Daily Archives

December 28, 2022

ପୁଣି ଥରେ ଖେରସନ ସହ ହରାଇଥିବା ସହରକୁ ଅକ୍ତିଆର କରିବାକୁ କ୍ରେମଲିନ ଜୋରଦାର କଲା ଆକ୍ରମଣ । ଦୁଇ ଦେଶ ମଧ୍ୟରେ ମିଳିତ…

କନକ ବ୍ୟୁରୋ : ରୁଷ- ୟୁକ୍ରେନ ମଧ୍ୟରେ ଦୀର୍ଘଦିନ ହେଲା ଯୁଦ୍ଧ ଜାରି ରହିଛି । ଏବେ ପୁଣି ଥରେ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିଛି । ଖେରସାନର ଜନବସତି ଅଂଚଳରେ ଏବେ ରୁଷ ସେନା ପକ୍ଷରୁ ୩୩ ରକେଟ ମାଡ କରାଯାଇଛି । ଏନେଇ ଦାବି କରିଛି ୟୁକ୍ରେନ ସେନା । ରୁଷ ଯୁଦ୍ଧରେ ଟ୍ୟାଙ୍କ, ସଶସ୍ତ୍ର…

ରାଜଧାନୀରେ ମାତିଛନ୍ତି ନିଶାଡ଼ି । ଅଧ ରାତିରେ ରଙ୍ଗମାଟିଆରେ ବିଏମସି ଠିକା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ ।…

କନକ ବ୍ୟୁରୋ: ରାଜଧାନୀରେ ଦିନକୁ ଦିନ କେମିତି ବ୍ରାଉନସୁଗାର କାରବାର ବଢ଼ି ଚାଲିଛି । ଆଉ ସନ୍ଧ୍ୟା ହେଲେ ବ୍ରାଉନସୁଗାର ଖାଉଥିବା ନିଶାଡି ମାନେ ରାସ୍ତାରେ ଯାଉଥିବା ଲୋକଙ୍କୁ ଆକ୍ରମଣ କରୁଛନ୍ତି, ତାହା ସାମନାକୁ ଆସିଛି । ତେବେ ସୌଭାଗ୍ୟବଶତଃ ନିଶାଡିଙ୍କ ଆକ୍ରମଣ ଶିକାର ହୋଇଥିବା ଯୁବକ ନିଜ…

ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଚିଠି ଲେଖିଲା କଂଗ୍ରେସ । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ସୁରକ୍ଷା ବୃଦ୍ଧି ପାଇଁ…

କନକ ବ୍ୟୁରୋ : ରାହୁଲ ଗାନ୍ଧୀଙ୍କ ସୁରକ୍ଷାକୁ ନେଇ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଚିଠି ଲେଖିଲା କଂଗ୍ରେସ । କଂଗ୍ରେସ ସାଧାରଣ ସମ୍ପାଦକ କେ. ସି ବେଣୁଗୋପାଳ ଭାରତ ଯୋଡୋ ଯାତ୍ରା ବେଳେ ରାହୁଲ ଗାନ୍ଧୀଙ୍କ ସୁରକ୍ଷା ନିଶ୍ଚିତ କରାଇବାକୁ କେନ୍ଦ୍ର ଗୃହମନ୍ତ୍ରଣାଳୟକୁ ଚିଠି ଲେଖିଛନ୍ତି । ଚିଠିରେ…

ସନ୍ଦେହରେ ଋଷ ସାଂସଦଙ୍କ ମୃତ୍ୟୁ । ଅସମାହିତ ପ୍ରଶ୍ନ ଉପରୁ କେବେ ଉଠିବ ପରଦା?

କନକ ବ୍ୟୁରୋ: ସୁଦୂର ୠଷିଆରୁ ଆସି ଓଡି଼ଶାର ରାୟଗଡା ଜିଲ୍ଲାରେ ଆଦିବାସୀଙ୍କ ଜୀବନଶୈଳୀ ବାବଦରେ ଜାଣିବାକୁ ଚାହୁଁଥିବା ସାଂସଦ ତଥା ବ୍ୟବସାୟୀ ପାଭେଲ ଆଂଟୋଭଙ୍କ ରହସ୍ୟଜନକ ମୃତ୍ୟୁ ଅନେକ ସନ୍ଦେହ ସୃଷ୍ଟି କରିଛି । ତାଙ୍କ ସହ ଦିଲ୍ଲୀରୁ ଆସିଥିବା ଗାଇଡ ଜିତେନ୍ଦ୍ର ସିଂଙ୍କ ସୂଚନା ଅନୁସାରେ...…

ଦୁଇ ଦିନ ଭିତରେ ୬ହଜାର ବିଦେଶ ଫେରନ୍ତାଙ୍କ ମଧ୍ୟରୁ ୩୯ଜଣ କୋଭିଡ ସଂକ୍ରମିତ । ୨୪ ଘଂଟାରେ ଦେଶରୁ ୧୮୮ ଜଣ ସଂକ୍ରମିତ…

କନକ ବ୍ୟୁରୋ : ୭ଟି ଦେଶରେ କରୋନା କରୁଛି ପ୍ରଳୟ । ଦେଶରେ ବାଜିଛି ସତର୍କ ଘଂଟି । ବିଶ୍ୱର କରୋନା ସ୍ଥିତି ଭିତରେ ଭାରତ ପାଇଁ ଆସିଛି ଚିନ୍ତାଜନକ ଖବର । ଆଗାମୀ ୪୦ ଦିନ ଦେଶ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି । ଜାନୁଆରୀ ମାସରେ ଦେଶରେ କରୋନା ସଂକ୍ରମଣ ବେଶ ଅଧିକ ବୃଦ୍ଧି ହେବାର…

ଋଷ ପର୍ଯ୍ୟଟକ ପାଭେଲଙ୍କ ମୃତ୍ୟୁ ଓ ଶବପୋଡ଼ାକୁ ନେଇ ଉଠିଲା ପ୍ରଶ୍ନ । କାହିଁକି ମୃତଦେହ ନେବାକୁ ରାଜି ହେଲେ ନାହିଁ…

କନକ ବ୍ୟୁରୋ: ଓଡିଶା ହୋଟେଲରେ ଦୁଇ ୠଷୀୟ ପର୍ଯ୍ୟଟକଙ୍କର କେମିତି ମୃତ୍ୟୁ ହେଲା? ଆତ୍ମହତ୍ୟା ନା ହତ୍ୟା ଏନେଇ ସସପେନ୍ସ ଲାଗି ରହିଥିବାବେଳେ ତରବରିଆ ଭାବେ ଉଭୟଙ୍କ ଶବକୁ ପୋଡି ଦେବାକୁ ନେଇ ଏବେ ସନ୍ଦେହ ବଢ଼ିବାରେ ଲାଗିଛି । କାରଣ ମୃତ୍ୟୁବରଣ କରିଥିବା ଋଷ୍ ନାଗରିକ ଭ୍ଲାଦିମିର ବିଦାନାଭ ଓ…