଇବାକୁ ପ୍ରତି ବର୍ଷ ୩ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିଥାନ୍ତି । ପରିବେଶ ସୁରକ୍ଷା ରଖିବା ସହ ସବୁଜ ସୁନ୍ଦର କରିବାକୁ ଯେମିତି ସେ ସଙ୍କଳ୍ପବଦ୍ଧ ହୋଇଛନ୍ତି । ପୁରୀ କୃଷ୍ଣପ୍ରସାଦ…

ପୁଣି ଅଶାନ୍ତ ହେଲା ଜେଏନୟୁ କ୍ୟାମ୍ପସ, ବିଶ୍ୱବିଦ୍ୟାଳୟ ପରିସରରେ ପଥରମାଡ଼

କନକ ବ୍ୟୁରୋ : ବିବିସି ପ୍ରସ୍ତୁତ କରିଥିବା ଡକ୍ୟୁମେଂଟାରୀକୁ ନେଇ ବିବାଦ ଥମିବାର ନା ନେଉନି । ଗୁଜରାଟ ଦଙ୍ଗା ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ପର୍ଯ୍ୟବେସିତ ଏହି ଡକ୍ୟୁମେଂଟାରୀକୁ ନେଇ ଯେଉଁ ବିବାଦ ସୃଷ୍ଟି ହୋଇଛି ଏବେ ତା ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ପହଁଚିଛି । ପ୍ରଥମେ ହାଇଦ୍ରବାଦ…

ଗୋସାଇଁ ନୂଆଗାଁ ସରସ୍ୱତୀ ଶିଶୁମନ୍ଦିରରେ ନେତାଜୀ ଜୟନ୍ତୀ ପାଳିତ , ଉଭୟ ବୀର ପୁରୁଷଙ୍କ ଜୀବନୀ ବଖାଣିଲେ ଅତିଥି

କନକ ବ୍ୟୁରୋ : ସୋମବାର ଦିନ ଗୋସାଇଁ ନୂଆଗାଁ ଶିଶୁମନ୍ଦିର ପରିସରରେ ନେତାଜୀ ସୁଭାଷଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ପବିତ୍ର ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଛାତ୍ର ରାଜେଶ କୁମାର ପଣ୍ଡା ଉପସ୍ଥିତ ରହି ଉଭୟ ମହାପୁରୁଷଙ୍କ…

‘ଛାତ ଉପରୁ ସିଟି ମାରିବା ଅସଦାଚରଣ ନୁହେଁ’, ବମ୍ବେ ହାଇକୋର୍ଟର ଔରଙ୍ଗାବାଦ ବେଞ୍ଚ ଅଭିଯୁକ୍ତଙ୍କୁ ଦେଲେ ଜାମିନ।

କନକ ବ୍ୟୁରୋ: ବମ୍ବେ ହାଇକୋର୍ଟର ଔରଙ୍ଗାବାଦ ବେଞ୍ଚ ମହିଳାଙ୍କୁ ଅସଦାଚରଣ ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଏକ ମାମଲାରେ ତିନି ଅଭିଯୁକ୍ତଙ୍କୁ ଜାମିନପ୍ରଦାନ କରିଛନ୍ତି କୋର୍ଟ । ତେବେ ଚର୍ଚ୍ଚା ଏଥିପାଇଁ ହେଉଛି କାରଣ ଏହି ତିନି ଅଭିଯୁକ୍ତ ନିଜ ଛାତ ଉପରୁ ସିଟି ବଜାଇ…