Daily Archives

December 28, 2022

ଘାତକ ଭୂତାଣୁ ବିଛାଇଛି ମୃତ୍ୟୁର ଜାଲ । ପାର୍କିଂ ସ୍ଥାନ ପାଲଟିଛି ଶବ ଗୃହ, କାର ସାଜିଛି ହସ୍ପିଟାଲ ବେଡ୍

କନକ ବ୍ୟୁରୋ : ଚାଇନାରେ କରୋନା ସଂକ୍ରମଣ ବୃଦ୍ଧି ହେତୁ ପରିସ୍ଥିତି ବିଗଡି ଯାଇଛି । ଏଠାରେ ଦୈନିକ ସଂକ୍ରମଣ ୧୦ ଲକ୍ଷରୁ ଉଦ୍ଦ୍ୱର୍ ରହିଥିବା ବେଳେ ମୃତ୍ୟୁଦେହ ବ୍ୟବଚ୍ଛେଦ ଓ ଅନ୍ତିମ ସଂସ୍କାର ପାଇଁ ଲମ୍ବା ଲାଇନ୍ ଲାଗୁଛି । ଏହାରି ଭିତରେ ଚୀନର ସମସ୍ତ ବର୍ଡର ଖୋଲିବା ସହ କଟକଣା ହଟାଇବାକୁ…

ନୂଆବର୍ଷ ପୂର୍ବରୁ ଟଳିଲା ବଡ ଆତଙ୍କୀ ଆକ୍ରମଣ । ଟ୍ରକ୍ ଭିତରେ ଲୁଚିଥିଲେ ଆତଙ୍କବାଦୀ, ସିଧ୍ରା ହାଇୱେରେ ହେଲା ଗୁଳିମାଡ

କନକ ବ୍ୟୁରୋ : ଡିସେମ୍ବର ୨୮ ତାରିଖ ବୁଧବାର ସକାଳ ପ୍ରାୟ ୬.୩୦ । ସ୍ଥାନ ଜମ୍ମୁକଶ୍ମୀର ସିଧ୍ରା ହାଇୱେ । ଜାନୁଆରୀ ୨୬ ପାଇଁ ସୁରକ୍ଷାକର୍ମୀ କରୁଥାନ୍ତି କଡ଼ା ଯାଂଚ । ସ୍ଥାନେ ସ୍ଥାନେ ଚାଲିଥାଏ ପାଟ୍ରୋଲିଂ । ଠିକ୍ ଏହି ସମୟରେ ଜମ୍ମୁରୁଟ ଦେଇ କଶ୍ମୀର ଘାଟି ପଟୁ ଆସୁଥିବା ସନ୍ଦିଗ୍ଧ ଟ୍ରକ…

ରାଜ୍ୟ ସରକାରଙ୍କ ପାଖରେ ନାହିଁ କରୋନା ଟିକା । ଟିକା ପଠାଇବାକୁ ଚିଠି ଲେଖିଲା ସ୍ୱାସ୍ଥ୍ୟ ବିଭାଗ

କନକ ବ୍ୟୁରୋ: ପଡ଼ୋଶୀ ଚୀନରେ କରୋନା ସ୍ଥିତି ସାଂଘାତିକ ହୋଇଥିବା ବେଳେ ସତର୍କ ହୋଇ ଉଠିଛି ଭାରତ । ଦେଶରେ କରୋନା ସ୍ଥିତି ନିୟନ୍ତ୍ରଣ ଭିତରେ ରହିଥିଲେ ବି ପରିସ୍ଥିତି ଉପରେ ତୀକ୍ଷଣ ନଜର ରଖାଯାଇଛି । ମଙ୍ଗଳବାର ଦିନ ଓଡ଼ିଶା ସମେତ ସାରା ଦେଶରେ ମକ୍ ଡ୍ରିଲ କରାଯାଇଛି । ଚୀନର ବିସ୍ଫୋରକ…

ଆଗାମୀ ୪୦ ଦିନ ଗୁରୁତ୍ୱପୂର୍ଣ୍ଣ । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା, ଜାନୁଆରୀ ମାସରେ ଭାରତରେ ବଢ଼ିପାରେ କରୋନା ସଂକ୍ରମଣ…

କନକ ବ୍ୟୁରୋ: ଜାନୁଆରୀ ମାସରେ ଭାରତରେ ବଢ଼ିପାରେ କରୋନା । ଆଗାମୀ ୪୦ ଦିନ ଭାରତ ପାଇଁ ଗୁୁରୁତ୍ୱପୂର୍ଣ୍ଣ । ସମ୍ବାଦ ସରବରାହ ସଂସ୍ଥା ପିଟିଆଇକୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଅଧିକାରୀ ଦେଇଥିବା ତଥ୍ୟ ଅନୁସାରେ ଦେଶରେ କରୋନାର ଏକ ଲହର ଆସିପାରେ । କିନ୍ତୁ ଗୁରୁତର ରୋଗୀଙ୍କ ସଂଖ୍ୟା କମ ରହିବ ।…

ରାଜ୍ୟ ସରକାରଙ୍କୁ ଜବାବ ମାଗିଲେ ନଡ୍ଡା । ଘନଘନ ପ୍ରଶ୍ନ ସହ ସିଧା ସିଧା କଲେ ଟାର୍ଗେଟ । ପଢନ୍ତୁ, କଣ କହିଲେ ବିଜେପି…

କନକ ବ୍ୟୁରୋ: ରାଜ୍ୟ ସରକାରଙ୍କୁ ଜବାବ ମାଗିଲେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । କନ୍ଧମାଳ ତୁମୁଡିବନ୍ଧ ଓ ଖୋର୍ଦ୍ଧା ବାଣପୁରରେ ଦଳୀୟ ସମାବେଶରେ ଯୋଗ ଦେଇ ଜେ.ପି ନଡ୍ଡା ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଶ୍ରୀମନ୍ଦିରର ରତ୍ନ ଭଣ୍ଡାର ଚାବି କୁଆଡେ ଗଲା? ଓଡ଼ିଆ…

ଶିକ୍ଷକତା ସହ ସାମାଜିକ ସଂସ୍କାର କରୁଛନ୍ତି ଶିକ୍ଷକ ସନ୍ତୋଷ କୁମାର ସାହୁ । ବାଲ୍ୟବିବାହ ଉପରେ ବାଣ୍ଟୁଛନ୍ତି ସଚେତନତାର…

କନକ ବ୍ୟୁରୋ: ସେ ଜଣେ ଶିକ୍ଷକ, ସରକାରୀ ଚାକିରି କରିଛନ୍ତି ହେଲେ ଅନ୍ୟ ଶିକ୍ଷକମାନଙ୍କ ପରି କେବଳ ପିଲାଙ୍କୁ ପାଠ ପଢାଇବା ସହିତ ଦିଆଯାଉଥିବା ଦାୟିତ୍ୱକୁ ତୁଲାଇ ସେ ଚୁପ୍ ବସନ୍ତି ନାହିଁ । ସମାଜରେ ଚାଲିଥିବା କୁପ୍ରଥାକୁ ରୋକିବା ନିମନ୍ତେ ସେ ଆରମ୍ଭ କରିଛନ୍ତି ନିଆରା ପ୍ରୟାସ୍ । ସେହି…